ଗତ ୨୪ ଘାଣ୍ଟରେ ମୟୂରଭଞ୍ଜ ପୋଲିସ ଦ୍ୱାରା ୯୦ ହଜାର ଟଙ୍କା ଜୋରିମାନା ଆଦାୟ
ଭୁବନେଶ୍ୱର : ଗତ ୨୪ ଘାଣ୍ଟ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲା ପୋଲିସ ମୟୂରଭଞ୍ଜ ଜିଲ୍ଲାର ବିଭିିନ୍ନ ସ୍ଥାନରେ ଗାଡି ଚେକିଂ ବେଳେ ମୋଟର ଭେଇକିଲ ନିୟମକୁ ଅମାନ୍ୟ କରିବା ଅପରାଧରେ ଜିଲ୍ଲା ପୋଲିସ ସମୁଦାୟ ୯୦ ହଜାର ଟଙ୍କା ଜୋରିମାନା ଆଦାୟ କରିଛି । ଗାଡି ଚେକିଂ ବେଳେ ୨ ଜଣଙ୍କର ଡ୍ରାଇଭିଂ ଲାଇସେଂନସ କ୍ୟାନସେଲ କରାଯିବା କଥା ପୋଲିସ ପକ୍ଷରୁ ସୁଚନା ଦିଅ।।ଇଛି । ଜିଲ୍ଲାରେ ୪ ଜଣଙ୍କ ନାମରେ ୪ ଗୋଟି ଅବକାରୀ ମାମଲା ରୁଜୁ କରାଯାଇଛି ବୋଲି ଏ ସଂପର୍କରେ ମୟୁରଭଂଜ ପୋଲିସ୍ ଦ୍ୱାରା ଟ୍ୱିଟ କରି ସୂଚନା ଦିଆଯାଇଛି।
