ଅପରାଧ

ଜଗତସିଂହପୁର : ଜଗତସିଂହପୁର ଜିଲା ସଦର ଥାନା ରଣହତା ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ । ଉଭୟ ପକ୍ଷରୁ ୮ ଜଣ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି... Read More
ଓ୍ବାଶିଂଟନ : ଆମେରିକାରେ ପୁଣିଥରେ ଫୁଟିଲା ଗୁଳି । ଟେନେସୀ ନାସଭିଲେର ଏକ ପ୍ରାଇଭେଟ୍ ସ୍କୁଲ ଭିତରେ ପଶି ହଠାତ୍ ଆତତାୟୀଙ୍କ ପକ୍ଷରୁ ଆଖିବୁଜା ଗୁଳି ମାଡ଼ । ଘଏହି ଗୁଳିକାଣ୍ଡରେ ୭ ଜଣଙ୍କ... Read More
କୋରାପୁଟ : କୋରାପୁଟ ଜିଲାରେ ପୁଣି ଥରେ ବିପୁଳ ପରିମାଣର ଗଞ୍ଜେଇ ଜବତ । ମାଛକୁଣ୍ଡ ପୋଲିସ ଦ୍ୱାରା ୭୬୨ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଖିଲପୁଟ ଗାଁର ଜଣଙ୍କ ଘରୁ ୩୩ଟି ବସ୍ତାରୁ... Read More
ଭୁବନେଶ୍ୱର : ଘର ବିକିବା ନାଁରେ ଠକେଇ ଅଭିଯୋଗ । ବନ୍ଧା ହେଲେ ଓଡ଼ିଆ ଫିଲ୍ମ ପ୍ରଯୋଜକ ଅଜିତାଭ ମଲ୍ଲିକ । ଭୁବନେଶ୍ୱର କୋଳଥିଆ ଅଞ୍ଚଳରେ ଡୁପ୍ଲେକ୍ସ ବିକିବା କହି ସେ ରେଭେନ୍ସା ବିଶ୍ଵବିଦ୍ୟାଳୟର... Read More
ବଲାଙ୍ଗିର : ବଲାଙ୍ଗିର ଜିଲା ଡାକ ବିଭାଗରେ ନକଲି ସାର୍ଟିଫିକେଟ ଦେଇ ଚାକିରୀ କରିବା ଘଟଣାରେ ଟାଉନ ଥାନା ପୁଲିସ ୧୯ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ସାର୍ଟିଫିକେଟ୍ ଯୋଗାଉଥିବା ମାଷ୍ଟର... Read More
ବ୍ରହ୍ମପୁର : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କେ. ନୂଆଗାଁ ସହଦେବ ଟିକରପଡାରେ ଗୋଷ୍ଠୀ ସଂଘର୍ଷ ଘଟି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ତୋଫାନ ଗୈ।ଡ । ତିନିଜଣ ଗୁରୁତର ଆହତ... Read More
ନୂଆଦିଲ୍ଲୀ: ବଡ଼ ଧରଣର ସୋସିଆଲ ମିଡିଆ ଡାଟା ଲିକର ପର୍ଦ୍ଦାଫାସ୍ । ଏହି ମାମଲାରେ ୭ ଜଣ ଗିରଫ । ତେଲେଙ୍ଗାନା ସାଇବରବାଦ ପୋଲିସର ସୂଚନାନୁସାରେ ପ୍ରାୟ ୧୬.୮ କୋଟି ଲୋକଙ୍କ ବ୍ୟକ୍ତିଗତ ଡାଟା... Read More
ଭୁବନେଶ୍ବର : ଭୁବନେଶ୍ୱର ଓ କଟକରେ ମାତିଥିବା ତାମିଲନାଡ଼ୁର ଏକ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି କମିସନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ୍। ଡିସିପି ପ୍ରତୀକ ସିଂ ଏହି ସୂଚନା ଦେଇଛନ୍ତି। ଏହି ଆନ୍ତଃରାଜ୍ୟ... Read More
ନୀଳଗିରି : ରାଜ୍ୟରେ ଅସୁରକ୍ଷିତ ହୋଇପଡ଼ିଛନ୍ତି ଗଜରାଜ । ଦୈନିକ କେଉଁଠୁ ନା କେଉଁଠୁ ହାତୀ ମୃତ୍ୟୁ ନେଇ ଖବର ସାମ୍ନାକୁ ଆସୁଛି । କେତେବେଳେ ଅସୁସ୍ଥତା କାରଣରୁ ତ କେତେବେଳେ ଶିକାରୀଙ୍କ ଦ୍ୱାରା... Read More
ବାଲେଶ୍ୱର : ବାଲେଶ୍ୱର ସହରର ଏକ ଗେଷ୍ଟ ହାଉସ୍‌ରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ୍ୟୁର କାରଣ ଅସ୍ପଷ୍ଟ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ôଚ ମୃତଦେହ ଉଦ୍ଧାର କରି ଜିଲା... Read More

Categories