ଭୁବନେଶ୍ୱର : ଭଦ୍ରକକୁ ଆଉ ଏକ ମେମୁ ଟ୍ରେନ ଚାଲିବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କ ଏ ସମ୍ପର୍କିତ ଦାବି ପରେ ଶ୍ରୀ ବୈଷ୍ଣବ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଏ ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଅନୁମତି ନେବା ପରେ ଖିୁବ ଶୀଘ୍ରଏହା ଚାଲିବ ।
Post Views: 32,737