ସଂସଦ ଭବନରେ ପହଞ୍ଚିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ନୂଆଦିଲ୍ଲୀ : ଆଜି ଆସିବା ସାଧାରଣ ବଜେଟ । ଏହା ପୂର୍ବରୁ ସଂସଦ ଭବନରେ ପହଞ୍ଚିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କ୍ୟାବିନେଟ୍ ବୈଠକ ପରେ ସଂସଦରେ ୨୦୨୩-୨୪ ଆର୍ଥିକ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ। କିଛି ସମୟ ପରେ ବସିବ କ୍ୟାବିନେଟ୍ ବୈଠକ ।
ବଜେଟ ୨୦୨୩କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ଦେବା ପରେ ସଂସଦ ଭବନରେ ପହଞ୍ଚିଛନ୍ତି ଅର୍ଥମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସଂସଦ ଭବନରେ ପହଞ୍ଚି ସାରିଛନ୍ତି । ଏହି ବଜେଟ୍ ସବୁ ବର୍ଗକୁ ଧ୍ୟାନ ଦିଆଯାଇଛି ବୋଲି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି । କିଛି ସମୟ ପରେ ବସିବ କ୍ୟାବିନେଟ୍ ବୈଠକ ବସିବା ନେଇ ସୂଚନା ମିଳିଛି ।
