ଅପରାଧ

ବରଗଡ଼ : ବରଗଡ଼ ଜିଲା ଭଟଲି ଝିକିଝିକି ଗାଁରେ ଘଟିଛି ଅଭାବନୀୟ ଘଟଣା । ଜମିବାଡି ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାରର ୪ଜଣଙ୍କୁ ହତ୍ୟା କରାଯାଇଛି । ଭଟଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି... Read More
ରାଞ୍ଚି: ବ୍ୟାନ୍ ହୋଇଥିବା ଚରମପନ୍ଥୀ ସଂଗଠନ ପିପୁଲ୍ସ ଲିବରେସନ ଫ୍ରଣ୍ଟ ଅଫ୍ ଇଣ୍ଡିଆ(ପିଏଲ୍‌ଏଫ୍‌ଆଇ) ମୁଖିଆ ଦିନେଶ ଗୋପକୁ ଧରିଲା ଝାଡ଼ଖଣ୍ଡ ପୁଲିସ। ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ସହ ମିଶି ମିଳିତ ଅପରେସନ୍ କରି ଦିନେଶ... Read More
ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରରେ ଏନଆଇଏ ଆତଙ୍କୀ ଷଡ଼ଯନ୍ତ୍ର ମାମଲାରେ ଜୈଶ-ଏ-ମହମ୍ମଦର ଜଣେ ଆତଙ୍କବାଦୀକୁ ଗିରଫ କରିଛି। ଯାହାର ପରିଚୟ କୁପଓ୍ବାଡ଼ା ଜିଲ୍ଲାର ମହମ୍ମଦ ଉବେଦ ମଲିକ ଭାବରେ ଜଣାପଡ଼ିଛି। ତା ନିକଟରୁ ମିଳିଥିବା ଦସ୍ତାବିଜ୍‌ରୁ... Read More
ସୁବର୍ଣ୍ଣପୁର : ଭିଜିଲାନ୍ସ ହାତରେ ଧରାପଡିଲେ ପ୍ରାଣୀ ଚିକିତ୍ସାଳୟର କିରାଣୀ । ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି ସୁବର୍ଣ୍ଣପୁର ଜିଲାବୀରମହାରାଜପୁର ମୁଖ୍ୟ ପ୍ରାଣୀ ଚିକିତ୍ସାଳୟର କିରାଣୀ ଗୋଲକ ବିହାରୀ ପୋଢ।... Read More
ଭୁବନେଶ୍ବର: ବହଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ଜାମିନ୍ ବିହୀନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ଜାରି ହୋଇଛି। ଶ୍ରଦ୍ଧାଞ୍ଜଳି ବେହେରା ସିବିଆଇ କୋର୍ଟରେ ପିଟସନ ଦାଖଲ କରିଥିଲେ... Read More
ଭୁବନେଶ୍ବର : ସାଇବର ଅପରାଧ ନିୟନ୍ତ୍ରଣ ଉଦ୍ୟମ ସ୍ୱରୂପ ଫେକ ସିମ୍‌ ରୋକିବା ପାଇଁ ଗାଇଡଲାଇନ ଜାରି କରିଛି ଓଡ଼ିଶା ପୋଲିସ କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଏଡିଜିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ପରେ ସିମ୍... Read More
ଭୁବନେଶ୍ବର : ଓଡ଼ିଶା ସିମକାର୍ଡର ପାକିସ୍ତାନ ଲିଙ୍କ୍ ନେଇ ସ୍ପେଶାଲ ଟାସ୍କ ଫୋର୍ସ -ଏସଟିଏଫକୁ ସଙ୍ଗୀନ ତଥ୍ୟ ମିଳିଛି । ଏ ନେଇ ତଦନ୍ତ ତ୍ୱରାନ୍ୱିତ କରିଛି ଏସଟିଏଫ । ଏହି ମାମଲାରେ ମାଷ୍ଟରମାଇଣ୍ଡ... Read More
କୋରାପୁଟ : କୋରାପୁଟ ଜିଲା ପାଡୁଆ ବଡ଼ ଦେବତା ମନ୍ଦିର ନିକଟ ଛକରୁ ଏକ ଗାଡ଼ିରୁ ପୋଲିସ ୧୫୧ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା... Read More
ସୁବର୍ଣ୍ଣପୁର : ନଛିପୁରା ଓ ସୋନପୁର ମୁଖ୍ୟ ରାସ୍ତାରୁ ୨ ଟି ଜୀବନ୍ତ ବଜ୍ରକାପ୍ତ ଉଦ୍ଧାର କରଯାଇଛି । ବଜ୍ରକାପ୍ତା ଚୋରାଚାଲାଣ ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ଏସଟିଏଫ୍ । ଗିରଫ ୨... Read More
କୋରାପୁଟ : ଅଙ୍ଗନବାଡି କର୍ମୀଙ୍କୁ ନିଯୁକ୍ତି ରିଲିଜ ଅର୍ଡର ଦେବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କୋରାପୁଟ ଜିଲ୍ଲା ନାରାୟଣପାଟଣା ବନ୍ଧୁଗାଁ ସିଡିପିଓ ନମିତା ରାଣୀ... Read More

Categories