ସୋର : ସୋର ପୌରପାଳିକା ଅନ୍ତର୍ଗତ କମରପୁର ଗ୍ରାମର ଜଣେ ଯୁବକ ନୟାଗଡ ଜିଲା ‘ତେଗଡ଼ ଥାନା ବାଦଭୂଇଁ ଗ୍ରାମର ଜଣେ ମହିଳାଙ୍କୁ ଅପହରଣ କରିଥିବା ସନ୍ଦେହରେ ‘ତେଗଡ଼ ପୁଲିସ ଯୁବକ ଜଣଙ୍କୁ ଉଠାଇ... Read More
ବାଲେଶ୍ୱର
ଖଇରା : ଓଡିଶା ରାଜ୍ୟ ମୁକ୍ତ ବିଶ୍ବ ବିଦ୍ୟାଳୟ,ସମ୍ବଲପୁର ର ଏକ ନୁତନ ଅଧ୍ୟୟନ କେନ୍ଦ୍ର ବାଲେଶ୍ବର ଜିଲା ଅଧୀନ ଖଇରା ମହାବିଦ୍ୟାଳୟରେ ଖୋଲିବା ପାଇଁ ଅନୁମତି ପତ୍ର ପ୍ରାପ୍ତ ହୋଇଛି I ଶିକ୍ଷାବର୍ଷ... Read More
ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡର ଥିବା କ୍ଷୁଦ୍ରଜଳସେଚନ ବିଭାଗର ମହାଦୁର୍ନିତୀ ସହ ସରକାରୀ ଅର୍ଥକୁ ବେଆଇନ ଭାବେ ବିନିଯୋଗ କରାଯାଇଥିବା ନେଇ ନୀଳଗିରି ର ପୂର୍ବତନ ବିଧାୟକ ଚିତରଂଜନ ଷଡ଼ଙ୍ଗୀ ଘଟଣାର... Read More
ନୀଳଗିରି : ନୀଳଗିରି ଗୁଣ୍ଡିଚା ମନ୍ଦିର ନିକଟରେ ବହୁବର୍ଷ ଧରି ଦୈନିକ ହାଟ ଚାଲି ଆସୁଥିବା ବେଳେ ପର୍ବପର୍ବାଣୀ ମାନଙ୍କରେ ମୁଖ୍ୟ ରାସ୍ତା ଜାମ ହୋଇ ପଡ଼ୁଥିଲା । ଫଳରେ ଯାନବାହନ ଯାତାୟତରେ ବହୁଅସୁବିଧା... Read More
ବାହାନଗା : ବାହାନଗା ବ୍ଲକ ପଥରପେଣ୍ଠ ପଞ୍ଚାୟତ ଶିବପୁରା ଗ୍ରାମର କୈଳାସ ଚନ୍ଦ୍ର ମହାନ୍ତି ଗତ ଶୁକ୍ରବାର ଦିନ ବିଲକାମକୁ ଯାଇ ସାପ କାମୁଡ଼ାରେ ମୃତ୍ୟୁବରଣ କରିଥିଲେ । ଉକ୍ତ ଖବର ପାଇ ନୀଳଗିରି... Read More
ବାହାନଗା : ଅନେକ ସମୟରେ ବହୁ ଯାଗାରେ ଚାଉଳ, ଗହମ, ଚୁଡ଼ା ଆଦି ନଷ୍ଟପରେ ସରକାରୀ ଅଫିସରୁ କାଢ଼ି ବାହାରେ ଫିଙ୍ଗିବା, ପୋଡ଼ିବା, ପୋତିବାଦେବା ଭଳି ଖବର ଖବର କାଗଜରେ ପ୍ରକାଶିତ ହେବା ଦେଖିବାକୁ... Read More
ରାଜଘାଟ : ଆଦର୍ଶ ଶିକ୍ଷକ ତଥା ବିଶିଷ୍ଟ ସମାଜସେବୀ ସ୍ବର୍ଗତ ନିତ୍ୟାନନ୍ଦ ଦାସଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ ଆଜି ହୃଦାନନ୍ଦ ସରକାରୀ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି l ଏହି ଉପଲକ୍ଷେ... Read More
ସୋର : ସୋର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ଚାଲିଥିବା ଏକ ବେଆଇନ କରତକଳ ଉପରେ ବନବିଭାଗ ଭିଜିଲାନ୍ସ ତର‘ରୁ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ସହ କାଠ ଜବତ କରିଥିବା ଜଣାପଡିଛି... Read More
ସୋର : ଆଜି ଅପରାହ୍ଣରେ ସୋର ଅଞ୍ଚଳର ଜଣେ ଚାଷୀ ବିଲରେ କାମ କରୁଥିବା ବେଳେ ବଜ୍ରପାତ ହେବା ‘ଳରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି । ସୋର ବ୍ଲକ ନଦୀଗାଁ ପଞ୍ଚାୟତ କାନପୁର... Read More
ସୋର : ସୋର ଅବକାରୀ ବିଭାଗ ତର‘ରୁ ଆଜି ସକାଳେ ବାଘଆମ୍ପୁଡା ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଭାବେ ଚାଲିଥିବା ମଦରନ୍ଧା ଭାଟି ଉପରେ ଚଢ଼ାଉ କରି ବିପୁଳ ପରିମାଣର ଗୁଡ଼ପୋଚ ନଷ୍ଟ କରିବା... Read More
