ରାଜ୍ୟରେ କରୋନା ସଂକ୍ରମଣ ନିମ୍ନଗତି ; ଆଉ ୭୩୦ ସଂକ୍ରମିତ
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣର ନିମ୍ନଗତି ଜାରି ରହିଛି। ଏହାରି ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୭୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସଙ୍ଗରୋଧରୁ ୪୨୭ ଜଣ ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୩୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୩୦ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୮୮୭୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
Covid-19 Report For 6th August
— I & PR Department, Odisha (@IPR_Odisha) August 7, 2022
New Positive Cases: 730
Of which 0-18 years: 130
In quarantine: 427
Local contacts: 303
(Details of local contacts will be shared by concerned District)
1. Angul: 4
2. Balasore: 8
3. Bargarh: 37
4. Bhadrak: 3
5. Balangir: 17
6. Boudh: 3
ନୂତନ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୪ଜଣ ଥିବାବେଳେ ବାଲେଶ୍ୱରରୁ ୮ଜଣ, ବରଗଡ଼ରୁ ୩୭ଜଣ, ଭଦ୍ରକରୁ ୩ଜଣ, ବଲାଙ୍ଗୀରରୁ ୧୭ଜଣ, ବୌଦ୍ଧରୁ ୩ଜଣ, କଟକରୁ ୧୮ଜଣ, ଦେବଗଡ଼ରୁ ୬ଜଣ, ଗଜପତିରୁ ୬ଜଣ, ଗଞ୍ଜାମରୁ ୯ଜଣ, ଜଗତସିଂହପୁରରୁ ୪ଜଣ, ଯାଜପୁରରୁ ୧୫ଜଣ, ଝାରସୁଗୁଡ଼ାରୁ ୧୨ଜଣ, କଳାହାଣ୍ଡିରୁ ୩୪ଜଣ, କନ୍ଧମାଳରୁ ୧୬ଜଣ, କେନ୍ଦ୍ରାପଡ଼ାରୁ ୫ଜଣ, କେନ୍ଦୁଝରରୁ ୮ଜଣ, ଖୋର୍ଦ୍ଧାରୁ ୯୬ଜଣ, କୋରାପୁଟରୁ ୯ଜଣ, ମୟୁରଭଞ୍ଜରୁ ୫୯ଜଣ, ନବରଙ୍ଗପୁରରୁ ୨୫ଜଣ, ନୟାଗଡ଼ରୁ ୧୩ଜଣ, ନୂଆପଡ଼ାରୁ ୧୫ଜଣ, ପୁରୀରୁ ୩ଜଣ, ରାୟଗଡ଼ାରୁ ୨୮ଜଣ, ସମ୍ବଲପୁରରୁ ୮୮ଜଣ, ସୋନପୁରରୁ ୧୨ଜଣ, ସୁନ୍ଦରଗଡ଼ରୁ ୧୫୭ଜଣ ଓ ରାଜ୍ୟ ପୁଲ୍ରୁ ୨୦ଜଣ ରହିଛନ୍ତି ।
7. Cuttack: 18
— I & PR Department, Odisha (@IPR_Odisha) August 7, 2022
8. Deogarh: 6
9. Gajapati: 6
10. Ganjam: 9
11. Jagatsinghpur: 4
12. Jajpur: 15
13. Jharsuguda: 12
14. Kalahandi: 34
15. Kandhamal: 16
16. Kendrapada: 5
17. Keonjhar: 8
18. Khurda: 96
19. Koraput: 9
20. Mayurbhanj: 59
21. Nawarangpur: 25
22. Nayagarh: 13
ସୂଚନା ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩,୧୮,୮୭୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୫,୮୫୧ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୩,୦୩,୮୨୩ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩,୨୭,୮୬,୪୩୩ ସାମ୍ପୁଲ ଟେଷ୍ଟ୍ ହୋଇଛି ।
