ବଜାର ଉପରେ ଛିଣ୍ଡିଲା ଦୁର୍ବଳ ୧୧ କେଭି ବିଦ୍ୟୁତ୍ ତାର, ଅଳ୍ପକେ ବର୍ତିଲେ ଲୋକେ
ଗୋପ : ଗୋପ ବଜାର ଉପରେ ଯାଇଥିବା ୧୧ କେବି ବିଦ୍ୟୁତ ଲାଇନ ହଠାତ୍ ମଝି ରାସ୍ତା ଉପରେ ଛିଣ୍ଡି ଯିବାରୁ ଅଳ୍ପକେ ବର୍ତିଲେ ଲୋକେ କ୍ଷ ଦିନ ୩ଟି ସମୟରେ ତାର ଚିଡ଼ିଥିବାରୁ ସ୍ୱଭାଗ୍ୟ ବଶତଃ କାହାର କୌଣସି କ୍ଷତି ହୋଇନାହିଁ ଘଟଣକ୍ଷସ୍ଥଳ ରେ ଗୋପ ସୁରକ୍ଷା ମଞ୍ଚ ର ସଭାପତି ସଚ୍ଚିଦାନନ୍ଦ ଗୋଛାୟତ ଉପସ୍ଥିତ ଥିବାରୁ ବିଭାଗୀୟ ଅଧିକାରୀଙ୍କୁ ଫୋନ କରିଥିଲେ ତାପରେ କରେଣ୍ଟ କଟାଯାଇଥିଲା ରାମ ରହିମ ଗାଡି ସଙ୍ଘଠନ ର କର୍ମକର୍ତା ଓ କିଛି ବ୍ୟସାୟୀ ଙ୍କ ସହାୟତାରେ ଛକର ଉଭୟ ପାର୍ଶ୍ୱ କୁ ଅବରୋଧ କରାଯାଇଥିଲା ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ରାସ୍ତାରେ ଯାତାୟାତ ବନ୍ଦ ରହିଥିଲା କ୍ଷ ଆଜିର ଘଟଣା ଟି ଘଟିବା ପୂର୍ବରୁ ଅନେକ ଥର ବିଭାଗୀୟ ଅଧିକାରୀ ଙ୍କୁ ତାର ରୁ ନିଆଁ ବାହାରିବା ସମ୍ପର୍କ ରେ ସୂଚିତ କରାଯସିଥିବା ସତ୍ତ୍ୱେ ଅଧିକାରୀ କାହିଁକି ପୁରୁଣା ତାରାକୁ ବିପଦ ସଂକୁଳ ଅବସ୍ଥାରେ ରହିଛନ୍ତି କ୍ଷ ଗୋପ ବଜାର ର ମୁଖ୍ୟ ଛକ ରେ ଏହି ତାର ରୋର୍ଡ ଅତିକ୍ରମ କରିଥିବାରୁ ବିପଦ ସଦାବେଳେ ରହିଛି କ୍ଷ ଏଣୁ ତୁରନ୍ତ ବିଭାଗୀୟ ଅଧିକାରୀ ଏଥିପ୍ରତି ବିହିତ ପଦକ୍ଷେପ ଗ୍ରହଣ କରାଯାଉ ନଚେତ ଆଗାମୀ ଦିନରେ ବଡ ବିପଦ କୁ ଏଡ଼ାଇ ଦେଇହେବନି ବୋଲି ସାଧାରଣ ମତ ପ୍ରକାଶ ପାଉଛି I
