ରାତାରାତି ଚମକିବ ଭାଗ୍ୟ ! ବାସ ତକିଆ ତଳେ ରଖିଦିଅନ୍ତୁ ଏହି ୧ ଜିନିଷ, ମା’ ଲକ୍ଷ୍ମୀ ହେବେ ପ୍ରସନ୍ନ
ପ୍ରତ୍ୟକ ବ୍ୟକ୍ତି ଜୀବନରେ ସୁଖୀ ରହିବାର ଇଚ୍ଛା କରିଥାନ୍ତି । କିତନ୍ତୁ ଅନେକ ସମୟରେ ଏମିତି ସମୟ ଆସିଯାଏ ସଫଳତା ପ୍ରାପ୍ତ କରିବା ପାଇଁ ଅନେକ ଚେଷ୍ଟା କରିବା ପରେ ଜୀବନରେ ଦୁଖୀ ହୋଇ ରହିଥାନ୍ତି । ଆମର ପ୍ରତେକ ସଫଳତା ଓ ଅସଫଳତାର କାରଣ କୁଣ୍ଡଳୀର କାରଣ ଯୋଗୁ ହୋଇଥାଏ । ଜନ୍ମ ସମୟରୁ କୁଣ୍ଡଳୀରେ ସବୁଠାରୁ ଗୋଟିଏ ଗ୍ରହର ପ୍ରଭାବ ଅଧିକ ରହିଥାଏ । ଯାହା ଅନ୍ୟ ଗ୍ରହ ସହ ଯୋଡା ହୋଇ ଶୁଭ ଅଶୁଭ ଫଳ ଦେଇଥାଏ ।

ଆଜି ଆମେ ଆପଣଙ୍କୁ ତଳିଆ ତଳେ ଏମିତି କେଉଁ ଜିନିଷ ରଖିଲେ ଧନ ସମ୍ପତି ଲାଭ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ସେହି ବସ୍ତୁ ଟି ହେଉଛି ଆପଣ ବ୍ୟବହାର କରୁଥିବା ତକିଆ ଯାହା ଆପଣଙ୍କ ଭାଗ୍ୟ ଚମକାଇ ପାରିବ । ତକିଆ ଏମିତି ଏକ ବସ୍ତୁ ଯାହାର ତଳେ ଏମିତି କିଛି ବସ୍ତୁ ରଖିବା ଦ୍ଵାରା ଚମତ୍କାର ହୋଇଥାଏ ଯାହା ରାତାରାତି ଆପଣ ଗରିବାରୁ ଧନୀ ହୋଇପାରନ୍ତି ।
ଏମିତିକି ଜୀବନରେ ଚାଲିଥିବା ସବୁ ପ୍ରକାରର ସମସ୍ଯା ଓ ରୋଗରୁ ଆମକୁ ମୁକ୍ତି ଦେଇଥାଏ ତକିଆ । ତୁଳସୀ ଗଛକୁ ହିନ୍ଦୁ ଧର୍ମରେ ପବିତ୍ର ମାନାଯାଏ । ତୁଳସୀ ଗହ ଆଧ୍ୟାତ୍ମିକ, ବୈଜ୍ଞାନିକ ଓ ଭୌତିକ ଗୁଣରେ ଭରପୁର ଅଟେ । ତୁଳସୀ ପତ୍ରରୁ ବାହାରୁଥିବା ସାକାରାତ୍ମକ ଊର୍ଜା ଅନେକ ସଙ୍କଟ ଦୂର କରିଥାଏ । ତୁଳସୀ ପତ୍ରରେ ଏମିତି ଚମତ୍କାରୀ ଶକ୍ତି ରହିଥାଏ । ତେଣୁ ତୁଳସୀ ପତ୍ରକୁ ତକିଆ ତଳେ ରଖିକି ସୋଇଲେ ସାନ୍ତ ଓ ଭଲ ନିଦ ଆସିଥାଏ ।

ଖରାପ ସ୍ଵପ୍ନ ବା ଚିନ୍ତାଧାରା ଆସେ ନାହି କି କୌଣସି କଥାର ଭୟ ନ ଥାଏ । ଏହି ଉପାୟ ଟି ଲଗାତାର ୨୧ ଦିନ କରିଲେ ମହତ୍ଵ ପୂର୍ଣ୍ଣ କାର୍ଯ୍ୟ ବିନା କୌଣସି ବାଧା ରେ ସଂପୂର୍ଣ୍ଣ ହେବ । ପ୍ରତେକ କାମରେ ସଫଳତା ମିଳିବା ସହ ଆପଣଙ୍କର ଦୁର୍ଭାଗ୍ୟ ସୌଭାଗ୍ୟ ରେ ବଦଳି ଯାଇଥାଏ । ଯଦି ଆପଣଙ୍କୁ ଏମିତି ଲାଗୁଥାଏ କି ଆପଣଙ୍କ ଭାଗ୍ୟ ଆପଣଙ୍କୁ ଧୋକା ଦେଉଛି ଓ ମହତ୍ଵ ପୂର୍ଣ୍ଣ କାମରେ ଅସଫଳ ମନେ କରୁଛନ୍ତି ତେବେ ଅନ୍ୟ ଏକ ଉପାୟ କରନ୍ତୁ ।
ସେହି ଉପାୟ ଟି ହେଉଛି ରାତିରେ ଶୋଇବା ସମୟରେ ମୟୁର ପର ତକିଆ ତଳେ ରଖି ଦିଅନ୍ତୁ । ସକାଳୁ ଉଠିବା ପରେ ଏହି ମୟୁର ପର ଦର୍ଶନ କରନ୍ତୁ । ଏମିତି କିଛି ଦିନ କରିବା ପରେ ଯାହା ଦୋଷ ଥିବ ତାହା ଧୀରେ ଧୀରେ କମ ହେବାରେ ଲାଗିବ । ଆପଣଙ୍କର ବିଗିଡି ଯାଇଥିବା କାମ ଆରମ୍ଭ ହେବ ।

ଯଦି ଆପଣ କୌଣସି କରଜ ସୁଝିପାରୁ ନାହାନ୍ତି, ଆର୍ଥିକ ସମସ୍ଯା ଲାଗି ରହୁଛି ବା ଧନ ରହୁ ନାହି ତେବେ ଏହି ଉପାୟ କରନ୍ତୁ । ଧାର୍ମିକ ପୁସ୍ତକ, ଲୁଣ, ପୂଜାର ଚାଉଳ, କୁଙ୍କୁମ, ହଳଦୀ ନାଲି କପଡାରେ ବାନ୍ଧି ଈଶ୍ବରଙ୍କ ନିକଟରେ ଅଭିମନ୍ତ୍ରିତ କରି ତକିଆ ତଳେ ରଖନ୍ତୁ । ଏମିତି କରିବା ଦ୍ଵାରା ଆର୍ଥିକ ସ୍ଥିତରେ ସୁଧାର ଆସିବ ।
