ଭୁବନେଶ୍ୱର : ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ବିଶିଷ୍ଟ କବି, ବାଗ୍ମୀ, ରାଜନେତା ତଥା ଓଡିଶା ସାହିତ୍ୟ ଏକାଡେମୀର ଭୂତପୂର୍ବ ସଭାପତି ହୁସେନ ରବି ଗାନ୍ଧୀଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି କ୍ଷ ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ଚିର ସ୍ମରଣୀୟ ବୋଲି କହିବା ସହିତ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି ।
Post Views: 32,837