ପାନ ଦୋକାନରେ ଲାଗିଲା ନିଆଁ
ଜୟପୁର : ଜୟପୁର ସଦର ଥାନା ଅନ୍ତର୍ଗତ ଫାମ୍ପୁଣି ହାଟପଦାରେ ଥିବା ପାନ ଦୋକାନରେ ଲାଗିଲା ନିଆ । ଦୋକାନ ଟି ହୁହୁ ହୋଇ ସମ୍ପୁଣ୍ଣ ଜଳି ଯାଇଥିଲା । ଦୋକାନ ଙ୍କ ମାଲିକ ରସିକ ପରଜା ଙ୍କ ହୋଇ ଥିବା ବେଳେ ଦୁବୁତ କେହି ଦୋକାନରେ ନିଆ ଲଗାଇଥିବା ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରେର ପୋଲିସ ମାମଲା ରୁଜୁ କରି ସଦର ଥାନା ଅଧିକାରି ଇଶ୍ୱର ତାଣ୍ଡି ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ସହ ସାଇଣ୍ଟିଫିକ ଟିମ ମଧ୍ୟ ତଦନ୍ତ କରି ଫେରି ଥିବା ଜଣାଯାଇଛି । ଦୋକନ ମାଲିକ ରସିକ ପରଜା ଙ୍କ ଏକ ମାତ୍ର ଆୟର ଉତ୍ସ ଥିଲା । ତେଣୁ ପୋଲିସ ତଦନ୍ତ ଆରମ୍ବ କରିଛି ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଥାନା ଅଧିକାରି ଇଶ୍ୱର ତାଣ୍ଡି ସୁଚନା ଦେଇଛନ୍ତି।
