ଭୁବନେଶ୍ୱର : ରାଜ୍ୟ ସରକାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଆଉ ବର୍ଷେ ପର୍ଯ୍ୟନ୍ତ ମାଗଣାରେ ଚାଉଳ ଦେବେ । ଏହି ଯୋଜନାର ହିତାଧିକାରୀ ମାନଙ୍କୁ ମାସକୁ ୫ କିଲୋ ଲେଖାଏଁ ଚାଉଳ ଯୋଗାଇଦେବେ... Read More
ଖୋର୍ଦ୍ଧା
ଭୁବନେଶ୍ୱର : ବିଜୁ ଜନତା ଦଳର ନୂଆ ମିଡିଆ ଟିମ ମଙ୍ଗଳବାର ଦିନ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ଏ ସମ୍ପର୍କରେ ସୂଚନା ଦେଇ ବିଜେଡି ସାଂସଦ... Read More
ଭୁବନେଶ୍ୱର : ପରିବେଶସୁରକ୍ଷା, ବୃକ୍ଷରୋପଣ, ଜଙ୍ଗଲସୁରକ୍ଷା, ଜୀବଜନ୍ତୁ ଆଦିଙ୍କ ସୁରକ୍ଷା ପାଇଁକାର୍ଯ୍ୟକରୁଥିବାସାମାଜିକ ଅନୁଷ୍ଠାନ ପ୍ରେରଣାଗ୍ରୀନ ଆର୍ମି ପକ୍ଷରୁ ନୂଆବର୍ଷ ଉପଲକ୍ଷେ ସମଗ୍ର ରାଜ୍ୟରେ ଏକ ସ୍ୱତନ୍ତ୍ର ରାଜ୍ୟକ୍ରମ ‘ଫୁଲ ନୁହେଁ, ଗଛ ଉପହାର ପ୍ରଦାନ’,... Read More
ଭୁବନେଶ୍ୱର : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଅସୁସ୍ଥ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତି କରାଯାଇଛି । ଫକିର ମୋହନ ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ୍ ର ଡାକ୍ତରୀ ଟିମ୍... Read More
ଭୁବନେଶ୍ୱର : ବିଜେଡିରେ ଅନ୍ତଃକନ୍ଦଳ ଚାଲିଛି ବୋଲି ଜୋରଦାର ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ ବିଜେଡିର ବରିଷ୍ଠ ନେତା ତଥା କଟକ ସାଂସଦ ଭର୍ତୃହରି ମହତାବ ଗଣମାଧ୍ୟମରେ ଯେଉଁ ବୟାନ ରଖିଛନ୍ତି ତାହା... Read More
ଖୋର୍ଦ୍ଧା : ବିଦ୍ୟୁତ ଖୁଂଟରେ ଝୁଲୁଛି ଯୁବକଙ୍କ ମୃତଦେହ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରି ଗ୍ରାମରେ । ସେହି ଗ୍ରାମର ଯାତ୍ରା... Read More
ଭୁବନେଶ୍ୱର : ରାଜ୍ୟରେ କରୋନାର ନୁଆ ମାମଲା ଲଗାତର ଭାବରେ କମିଚାଲିଛି । କରୋନା ଟେଷ୍ଟ କରିବା ପ୍ରକ୍ରିୟା ମଧ୍ୟ ପ୍ରତିଦିନ ଜାରି ରହିଛି । ଗତ ୨୪ ଘଂଟାରେ ପୁରା ରାଜ୍ୟରେ ସମୁଦାୟ... Read More
ଯଦି ଅନ୍ୟ ରାଜ୍ୟରେ ବଢ଼େ, ଆମ ରାଜ୍ୟରେ ବି ବଢ଼ିବ ଭୁବନେଶ୍ୱର : କରୋନାକୁ ନେଇ ଆମକୁ ଆଗାମୀ ୩୦ ରୁ ୪୦ ଦିନ ଯାଏଁ ଆମକୁ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି... Read More
ଭୁବନେଶ୍ୱର : ୨୦୨୨ରେ ଏସଟିଏଫ ୭୫ଟି ମାମଲାରେ ମୋଟ୍ ୧୩୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏମାନଙ୍କ ଭିତରେ ଅନ୍ୟ ୮ ରାଜ୍ୟର ଅପରାଧୀ ମଧ୍ୟ ରହିଛନ୍ତି । ଏସଟିଏଫ ଆଇଜି ଜୟ... Read More
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – ବିଶିଷ୍ଟ ଓଡ଼ିଶୀ ସଙ୍ଗୀତ ନିର୍ଦ୍ଦେଶକ ସଙ୍ଗୀତ ସୁଧାକର... Read More
