ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶର ତବାଂଗ କ୍ଷେତ୍ରରେ ଭାରତ ଏବଂ ଚୀନ୍ ସୈନିକ ମଧ୍ୟରେ ହୋଇଥିବା ସଂଘର୍ଷର ପାଖାପାଖି ୧୦ଦିନ ପରେ ଦୁଇ ଦେଶର ବରିଷ୍ଠ ସୈନ୍ୟ ଅଧିକାରୀମାନେ ସୀମାର ପଶ୍ଚିମ ସେକ୍ଟର ପୂର୍ବ ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖା ଉପରେ ଶାନ୍ତି ବନାଇ ରଖିବା ସମ୍ବନ୍ଧରେ ବିଚାର ବିମର୍ଶ କରିଥିଲେ ।
Post Views: 65,527