ଦୁର୍ଗାଷ୍ଟମୀ ଦିନ ଯିଏ ଯେତେ ମାଗିଲେ ବି ଦିଅନ୍ତୁ ନାହିଁ ଏହି ଗୋଟେ ଜିନିଷ ! ନହେଲେ ଘର ଛାଡି ଚାଲିଯିବେ ମା’ ଲକ୍ଷ୍ମୀ
ଆରମ୍ଭ ହୋଇଛି ମା’ ଦୂର୍ଗାଙ୍କ ପୂଜା। ହିନ୍ଦୁ ଧର୍ମରେ ଦୂର୍ଗା ପୂଜାକୁ ବଡ ପର୍ବ ଭାବରେ ପାଳନ କରାଯାଇଥାଏ । ଏହି ଦୂର୍ଗା ପୂଜା ସମୟରେ ସମସ୍ତ ଲୋକ ନିଜର ମନୋକାମନାକୁ ପୂର୍ଣ୍ଣ କରିବା ପାଇଁ ମା’ଙ୍କ ପୂଜାଅର୍ଚନା କରିଥାନ୍ତି । ଏହି ପରିପ୍ରେକ୍ଷୀରେ ଆଜି ମା’ଙ୍କ ପବିତ୍ର ଦୁର୍ଗାଷ୍ଟମୀ। ନବରାତ୍ରିର ଅଷ୍ଟମୀ ତିଥରେ ମା’ ଗୌରୀଙ୍କୁ ପୂଜା କରାଯାଏ। ମାଙ୍କ ପୂଜା କଲେ ଆଶୀର୍ବାଦ ମିଳିବ ଓ ସମସ୍ତ ଇଚ୍ଛା ନିଶ୍ଚୟ ପୂର୍ଣ୍ଣ ହେବ । ସେହିପରି ଏହି ଅଷ୍ଟମୀ ଦିନରେ ଏମିତି କିଛି ବିଶେଷ ଜିନିଷ ରହିଥାଏ ଯାହାକୁ ଭୁଲ ସେ ମଧ୍ୟ ଆପଣ କୌଣସି ଲୋକକୁ ଦେବେ ନାହିଁ । ଯଦି ଆପଣ ଏହି ଦିନରେ ଆମ ଲିଷ୍ଟରେ ଥିବା ଜିନିଷକୁ କାହାକୁ ଦେଇଥାନ୍ତି ତା ହେଲେ ଆପଣଙ୍କୁ ଦାରିଦ୍ରତା ଭୋଗ କରିବାକୁ ପଡିପାରେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ଦୂର୍ଗା ପୂଜା ସମୟରେ ବହୁତ ବିଧିବିଧାନ ରହିଥାଏ । ଏହା ସହିତ ପୂଜା ପାଠ ଓ ଦାନ ଧର୍ମ ଆଦିର ବହୁତ ନିୟମ ରହିଥାଏ । ଦାନ ବହୁତ ପୂଣ୍ୟର କାମ ଅଟେ । ହେଲେ ସବୁବେଳେ ବିଧିବିଧାନ ନିୟନ୍ତ୍ରଣରେ ରହି ଦାନ ଧର୍ମ କରିବା ଆବଶ୍ୟକ ।
ବାସ୍ତୁ ଅନୁଯାୟୀ ଏମିତି କିଛି ଜିନିଷ ଅଛି ଯାହାକୁ ଅଷ୍ଟମୀ ଦିନ କାହାକୁ ଦାନ କରିବା ଉଚିତ ନୁହେଁ । ଯଦି ଆପଣ ଏହି ସବୁ ଜିନିଷ ବା ବସ୍ତୁକୁ ଦାନ କରନ୍ତି ତାହାଲେ ଆପଣଙ୍କୁ ଦରିଦ୍ରତା ସହିତ ମା ଦୂର୍ଗାଙ୍କର ପ୍ରକୋପକୁ ସହିବାକୁ ପଡିବ ।
ମଣିଷ ଜୀବନରେ ଧନର ବହୁତ ଆବଶ୍ୟକତା ରହିଛି । ଧନ ପାଇବା ପାଇଁ ମଣିଷ ସବୁକିଛି କରିବା ପାଇଁ ପ୍ରସ୍ତୁତ ହୋଇଯାଇଥାଏ । ହେଲେ ଏହି ଦୂର୍ଗା ଅଷ୍ଟମୀ ଦିନ ଆପଣ ଭୁଲ ସେ ମଧ୍ୟ କାହାକୁ ଧନ ଦେବେ ନାହିଁ । ଏହି ଦିନରେ କୌଣସି ଦାନ ବା ଉଧାର କରିବେ ନାହିଁ । ଏହା ବ୍ଯତୀତ ଏହି ଦିନରେ କାହାକୁ କୌଣସି ବସ୍ତୁ ମଧ୍ୟ କିଣି ଦେବେ ନାହିଁ ।
ଏହି ଅଷ୍ଟମୀ ଦିନରେ ବିଧିବିଧାନ ଅନୁଯାୟୀ କୌଣସି ଲୋକକୁ ଦାନ କରିବେ ନାହିଁ । କାରଣ ଏହି ସମୟରେ ଯଦି ଆପଣ କାହାକୁ ଧନ ଦାନ କରିବେ ତା ହେଲେ ଆପଣଙ୍କ ଘରର ଲକ୍ଷ୍ମୀ ସେହି ଲୋକ ପାଖରେ ରହିଯିବ । ଏହା ଦ୍ଵାରା ଆପଣ ମାନଙ୍କୁ ବର୍ଷ ସାରା ଦରିଦ୍ରତା ଭୋଗ କରିବାକୁ ପଡିବ ।
ଏହା ବ୍ୟତୀତ ଏହି ଅଷ୍ଟମୀ ଦିନ ଆପଣ ନିଶ୍ଚୟ ମା ଦୂର୍ଗାଙ୍କୁ ଏକ ନଡିଆ ଚଢେଇବେ । ହେଲେ ଏହି ନଡିଆକୁ ଆପଣ ଭୋଗ ରୂପରେ ଆଣିବେ ନାହିଁ । ଏହି ନଡିଆକୁ ଆପଣ ମା ଦୂର୍ଗାଙ୍କୁ ଭେଟ କରିବା ପରେ ଏହାକୁ ମନ୍ଦିରରେ ଛାଡି ଚାଲି ଆସନ୍ତୁ । ଏହା ଦ୍ଵାରା ମା ଦୁର୍ଗା ଆପଣଙ୍କ ଉପରେ ପ୍ରସନ୍ନ ହେବେ ଓ ଆପଣଙ୍କର ସମସ୍ତ ସମସ୍ୟାକୁ ଦୂର କରିବେ । ତେବେ ବନ୍ଧୁଗଣ ଆପଣ ଦୁର୍ଗାଷ୍ଟମୀରେ ଏହି ସବୁ ପ୍ରତି ନିଶ୍ଚୟ ଧ୍ୟାନ ଦେବେ ।
ସମସ୍ତଙ୍କୁ ନମସ୍କାର । ଆମର ଏହି ଲେଖାଟି କେମିତି ଲାଗିଲା । ଯଦି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେୟାର କରନ୍ତୁ । ଏମିତି ସବୁ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରି ଦିଅନ୍ତୁ ।
