ଅପରାଧ

ଭୁବନେଶ୍ୱର : ନୟାଗଡ଼ ଜିଲାର ଫତେପୁରରୁ କୋଟିଏ ଅଧିକ ଟଙ୍କାରୁ ଅଧିକ ମୂଲ୍ୟର ବ୍ରାଉନସୁଗାର ଜବତ । ଏହି ଘଟଣାରେ କ୍ରାଇମବ୍ରାଞ୍ଚ ‌ଏସଟିଏଫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜୋରଦାର ତଦନ୍ତ କରାଯାଉଛି ।... Read More
ବୌଦ୍ଧ : ବୌଦ୍ଧ ବାଉଁଶୁଣି ପୋଲିସ ପକ୍ଷରୁ ଅଇଁଲାପାଲି ଗାଁରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ । ଘଟଣାରେ ୬ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ୫ଜଣ ବୌଦ୍ଧ... Read More
ଶ୍ରୀନଗର : ବାଲାକୋଟ ସେକ୍ଟରରେ ସୁରକ୍ଷାକର୍ମୀଙ୍କୁ ସଫଳତା । ସେନା ଗୁଳିରେ ୨ ଆତଙ୍କୀ ନିପାତ । ଗତ ଶନିବାର ବିଳମ୍ବିତ ରାତିରେ ପୁଞ୍ଛ ଜିଲାରେ ବାଲାକୋଟ ସେକ୍ଟରରେ ଗୁଳିବିନିମୟ ପରେ ୨ ଆତଙ୍କୀ... Read More
କାସରଗୋଡ : ଅନଲାଇନରୁ ବିରିୟାନି ଅର୍ଡର କରି ଖାଇବା ପରେ ଜଣେ ୨୦ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ହୋଇଛି । ପୋଲିସ ସୂଚନା ଅନୁସାରେ ପେରୁମ୍ବାଲା ନିବାସୀ ଅଞ୍ଜୁ ଶ୍ରୀପାର୍ବତୀ ଡିସେମ୍ବର ୩୧ରେ କାସାରଗୋଡର... Read More
ନୂଆଦିଲ୍ଲୀ : ଏୟାର ଇଣ୍ଡିଆ ବିମାନରେ ଜଣେ ବୟସ୍କା ମହିଳାଙ୍କ ଉପରେ ପରିସ୍ରା କରିବା ଘଟଣା । ଅଭିଯୁକ୍ତ ଶଙ୍କର ମିଶ୍ରଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ । ମୁମ୍ବାଇ ନିବାସୀ ଶଙ୍କର ମିଶ୍ରଙ୍କୁ... Read More
ଭୁବନେଶ୍ୱର : ରାଜଧାନୀରେ ମହିଳା ଏସଆଇ ଶୁଭଶ୍ରୀ ନାୟକଙ୍କୁ ଆକ୍ରମଣ ଉଦ୍ୟମ ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସହିଦନଗର ଥାନା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ସମସ୍ତ ଆନନ୍ଦ... Read More
ନୂଆଦିଲ୍ଲୀ: ଦିଲ୍ଲୀ ହିଟ୍ ଆଣ୍ଡ୍ ରନ୍ ମାମଲାରେ ଦିଲ୍ଲୀ ପୋଲିସର ଆଉ ଏକ ନୂଆ ଖୁଲାସା । ଦିଲ୍ଲୀ ପୋଲିସର ସ୍ପେଶାଲ କମିଶନର ସାଗରପ୍ରୀତ ହୁଡାଙ୍କ ସୂଚନା ଅନୁଯାୟୀ ଏହି ଘଟଣାରେ ୫ ନୁହେଁ... Read More
ସିମୁଳିଆ : ୧୬ନଂ ଜାତୀୟ ରାଜପଥରେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ବୀରେନ୍ଦ୍ର କୁମାର ଶତପଥି ନାମ ଜଣେ ଶିକ୍ଷକଙ୍କ ନିକଟରୁ ଲୁଟ ହେବା ସମ୍ପର୍କରେ ସିମୁଳିଆ ଥାନାରେ ଅଭିଯୋଗ ହୋଇଛି । ତାଙ୍କ... Read More
ଲକ୍ଷ୍ନୌ : ଉତ୍ତର ପ୍ରଦେଶର ବାନ୍ଦାରେ ଦିଲ୍ଲୀର କଂଝାୱାଲା ପରି ଏକ ଘଟଣା ସାମ୍ନାକୁ ଆସିଛି । ଏକ ଗୋଡ଼ି ବୋଝେଇ ଟ୍ରକ ସ୍କୁଟିରେ ଯାଉଥିବା ଜଣେ ମହିଳାଙ୍କୁ ଧକ୍କା ଦେବା ପରେ ପ୍ରାୟ... Read More
ବଲାଙ୍ଗିର : ବଲାଙ୍ଗିର ସଦର ଥାନା ଅଇଁଲା ଚୁଆଁର ଏକ ଫାର୍ମହାଉସରେ ଜଗୁଆଳିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ସ୍ଥାନୀୟ ଅଞ୍ଚଳର ରାତୁ ଭୁଏ ବୋଲି ଜଣାପଡ଼ିଛି । ସୂଚନା... Read More

Categories