ବାଲେଶ୍ୱର

ଜଳେଶ୍ୱର : ସଦ୍ୟ ପ୍ରକାଶିତ ଓପିଏସି (ଓଏସ୍‌) ପରୀକ୍ଷାରେ ଜଳେଶ୍ୱର ବ୍ଳକର ୪ଜଣଙ୍କୁ ସଫଳତା ମିଳିଥିବା ଜଣାଯାଇଛି । ଏଥିରେ ଚମରାଗାଁ ପଂଚାୟତର ଚାଫଲା ଗାଁର ଜନ୍ମେଜୟ ବେହେରାଙ୍କ ପୁଅ ବ୍ରହ୍ମାନନ୍ଦ ବେହେରା ରେଙ୍କ... Read More
ଜଳେଶ୍ୱର : ଜଳେଶ୍ୱର ବ୍ଳକ ଅନ୍ତର୍ଗତ ରାଇବଣିଆ ଥାନାର ମୁଣୁତୁଣୀ ଗାଁର ଅଜୟ କୁମାର ଘୋଷ ଜଣେ ଚିତ୍ରଶିଳ୍ପୀଭାବେ ପରିଚିତ । ଆଜି ପବିତ୍ର ଗଜଲକ୍ଷ୍ମୀପୂଜା ଅବସରରେ ଏକ କଦଳୀପତ୍ରରେ ଲକ୍ଷ୍ମୀଙ୍କର ପ୍ରତିଛବି ନିଖୁଣଭାବେ... Read More
ଜଳେଶ୍ୱର : ଜଳେଶ୍ୱର ମ୍ୟୁନିସିପାଲଟିର ୨ନଂ ୱାର୍ଡରେ ଜ୍ୟୋସ୍ନା ସିଂ ନାମକ ମହିଳା ୩ବର୍ଷ ଧରି ଯକ୍ଷ୍ମାରୋଗରେ ପିଡିତ ଥିବା ବେଳେ ତାର ସ୍ୱାମୀ ଅରୁଣ ସିଂ ତାଙ୍କୁ ଛାଡି ଅନ୍ୟତ୍ର ବାସ କରୁଛନ୍ତି... Read More
ସୋର : ଶନିବାର ସନ୍ଧ୍ୟାରେ ସୋର ବ୍ଲକ ଶିଙ୍ଗାଖୁଣ୍ଟା ପଞ୍ଚାୟତ ବୃନ୍ଦାଦେଇପୁର ଗ୍ରାମର କଳାକାର ନାରାୟଣ ନାୟକ (୭୫) ପାଣି ସୁଅରେ ଭାସି ଯାଇ ମୃତ୍ୟୁବରଣ କରିଛନ୍ତି । ନିକଟସ୍ଥ କୁମ୍ଭୀ ବଜାରକୁ ସଉଦା... Read More
ସୋର : ସୋର ବ୍ଲକ ନଟାପଡ଼ା ପଞ୍ଚାୟତରେ ଏକ ପାନୀୟ ଜଳ ପ୍ରକଳ୍ପ ସହ ଏକ ପାଠାଗାର ଲୋକାର୍ପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସୋର ବିଧାୟକ ପର୍ଶୁରାମ ଧଡ଼ା ଯୋଗଦେଇ ଏହାକୁ... Read More
ସୋର : ସୋର କୃଷ୍ଣଚନ୍ଦ୍ର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବିଦ୍ୟାଳୟ ପକ୍ଷରୁ ଉତ୍କଳବନ୍ଧୁ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉପଲକ୍ଷେ ସେବା ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ଅରମ୍ଭରେ ଗୋପବନ୍ଧୁଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ... Read More
ବାଲେଶ୍ୱର : ଅଦ୍ୟ ଅପରାହ୍ନ ୪ଘଟିକା ସମୟରେ ପୁରାତନ ଛାତ୍ରସଂସଦର କାର୍ଯ୍ୟାଳୟରେ ସଭାପତି ଡ. ପ୍ରଭାତ ଚନ୍ଦ୍ର ଚୌଧୁରୀଙ୍କ ସଭାପତିତ୍ୱରେ ‘ଆଧ୍ୟାମିôକ ଶାନ୍ତି ଓ ସୁଖ’ ଶୀର୍ଷକ ଏକ ଆଧ୍ୟାମିôକ ଆଲୋଚନା ଚକ୍ର ଅନୁଷ୍ଠିତ... Read More
ବାଲେଶ୍ୱର : ବାଲେଶ୍ୱରରେ ଏକ ଜନକଲ୍ୟାଣକାରୀ ସଂସ୍ଥାଭାବେ ବିଗତ ୧୫ବର୍ଷ ଧରି ସମାଜସେବା କରିଆସୁଥିବା ‘ସହାୟକ’ ସଂଗଠନର କାର୍ଯ୍ୟକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଲୁ ମହାପାତ୍ର ଉଚ୍ଚ ପ୍ରଶଂସା କରିଥିଲେ । ‘ସହାୟକ’ର ଷୋଡ଼ଶ... Read More
ବାଲିଆପାଳ : ବାଲିଆପାଳ ବ୍ଲକ ଅନ୍ତର୍ଗତ ଚଉମୁଖ ବେଳାଭୂମି କଙ୍କଡ଼ାପାଳ ୟୁ.ଜି.ୟୁ.ପି. ସ୍କୁଲ ବାତ୍ୟା ଆଶ୍ରୟସ୍ଥଳୀ ପରିସରରେ ଶନିବାର ଶବ୍ଦକୁଞ୍ଜ ପରିବାର ପକ୍ଷରୁ ଶାରଦୀୟ ବନ୍ଧୁମିଳନ ଓ ଦ୍ଵିତୀୟ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି ।... Read More
ବାଲେଶ୍ୱର : ମେଡିକାଲ କଲେଜ୍ କ୍ରିୟାନୁଷ୍ଠାନ କମିଟିର ଏକ ବିଶେଷ ଅଧିବେଶନରେ ଜିଲ୍ଲାର ସ୍ୱାସ୍ଥ୍ୟସେବା ସଂପର୍କୀତ ସମସ୍ୟାଗୁଡ଼ିକର ସମାଧାନ ଦାବିରେ ଚନ୍ଦନେଶ୍ୱରରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଏକ ପଦଯାତ୍ରା ପାଇଁ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର... Read More

Categories