ବଲାଙ୍ଗୀର

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର କାର୍ଯ୍ୟକାରୀ କମିଟି ବୈଠକ ଗାନ୍ଧୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିଲା । ମଂଚର ସଭାପତି ପ୍ରଭାକର ମିଶ୍ର ସଭାପତିତ୍ୱ କରିଥିଲେ । ମନୋରଂଜନ ମିଶ୍ର... Read More
ପାଟଣାଗଡ଼ : ବଲାଙ୍ଗିର ଜିଲାରେ ପୁଣି ମାଓ ପୋଷ୍ଟର ଦେଖିବାକୁ ମିଳିଛି । କିଛିଦିନ ନୀରବତା ପରେ ଆଜି ଭୋର ସକାଳୁ ଖପ୍ରାଖୋଲ ବ୍ଲକର ଘୁନସର ସାପ୍ତାହିକ ବଜାର ପ୍ରାଙ୍ଗଣରେ କିଛି ମାଓ ପୋଷ୍ଟର... Read More
ପାଟଣାଗଡ : ନୂତନ ପେନସନ ଯୋଜନାକୁ ପ୍ରତ୍ୟାହାର କରି ପୁରୁଣା ପେନସନ ଲାଗୁ କରିବା ଦାବୀରେ ପାଟଣାଗଡ ଉପଖଣ୍ଡସ୍ତରୀୟ ନୂତନ ପେନସନଭୁକ୍ତ ଶିକ୍ଷକମାନଙ୍କ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ସ୍ଥାନୀୟ... Read More
ପାଟଣାଗଡ : ପାଟଣାଗଡର ପ୍ରସିଦ୍ଧ ଶକ୍ତି ପୀଠ ତଥା ପାଟଣାଗଡର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଣେଶ୍ୱରୀ ଦେବୀ, ମା ସମଲେଶ୍ୱରୀ ମନ୍ଦିରରେ ମାଙ୍କ ପ୍ରତିଷ୍ଠିତ ପାଟଖଣ୍ଡ ଧୁଆ ହେବା ସହ ଷୋହଳ ପୂଜା ଅନୁଷ୍ଠିତ... Read More
ବଲାଙ୍ଗିର : ବର୍ତ୍ତମାନ ସମାଜରେ ଦେଖିବାକୁ ମିଳୁଛି ଯେ ଅନେକ ବ୍ୟକ୍ତି ବିଶେଷ ବିଭିନ୍ନ ପ୍ରକାର ଦାନ ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରୁଛନ୍ତି । ଯାହାକି ସମାଜ ପାଇଁ ଏକ ଶୁଭ ସଂକେତ... Read More
ବଲାଙ୍ଗିର : ୧୮୯ ବାଟାଲିୟନ ସିଆରପିଏଫ୍ କମାଣ୍ଡାଂଟ ପୱନ କୁମାର ତିୱାରୀଙ୍କ ନେତୃତ୍ୱରେ ସ୍ଥାନୀୟ ଶାନ୍ତିପଡା ସିଆରପିଏଫ୍ ମୁଖ୍ୟାଳୟଠାରେ ଏକ ବିଶାଳ ବିଶ୍ୱକର୍ମା ପୂଜା ଆୟୋଜିତ ହୋଇଯାଇଛି । ବ୍ରହ୍ମାଣ୍ଡର ସୃଷ୍ଟିକର୍ତା ଭଗବାନ ବିଶ୍ୱକର୍ମାଙ୍କ... Read More
ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ଖୋଲାନ ନିକଟବର୍ତି ଡୁଙ୍ଗୁରିଗୁଡା ଗ୍ରାମରେ ମାଟି ଅତଡ଼ା ଧସି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଆଜି ଅପରାହ୍ନରେ ବନ୍ଧ କାଟି ଚାଷ ଜମିକୁ... Read More
ବଲାଙ୍ଗିର : ଆଜି ଓଡିଶା ର ପଶ୍ଚିମ ଅଞ୍ଚଳରେ ପୁଅ ମାନଙ୍କର ଦୀର୍ଘ ଜୀବନ ଓ ଜିବନରେ ସଫଳତା କାମନା କରି ମା ମାନେ ଦିନ ତମାମ ନିର୍ଜଳା ଉପବାସ ରହି ବ୍ରତ କରିଥାନ୍ତି... Read More
ସଇଁନ୍ତଲା : ବଲାଙ୍ଗିର ଜିଲା ସଇଁନ୍ତଲା ବ୍ଲକ ଟିକ୍ରାପଡ଼ା ଫାଣ୍ଡି ଅଧିନସ୍ଥ ଝିମନପାଲି ଗାଁରେ ଜଣେ ମାନସିକ ଭାରସାମ୍ୟ ହରାଇଥିବା ବ୍ୟକ୍ତି ଗାଧୋଇବାକୁ ଯାଇ ପାଣିରେ ବୁଡି ତାର ମୃତ ହୋଇଥିବା ଜଣାପଡିଛି। ସୂଚନା... Read More
କଣ୍ଟାବାଞ୍ଜି : ଦାଦନ ଶ୍ରମିକ ଚାଲାଣ ସନ୍ଦେହରେ କଣ୍ଟାବାଞ୍ଜି ସହରର ବିଭିନ୍ନ ଲଜରେ ଚଢ଼ାଉ କରିଛି ପୋଲିସ । ଏକ ଲଜରୁ ୮୦ ଲକ୍ଷ ଟଙ୍କା ଜବତ ହୋଇଛି । ଘଟଣାରେ ରାଜ୍ୟ ବାହାରର... Read More

Categories