ନୂଆଦିଲ୍ଲୀ: ଭାରତକୁ ୨୦୧୨ରେ ଅଣ୍ଡର୍-୧୯ ବିଶ୍ୱକପ୍ ଜିତାଇଥିବା କ୍ୟାପଟେନ୍ ତଥା ଦିଲ୍ଲୀର ବ୍ୟାଟସମ୍ୟାନ ଉନ୍ମୁକ୍ତ ଚାନ୍ଦ ଭାରତରେ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଶୁକ୍ରବାର ସେ ତାଙ୍କର ଅଫିସିଆଲ ଟ୍ୱିଟର୍ ଆକାଉଣ୍ଟରେ ଏକ ପୋଷ୍ଟ... Read More
ଖେଳ
ଲର୍ଡସ୍ : ଐତିହାସିକ ଲର୍ଡସ୍ରେ ଭାରତ ଏବଂ ଇଲଣ୍ଡ ମଧ୍ୟରେ ଜାରି ରହିଥିବା ଦ୍ବିତୀୟ ଟେଷ୍ଟର ପ୍ରଥମ ଇଂନିସରେ ୩୬୪ ରନରେ ଅଲଆଉଟ ହୋଇଯାଇଛି ଭାରତ । ଲୋକେଶ ରାହୁଲଙ୍କ ଦମଦାର ଶତକ ବଳରେ... Read More
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ଭାରୋତ୍ତୋଳକ ମୀରାବାଈ ଚାନୁ ସୋସିଆଲ ମିଡିଆରେ ଏକ ସୁନ୍ଦର ଫଟୋ ଶେଆର୍ କରିଛନ୍ତି। ପାରମ୍ପରିକ ମଣିପୁରୀ ପୋଷାକରେ ମୀରା ବହୁତ ସୁନ୍ଦର ଲାଗୁଛନ୍ତି। ଫଟୋ... Read More
ନୂଆଦିଲ୍ଲୀ : ଭାରତୀୟ ଦୌଡ଼କୁଦ ମହାସ˚ଘ ପକ୍ଷରୁ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରାଯାଇଥିଲା ବେଳେ ଏକ ସାମ୍ବାଦିକ ସମ୍ମିଳନୀ ରଖାଯାଇଥିଲା। ଏହି ସମ୍ମିଳନୀରେ ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା... Read More
ନୂଆଦିଲ୍ଲୀ : ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳର କା˚ସ୍ୟ ପଦକ ହେଉଛି ଭାରତରେ ହକିର ପୁନର୍ଜନ୍ମ। ଦୁର୍ଭାଗ୍ୟବଶତଃ ଭାରତ ଫାଇନାଲ୍ରେ ପହଞ୍ଚିପାରିଲାନି। କିନ୍ତୁ ଦଳ ସବୁବେଳେ ଜିତିବା ପାଇଁ ଖେଳିଥାଏ। ବର୍ତ୍ତମାନ... Read More
ନୂଆଦିଲ୍ଲୀ : ଦଳ ଗଠନ ଏବ˚ ଭବିଷ୍ୟତ ଯୋଜନା ଉପରେ ଦଳୀୟ ପରିଚାଳନା, ଚୟନକର୍ତ୍ତା ଏବ˚ ବୋର୍ଡ ମଧ୍ୟରେ ଥିବା ସମନ୍ବୟ ଉପରେ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ପଦକ୍ଷେପ ଗ୍ରହଣ କରିଛି। ଏଭଳି... Read More
ମୁମ୍ବାଇ : ଫିଟ୍ ହେଲେ ଭାରତୀୟ ଖେଳାଳି ଶ୍ରେୟସ୍ ଆୟର। ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ) ଆୟରଙ୍କୁ ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ୍ ଖେଳିବା ପାଇଁ ଫିଟ୍ ଘୋଷଣା କରିଛି। ଏଥିସହ ଆୟର୍ ସେପ୍ଟେମ୍ବର ୧୯ ତାରିଖରୁ... Read More
ନୂଆଦିଲ୍ଲୀ : ଭାରତର ଷ୍ଟାର୍ ଜାଭେଲିନ୍ ଥ୍ରୋୟର୍ ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। ଏହି ସଫଳତା ନୀରଜଙ୍କୁ ବିଶ୍ୱ ରାଙ୍କିଙ୍ଗରେ ବିପୁଳ ଫାଇଦା ଦେଇଛି। ନୀରଜ ଏକାଥରକେ... Read More
ପ୍ୟାରିସ : ପ୍ୟାରିସ ସେଣ୍ଟ୍ ଜର୍ମାନ (ପିଏସ୍ଜି)ରେ ଯୋଗ ଦେଲେ ଗତ ସପ୍ତାହରେ ବାର୍ସିଲୋନା ଛାଡ଼ିଥିବା ୬ ଥରର ବାଲନ ଡି’ଓର୍ ବିଜେତା ଲିଓନେଲ ମେସି । ପିଏସ୍ଜିରୁ ଖେଳିବା ଲାଗି ଏହି ଆର୍ଜେଣ୍ଟିନା... Read More
ଲର୍ଡସ୍ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଐତିହାସିକ ଲର୍ଡସ୍ ଗ୍ରାଉଣ୍ଡରେ ଗୁରୁବାର ଠାରୁ ଦ୍ଵିତୀୟ ମ୍ୟାଚ୍ ଆରମ୍ଭ ହୋଇଛି । ବର୍ଷା କାରଣରୁ ଟସ୍ ପଡିବାରେ ବିଳମ୍ବ ହୋଇଥିଲା । ଟସ୍ ଜିତି... Read More
