ଅପରାଧ କେନ୍ଦୁଝର ସାନ ଭଉଣୀକୁ ହତ୍ୟା ପରେ ବଡ଼ ଭଉଣୀର ଆତ୍ମହତ୍ୟା August 8, 2021 Bloody knife and bloodstains marked with evidence markers behind do not cross tape at crime scene କେନ୍ଦୁଝର: କେନ୍ଦୁଝର ଜିଲା ନୟାକୋଟ ଥାନା ଅନ୍ତର୍ଗତ ଫୁଲଝରି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସାନ ଭଉଣୀକୁ ଟାଙ୍ଗିଆରେ ହାଣିବା ପରେ ବଡ଼ ଭଉଣୀ ନିଜେ ଆତ୍ମହତ୍ୟା କରିଛି। ଘରୋଇ କଳିରୁ ଦୁଇ ଭଉଣୀଙ୍କ ମଧ୍ୟରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। Post Views: 638 Spread the love Tags: Crime Kendujhar Murder Continue Reading Previous: ମା’ ତାରାତାରିଣୀଙ୍କ ପୀଠରେ ଚିତାଲାଗି ଉତ୍ସବ ପାଳିତNext: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ କଟ୍ଟରପନ୍ଥୀଙ୍କ ଆକ୍ରମଣ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ବାଲେଶ୍ୱର : ଯୁବକଙ୍କ ଉପରକୁ ୨ ରାଉଣ୍ଡ ଗୁଳି ମାଡ଼, ଡାକ୍ତରଖାନାରେ ଭର୍ତ୍ତି ଅପରାଧ ବାଲେଶ୍ୱର ବାଲେଶ୍ୱର : ଯୁବକଙ୍କ ଉପରକୁ ୨ ରାଉଣ୍ଡ ଗୁଳି ମାଡ଼, ଡାକ୍ତରଖାନାରେ ଭର୍ତ୍ତି August 7, 2024 ବାଲେଶ୍ୱର : ଫୁଟିଲା ଦୁଇ ରାଉଣ୍ଡ ଗୁଳି, ଜଣେ ଗୁରୁତର ଅପରାଧ ବାଲେଶ୍ୱର ବାଲେଶ୍ୱର : ଫୁଟିଲା ଦୁଇ ରାଉଣ୍ଡ ଗୁଳି, ଜଣେ ଗୁରୁତର June 4, 2024 ଆତଙ୍କବାଦୀ ସଂଗଠନ ଆଇଏସର ଭାରତ ମୁଖ୍ୟ ଓ ଜଣେ ସହଯୋଗୀ ଗିରଫ ଅପରାଧ ଦେଶ-ବିଦେଶ ଆତଙ୍କବାଦୀ ସଂଗଠନ ଆଇଏସର ଭାରତ ମୁଖ୍ୟ ଓ ଜଣେ ସହଯୋଗୀ ଗିରଫ March 21, 2024 ଆଜି ୨୪ ଘଣ୍ଟିଆ କେନ୍ଦୁଝର ବନ୍ଦ, ଶୁଆକାଠିରୁ ଗୁହାଳଡିହି ରେଳ ପ୍ରକଳ୍ପକୁ ବିରୋଧ କେନ୍ଦୁଝର ଆଜି ୨୪ ଘଣ୍ଟିଆ କେନ୍ଦୁଝର ବନ୍ଦ, ଶୁଆକାଠିରୁ ଗୁହାଳଡିହି ରେଳ ପ୍ରକଳ୍ପକୁ ବିରୋଧ March 18, 2024 ବାଲେଶ୍ୱର : ଜୁଆ ଆଡ୍ଡାରେ ଚଢାଉ ବେଳେ ମହିଳା ଥାନା ଅଧିକାରିଣୀ ଓ ଡ୍ରାଇଭରଙ୍କୁ ଆକ୍ରମଣ, ୨୦ ଅଟକ ଅପରାଧ ବାଲେଶ୍ୱର ବାଲେଶ୍ୱର : ଜୁଆ ଆଡ୍ଡାରେ ଚଢାଉ ବେଳେ ମହିଳା ଥାନା ଅଧିକାରିଣୀ ଓ ଡ୍ରାଇଭରଙ୍କୁ ଆକ୍ରମଣ, ୨୦ ଅଟକ February 19, 2024 ବାଲେଶ୍ୱର : ଆସାମୀ ମାଡ଼ରେ ଦୁଇ କନେଷ୍ଟବଳ ଗୁରୁତର ଅପରାଧ ବାଲେଶ୍ୱର ବାଲେଶ୍ୱର : ଆସାମୀ ମାଡ଼ରେ ଦୁଇ କନେଷ୍ଟବଳ ଗୁରୁତର January 27, 2024