ମାଡ଼ି ଆସୁଛି ଭୟଙ୍କର ବାତ୍ୟା ଜାୱାଦ, ଏହି ସବୁ ଜିଲାକୁ ରେଡ଼ ଆଲର୍ଟ ଜାରି
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ପଛକୁ ପଛ ଦୁଇଟି ଲଘୁଚାପ ଅକ୍ଟୋବର ଦ୍ୱିତୀୟ ସପ୍ତାହ ସୁଦ୍ଧା ଆଣ୍ଡାମାନ ସାଗରରେ ଲଘୁଚାପଟି ସୃଷ୍ଟିହେବା ଏହାର ପ୍ରଭାବ କିଭଳି ରହିବ ଏବଂ କେଉଁଆଡେ ଗତିକରିବ ସେନେଇ ସ୍ପଷ୍ଟ ସୂଚନା ମିଳିନଥିଲେ ମଧ୍ୟ ଉତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଉପକୂଳର ସ୍ତଳଭାଗକୁ ସ୍ପର୍ଶକରିବାର ସମ୍ଭାବନା ଅଧିକ ଥିବାନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ ପାଣିପାଗ ବିଶେଷଣଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଲଘୁଚାପ ଅଧିକ ଘନୀଭୂତ ହେବନାହିଁ । ୧୦ ରୁ ୧୧ ତାରିଖ ମଧ୍ୟରେ ଲଘୁଚାପ ସୃଷ୍ଟି ହେବା ପରେ ଅଧିକ ଘନୀଭୂତ ହୋଇ ଲଘୁଚାପର ରୂପ ନେବା ସହ ଆନ୍ଧ୍ରପ୍ରଦେଶ ଉପକୂଳ ମୁହଁ ହେବ ପ୍ରଭାବରେ ୧୪ ଓ ୧୫ରେ ପୁରୀଠାରୁ ଦକ୍ଷିଣକୁ ଦକ୍ଷିଣ ଉପକୂଳ ତଟ ସଂଲଗ୍ନ ଗୁଡିକରେ ବର୍ଷା ହେବ ୧୬ ତାରିଖରେ ବର୍ଷା ର ପରିମାଣ ବଢିବ ପୁରୀ,ନୟାଗଡ଼,ଗଜପତି,ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ।
୧୭ରେ ଅବପାତରେ ପରିଣତ ହେବା ସହ ବର୍ଷାର ପରିମାଣ କମିଯିବ ତେବେ ଵିଭିନ ଅନ୍ତର ଜାତୀୟ ମଡେଲରେ ଆକଳନ ଅନୁଯାଇ ୧୪ରେ ଆଣ୍ଡାମାନ ସାଗରରେ ଆଉଏକ ଘୁର୍ଣ୍ଣିବଳୟ ହେବାକୁ ଯାଉଛି ଯାହାକି ଉତର ପଶ୍ଚିମ ଦିଗରେ ଗତିକରିବ ଏହା ଅଧିକ ଘନୀଭୂତ ହେବ ସହ ୧୬ ତାରିଖରେ ଅବପାତରେ ପରିଣତ ହେବ ଏହା ଓଡିଶା ସଂଲଗ୍ନ ପଶ୍ଚିମବଙ୍ଗ ନଦୀ ଘାଟଠାରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଆଡକୁ ମୁହାଁଇବ ୧୮ କିମ୍ବା ୧୯ ତାରିଖ ବେକଳକୁ ସ୍ଥଳ ଭାଗ ଛୁଇଁବାର ସମ୍ଭାବନା ରହିଛି। ଯଦି ଏହା ସୃଷ୍ଟି ହୁଏ ତେବେ ପ୍ରଥମ ଲଘୁଚାପଟି ଦୁର୍ବଳ ରହିବ ବାତ୍ୟା ରୂପନେବାର ସମ୍ଭାବନା ରହିଛି । ତେବେ ଅନ୍ୟ ଅକ୍ଷର ଅଞ୍ଚିଲିକ ପାଣିପାଗ ବିଭାଗର ପୂର୍ବ ଆକଳନ ସ୍ତ୍ରା ରହିଛି ପାଣିପାଗ କେନ୍ଦ୍ର ନିର୍ଦେଶକ ଏଚଆରସି ବିଶ୍ୱାସ କହିଛନ୍ତିଯେ ଆସନ୍ତା ୧୧ ତାରିଖ ପାଖାପାଖି ଉତର ଆଣ୍ଡାମାନ ସାଗରରେ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି,କୋରାପୁଟ,ନବରଙ୍ଗପୁର,ନୟାଗଡ଼,କଳାହାଣ୍ଡି,କନ୍ଧମାଳ,ଗଜପତି ଏବଂ ଗଞ୍ଜାମ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି ।
