ବାତ୍ୟା ଅପ୍ଡେଟ୍ : ସମ୍ଭାବ୍ୟ ବାତ୍ୟା ପାଇଁ ୯୫ ଟ୍ରେନ ବାତିଲ କଲା ପୂର୍ବତଟ ରେଳବାଇ
ଭୁବନେଶ୍ୱର : ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ‘ଜୱାଦ’ ସମୁଦ୍ର ଭିତରେ ରହି ବଳ ଗୋଟାଉଛି। ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଟ୍ରେନ୍ଗୁଡ଼ିକୁ ବାତିଲ୍ କରାଯାଇଛି । ଯାତ୍ରୀଙ୍କ ସୁରକ୍ଷା ପାଇଁ ପୂର୍ବତଟ ରେଳୱେ ପକ୍ଷରୁ ପ୍ରାୟ ୯୫ ଟ୍ରେନ ବାତିଲ କରି ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨,୩ ଓ ୪ ତାରିଖ ଅପ୍ ଏବଂ ଡାଉନ ଲାଇନରେ ଯିବାକୁ ଥିବା ମେଲ, ଏକ୍ସପ୍ରେସ ଓ ଲୋକାଲ ଟ୍ରେନଗୁଡିକୁ ଗନ୍ତବ୍ୟସ୍ଥଳରୁ ହିଁ ବାତିଲ କରାଯିବ। ଏନେଇ ପୂର୍ବତଟ ରେଲ୍ୱେ ପକ୍ଷରୁ ସୂଚନା ଦିଆଯାଇଛି ।
ଆସନ୍ତା ୨ ତାରିଖରୁ ଅପ ଲାଇନରେ ବନ୍ଦ ହେବାକୁ ଥିବା ଟ୍ରେନଗୁଡିକ ହେଲା ନଂ.୧୨୫୦୮ ଏସସିଏଲ- ଟିଭିସି, ୧୮୪୭୮ ୱାଇଏନଆରକେ – ପୁରୀ, ୧୨୮୦୨ ଏନଡିଏଲଏସ୍- ପୁରୀ, ୧୫୬୪୪ କେୱାଇକ୍ୟୁ – ପୁରୀ, ୨୨୯୦୯ ବିଏଲ –ପୁରୀ।
ସେହିପରି ୨ ତାରିଖ ଡାଉନ ଲାଇନରେ ବନ୍ଦ ହେବାକୁ ଥିବା ଟ୍ରେନଗୁଡିକ ହେଲା ନଂ.୧୨୫୦୯ ବିଏନସି – ଗୌହାଟି, ୨୨୬୪୧ ଟିଭିସି – ଏସଏଚଏମ୍, ୧୫୯୦୫ କେପ୍ – ଦିବ୍ରୁଗଡ, ୧୨୮୪୪ ଏଡିଆଇ – ପୁରୀ।
ସେହିପରି ୩ ତାରିଖ ଅପ ଲାଇନରେ ବାତିଲ ହେବାକୁ ଥିବା ଟ୍ରେନଗୁଡିକ ହେଲା ନଂ.