ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୫୭୩ ରୁ ଅଧିକ କରୋନା ଟେଷ୍ଟ
Bengaluru: A health worker collects swab sample of a commuter for COVID-19 test, amid fear of the spreading of a new variant of COVID-19, at KSR railway station in Bengaluru, Saturday, Dec. 4, 2021. (PTI Photo)(PTI12_04_2021_000298B)
ଭୁବନେଶ୍ୱର : ରାଜ୍ୟରେ କରୋନାର ନୁଆ ମାମଲା ଲଗାତର ଭାବରେ କମିଚାଲିଛି । କରୋନା ଟେଷ୍ଟ କରିବା ପ୍ରକ୍ରିୟା ମଧ୍ୟ ପ୍ରତିଦିନ ଜାରି ରହିଛି । ଗତ ୨୪ ଘଣ୍ଟାରେ ପୁରା ରାଜ୍ୟରେ ସମୁଦାୟ ୫ ହଜାର ୫୭୩ ଜଣଙ୍କର କରୋନା ଟେଷ୍ଟ କରାଯାଇଅଛି । ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ଟ୍ୱିଟର ସୂଚନା ଅନୁସାରେ ଶନିବାର ସକାଳ ସୁଦ୍ଧା ସମୁଦାୟ କରୋନା ଟେଷ୍ଟ ୩ କୋଟି ୪୧ ଲକ୍ଷ ୫୧ ହଜାର ୭୬୩ ରେ ପହଁଚିଛି ।
