ଡ. ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଭାରତୀୟ ସମ୍ବିଧାନର ପ୍ରଣେତା ଡ. ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ ସାରାଦେଶରେ ଆଜି ପାଳନ କରାଯାଉଛି । ଡ. ବାବାସାହେବ ଆମ୍ବେଦକର ଜଣେ ମହାନ ଅର୍ଥନୀତିଜ୍ଞ, ଆଇନ ବିଷାରଦ ଓ ରାଜନେତା ଥିଲେ । ନିଷ୍ପେସିତ ଓ ଲାଞ୍ଛିତଙ୍କ ଅଧିକାରର ସୁରକ୍ଷା ପାଇଁ ଡକ୍ଟର ବାବାସାହେବ ଆମ୍ବେଦକର ଜୀବନବ୍ୟାପୀ ଲଢେଇ କରିଥିଲେ, ଯାହା କି ସର୍ବଦା ପ୍ରେରଣା ଯୋଗାଇବ ବୋଲି ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