୧୮୪୧୭ ପୁରୀ – ଗୁଣପୁର, ୨୦୮୯୬ ଭୁବନେଶ୍ବର-ରାମେଶ୍ବରମ, ୧୨୭୦୩ ହାୱାଡା-ସିକନ୍ଦରବାଦ, ୧୨୨୪୫ ହାୱାଡା- ୟସୱନ୍ତପୁର, ୧୧୦୨୦ ଭୁବନେଶ୍ବର – ମୁମ୍ବାଇ, ୧୮୪୪୩ ଭୁବନେଶ୍ବର ପଲାସା, ୨୨୬୦୫ ପିଆରଆର- ଭିଏମ, ୧୭୪୭୯ ପୁରୀ – ତିରୁପତି, ୧୮୦୪୫ ହାୱାଡା – ହାଇଦ୍ରାବାଦ, ୧୨୮୪୧ ହାୱାଡା – ମାଡ୍ରାସ, ୨୨୮୧୭ ହାୱାଡା – ମହୀଶୂର, ୨୨୮୦୭ ଏସଆରସି- ମାଡ୍ରାସ, ୨୨୮୭୩ ଦିଘା – ବିଶାଖାପାଟଣା, ୧୨୮୬୩ ହାୱାଡା-ୟସୱନ୍ତପୁର, ୧୨୮୩୯ ହାୱାଡା – ମାଡ୍ରାସ, ୨୨୬୪୪ ପିଏନବିଇ – ଇଆରଏସ, ୧୭୨୪୪ ଆରଜିଡିଏ – ଜିଏନଟି, ୨୦୮୦୯ ଏସବିପି – ଏନଇଡି, ୧୮୫୧୭ କେଆରବିଏ – ବିଶାଖପାଟଣା, ୧୩୩୫୧ ଡିଏଚଏନ – ଏଏଲପି, ୧୨୮୮୯ ଟାଟା – ୟସୱନ୍ତପୁର, ୧୮୪୦୯ ହାୱାଡା –ପୁରୀ, ୨୨୨୦୧ ଏସଡିଏଏଚ-ପୁରୀ, ୧୨୮୯୫ ହାୱାଡା –ପୁରୀ, ୧୮୪୫୧ ଏଚଟିଇ – ପୁରୀ, ୧୨୮୩୭ ହାୱାଡା – ପୁରୀ, ୧୮୪୨୬ ଦୁର୍ଗ – ପୁରୀ, ୧୨୮୭୬ ଏଏନଭିଟି – ପୁରୀ, ୦୮୪୩୧ କଟକ –ପୁରୀ, ୧୮୧୦୫ ରାଉରକେଲା-ପୁରୀ, ୧୮୪୪୭ ଭୁବନେଶ୍ବର – ଜେଡିବି, ୨୦୮୩୭ ଭୁବନେଶ୍ବର – ଜେଏନଆରଡି, ୧୨୮୪୩ ପୁରୀ – ଏଡିଆଇ, ୧୮୪୨୩ ଭୁବନେଶ୍ବର-ଏନୱାଇଜିଟି।
ସେହିପରି ୩ ତାରିଖ ଡାଉନ ଲାଇନରେ ବାତିଲ ହେବାକୁ ଥିବା ଟ୍ରେନଗୁଡିକ ହେଲା ନଂ.୧୨୮୪୨ ମାଡ୍ରାସ – ହାୱାଡା, ୧୨୮୨୯ ମାଡ୍ରାସ – ଭୁବନେଶ୍ବର, ୧୨୨୪୬ ୟସୱନ୍ତପୁର – ହାୱାଡା, ୧୨୭୦୪ ଏସସି – ହାୱାଡା, ୧୭୪୮୦ ତିରୁପତି- ପୁରୀ, ୧୨୮୬୪ ୟସୱନ୍ତପୁର – ହାୱାଡା, ୧୭୦୧୬ ଏସସି-ଭୁବନେଶ୍ବର, ୧୨୮୪୦ ମାଡ୍ରାସ – ହାୱାଡା, ୧୮୦୪୮ ଭିଏସଜି – ହାୱାଡା, ୧୨୬୬୪ ଟିପିଜେ-ହାୱାଡା, ୧୮୪୬୪ ଏସବିସି-ଭୁବନୋ୍ବର, ୧୧୦୧୯ ସିଏସଟିଏମ-ଭୁବନେଶ୍ବର, ୧୮୫୧୮ ବିଶାଖାପାଟଣା – କେଆରବିଏ, ୧୮୫୨୮ ବିଶାଖାପାଟଣା – ଆରଜିଡିଏ, ୧୭୨୪୩ ଜିଏନଟି – ଆରଜିଡିଏ, ୦୮୪୨୮ ପୁରୀ – ଅନୁଗୁଳ, ୦୮୪୦୪ ପୁରୀ – ଖୋର୍ଦ୍ଧା, ୧୭୪୭୯ ପୁରୀ – ତିରୁପତି, ୧୮୪୨୫ ପୁରୀ –ଦୁର୍ଗ, ୧୨୮୩୮ ପୁରୀ-ହାୱାଡା, ୧୮୪୫୨ ପୁରୀ ଏଟିଇ, ୧୮୪୭୭ ପୁରୀ – ୱାଇଏନଆରକେ, ୧୨୮୦୧ ପୁରୀ – ଏନଡିଏଲଏସ, ୧୮୪୧୦ ପୁରୀ-ହାୱାଡା, ୧୮୪୪୮ ଜେଡିବି-ଭୁବନେଶ୍ବର, ୨୦୮୩୮ ଜେଏନଆରଡି –ଭୁବଶ୍ବେର।
ସେହିପରି ୪ ତାରିଖ ବାତିଲ ହେବାକୁ ଥିବା ଡାଉନ ଟ୍ରେନଗୁଡ଼ିକ ହେଲା ନଂ.୧୮୪୧୮ ଗୁଣପୁର – ପୁରୀ, ୧୨୮୦୭ ବିଶାଖାପାଟଣା-ଏନଜେଡଏମ, ୧୮୫୫୧ ବିଶାଖାପାଟଣା – କେଆରଡିଏଲ, ୨୨୨୦୨ ପୁରୀ- ଏସଡିଏଏଚ, ୧୫୬୪୩ ପୁରୀ – କେୱାକ୍ୟୁ, ୧୮୧୦୬ ପୁରୀ – ରାଉରକେଲା, ୦୮୪୩୨ ପୁରୀ – କଟକ, ୧୨୮୨୨ ପୁରୀ-ହାୱାଡା, ୧୨୮୧୫ ପୁରୀ – ଏଏନଭିଟି, ୨୨୯୪୭ ପୁରୀ –ଜିଆଇଏମବି, ୧୮୪୧୭ ପୁରୀ – ଗୁଣପୁର, ୧୮୪୨୪ ଏନୱାଇଜିଟି – ଭୁବନେଶ୍ବର, ୧୨୦୭୪ ଭୁବନେଶ୍ବର- ହାୱଡା, ୧୨୮୯୩ ଭୁବନେଶ୍ବର – ବଲାଙ୍ଗୀ, ୨୦୮୧୭ ଭୁବନେଶ୍ବର – ଏନଡିଏଲଏସ।
ସେହିପରି ଅପ୍ ଲାଇନରେ ୪ ତାରିଖ ବାତିଲ ହେବାକୁ ଥିବା ଟ୍ରେନଗୁଡିକ ହେଲା ନଂ.୧୮୪୬୩ ଭୁବନେଶ୍ବର –ଏସବିସି, ୨୨୮୧୯ ଭୁବନେଶ୍ବର- ବିଶାଖାପାଟଣା, ୧୭୦୧୫ ଭୁବନେଶ୍ବର-ସିକନ୍ଦରାବାଦ, ୧୮୬୩୭ ଏଚଟିଇ-ବିଏନସି, ୦୮୪୦୩ ଖୋର୍ଦ୍ଧା –ପୁରୀ, ୦୮୪୨୭ ଅନୁଗୁଳ –ପୁରୀ, ୧୮୪୧୮ ଗୁଣପୁର – ପୁରୀ, ୧୨୮୨୧ ହାୱାଡା – ପୁରୀ, ୦୮୪୩୧ କଟକ-ପୁରୀ (୩ ଏବଂ ୪ ତାରିଖ), ୧୮୦୧୫ ରାଉରକେଲା – ପୁରୀ (୩ ଏବଂ ୪ ତାରିଖ) ।
