ଡବଲ୍ ଡୋଜ୍ ଟିକା ଆବଶ୍ୟକ : ଡିଏମଇଟି
ଭୁବନେଶ୍ୱର : ଡିଏମଇଟି ସିବିକେ ମହାନ୍ତି କେନ୍ଦ୍ର ଜାରି କରିଥିବା ଡବଲ୍ ଡୋଜ୍ ଟିକା ଗାଇଡ଼ଲାଇନ ସମ୍ପର୍କରେ କହିଛନ୍ତି ଯେ ସୁରକ୍ଷା ଦୃଷ୍ଟିରୁ ଡବଲ୍ ଡୋଜ୍ ଟିକା ଆବଶ୍ୟକ । ଏହାକୁ ପାଳନ କରିବା ଉଚିତ୍ । ଡେଥ୍ ଅଡିଟ୍ ଆମେ ପାଖାପାଖି ସାରି ଦେଇଛୁ । ଯାହା ଆସୁଛି ଆମେ ଜଣେଇବୁ । ଏବେ ଶିଶୁମାନେ ଅଧିକା ସଂକ୍ରମିତ ହେବେ । କାହିଁକି ନା ପ୍ରାୟ ସମସ୍ତ ୧୮ରୁ ଉର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କୁ ଟିକାକରଣ କରାଯାଇଛି । ସଂକ୍ରମିତ ବି ହେଉଛନ୍ତି । ତେଣୁ ଆନୁପାତିକ ଭାବେ ଶିଶୁମାନେ ଅଧିକା ସଂକ୍ରମିତ ହେବେ । ତୃତୀୟ ଲହର ଏବେ ବି ଆକଳନସ୍ତରରେ ଅଛି । କିନ୍ତୁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ ।
ସେହିପରି କେନ୍ଦ୍ର ଜାରି କରିଥିବା ଡବଲ୍ ଡୋଜ୍ ଟିକା ଗାଇଡ଼ଲାଇନ ସମ୍ପର୍କରେ କହିଛନ୍ତି ଯେ ସୁରକ୍ଷା ଦୃଷ୍ଟିରୁ ଡବଲ୍ ଡୋଜ୍ ଟିକା ଆବଶ୍ୟକ । ଏହାକୁ ପାଳନ କରିବା ଉଚିତ୍ । ଡେଥ୍ ଅଡିଟ୍ ଆମେ ପାଖାପାଖି ସାରି ଦେଇଛୁ । ଯାହା ଆସୁଛି ଆମେ ଜଣେଇବୁ । ଏବେ ଶିଶୁମାନେ ଅଧିକା ସଂକ୍ରମିତ ହେବେ । କାହିଁକି ନା ପ୍ରାୟ ସମସ୍ତ ୧୮ରୁ ଉର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କୁ ଟିକାକରଣ କରାଯାଇଛି । ସଂକ୍ରମିତ ବି ହେଉଛନ୍ତି । ତେଣୁ ଆନୁପାତିକ ଭାବେ ଶିଶୁମାନେ ଅଧିକା ସଂକ୍ରମିତ ହେବେ । ତୃତୀୟ ଲହର ଏବେ ବି ଆକଳନସ୍ତରରେ ଅଛି । କିନ୍ତୁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ । ସବୁ ଦିଗକୁ ଦେଖି ସରକାର ସ୍ଥିର କରିବେ । କେତେ ଟିକା ଦିଆଯାଇଛି ଏସବୁ ଦେଖି ସରକାର ନିର୍ଦ୍ଦେଶନାମା ଦେବେ । ଯେତେବେଳେ ମହାମାରୀ ପିକରେ ଥିଲା ଅଡିଟ୍ ହୋଇ ପାରି ନଥିଲା । ଏବେ ଯାହା ଆସୁଛି ଦିଆହେଉଛି । ଆମେ ଭଲ ସ୍ଥିତିରେ ଅଛୁ । ହସ୍ପିଟାଲର ଡେଥ୍ ରେଟ ଦେଖିଲେ ଜଣା ପଡ଼ୁଛି । ମୃତ୍ୟୁହାରକୁ ମଝିରେ ବିଶ୍ଳେଷଣ କରିବା କଥା ନୁହଁ । ଟିକାକରଣ ସହ ସେରୋ ସର୍ଭେ ଚାଲିଛି । ତେଣୁ ଅପେକ୍ଷା କରିବା । ଏଣେ ଡବଲ୍ ଡୋଜ୍ ନେଇଥିବା ବ୍ୟକ୍ତି ହିଁ ମେଳାକୁ ଯାଇପାରିବେ ନେଇ କେନ୍ଦ୍ରର ନିର୍ଦ୍ଦେଶନାମା ସୁରକ୍ଷା ଦୃଷ୍ଟିରୁ ସେଇଟା ବିଧେୟ । ନିଜେ ସୁରକ୍ଷିତ ରହିବା ସହ ଅନ୍ୟମାନେ ବି ସୁରକ୍ଷିତ ରହିବେ । ଏହା କହିଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେ ଆହୁରି କହିଛନ୍ତି, ଡେଥ ଅଡିଟ୍ ଆମେ ପାଖାପାଖି ସାରି ଦେଇଛୁ ।
