ଅକ୍ଟୋବର ମାସର ଅଭିଯୋଗ ଶୁଣାଣୀ କାର୍ଯ୍ୟସୂଚୀ ।
ଯାଜପୁର : ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଅକ୍ଟୋବର ମାସର ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ସ୍ଥିର ହୋଇଚ୍ଥି । ଅକ୍ଟୋବର ୧୦ତାରିଖ ସୋମବାର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ, ଅକ୍ଟୋବର ୧୭ତାରିଖ ସୋମବାର ଦାନଗଦୀ ବ୍ଳ୍କ କାର୍ଯ୍ୟାଳୟଠାରେ, ଅକ୍ଟୋବର ୨୫ ତାରିଖ ମଙ୍ଗଳବାର ସୁକିନ୍ଦା ବ୍ଳ୍କ କାର୍ଯ୍ୟାଳୟ ଠାରେ, ଅକ୍ଟୋବର ୩୧ ତାରିଖ ସୋମବାର ରସୁଲପୁର ବ୍ଳ୍କ କାର୍ଯ୍ୟାଳୟଠାରେ ଦିବା ୧୦ଘଟିକା ଠାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର ବିଭାଗୀୟ ପତ୍ର ମାଧ୍ୟମରେ ଅବଗତ କରାଇଚ୍ଥନ୍ତି ।
