ସିବିଟି ମାଧ୍ୟମରେ ପରୀକ୍ଷା ଦେବେ ୧ ଲକ୍ଷ ୨୦ ହଜାର ପରୀକ୍ଷାର୍ଥୀ ଭୁବନେଶ୍ବର : ଚଳିତ ୨୦୨୩-୨୪ ଶିକ୍ଷାବର୍ଷରେ ଡିପ୍ଲେମା ଇନ୍ ଏଲିମେଣ୍ଟାରି ଏଜୁକେସନ (ଡିଇଏଲ୍ଇଡି) ତଥା ସିଟି ପାଠ୍ୟକ୍ରମରେ ନାମଲେଖା ହେବ। ଦୁଇ... Read More
ଶିକ୍ଷା
ଭୁବନେଶ୍ୱର : ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଦେଉଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଛାତ୍ରଛାତ୍ରୀଙ୍କ ସଫଳତା ଓ ଉଜ୍ଜ୍ଵଳ ଭବିଷ୍ୟତ... Read More
ଦିନ ୧୦ଟାରୁ ଦିନ ୧ଟା ଯାଏ ହେବ ପରୀକ୍ଷା୯ଟାରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ ପରୀକ୍ଷାର୍ଥୀ ଭୁବନେଶ୍ୱର : ଆଜି ଠାରୁ ଯୁକ୍ତ୨ ପରୀକ୍ଷା । ୧୧୪୫ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ସାଢ଼େ... Read More
ଭୁବନେଶ୍ୱର : ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ଉଚ୍ଚଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା। ପରୀକ୍ଷା ସୁରୁଖୁରୁରେ ହେବା ନେଇ ଅନିଶ୍ଚିତତା ଦୂର ହୋଇଛି । କାରଣ ଆନ୍ଦୋଳନରତ କଲେଜ ଶିକ୍ଷକମାନେ... Read More
ନୂଆଦିଲ୍ଲୀ: ନିଟ୍ ପିଜି-୨୦୨୩ ପରୀକ୍ଷା ସ୍ଥଗିତ ଦାବିରେ କରାଯାଇଥିବା ଆବେଦନ ଉପରେ ଶୁଣାଣି କରି ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ମନା କଲେ ସୁପ୍ରିମକୋର୍ଟ। ଆବେଦନକାରୀମାନେ ମାର୍ଚ୍ଚ ୫ରେ ହେବାକୁ ଥିବା ନିଟ୍ ପିଜି ୨୦୨୩... Read More
କଟକ : ଏପ୍ରିଲ୍ରୁ ଆରମ୍ଭ ହେବ ନୂଆ ଶିକ୍ଷାବର୍ଷ । ହାଇସ୍କୁଲ ପାଠ୍ୟକ୍ରମରେ ଆସନ୍ତା ଏପ୍ରିଲରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇ ୨୦୨୪ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ। ୨୦୨୨-୨୩ ଶିକ୍ଷାବର୍ଷରେ ଯେଉଁ ପାଠ୍ୟକ୍ରମ ପ୍ରଚଳିତ... Read More
ଯୁକ୍ତ ୨ ପରୀକ୍ଷା ଲାଗି ସରିଛି ପ୍ରସ୍ତୁତିସଠିକ ଭାବେ ପରୀକ୍ଷା ପରିଚାଳନା ହେବ ମାଟ୍ରିକ ପରୀକ୍ଷାପ୍ରାଥମିକ ସ୍କୁଲଗୁଡ଼ିକରେ ପୂରଣ ହେବ ଶିକ୍ଷକ ପଦବି ଭୁବନେଶ୍ବର : ଏଣିକି ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲ... Read More
ଭୁବନେଶ୍ୱର : ଆଜିଠୁ ସିବିଏସଇର ଦଶମ ଓ ଦ୍ୱାଦଶ ପରୀକ୍ଷା । ଦେଶର ପାଖାପାଖି ୧୭ ଲକ୍ଷ ଛାତ୍ରଛାତ୍ରୀ ଦ୍ୱାଦଶ ଓ ୨୨ ଲକ୍ଷ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ପାଇଁ ନାମ ପଞ୍ଜିକରଣ କରିଛନ୍ତି... Read More
ନୂଆଦିଲ୍ଲୀ : ନିଟ୍-ପିଜି ପରୀକ୍ଷା ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ମାର୍ଚ୍ଚ ୫ରେ ହିଁ ଅନୁଷ୍ଠିତ ହେବ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ଶୁକ୍ରବାର ଏହା ସ୍ପଷ୍ଟ କରିଛନ୍ତି । ସ୍ନାତକୋତ୍ତର ଡାକ୍ତରୀ ପାଠ୍ୟକ୍ରମରେ ଆଡମିଶନ... Read More
ଭୁବନେଶ୍ବର : ଆସନ୍ତା ମେ’ ପ୍ରଥମ ଓ ଦ୍ବିତୀୟ ସପ୍ତାହରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଅନୁଷ୍ଠିତ ହେବ। ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବିଶ୍ବବିଦ୍ୟାଳୟ ଓ କଲେଜର ବି.ଫାର୍ମା, ଏମ୍ସିଏ,... Read More
