ଗଞ୍ଜାମ : ଗତ ୧୨ ବର୍ଷ ତଳେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରି ଗଞ୍ଜାମ ନୋଳିଆ ନୂଆଗାଁର ବିନୋଦ ପଲାଇ (୪୬) ଫେରାର୍ ହୋଇଯାଇଥିଲେ । ଏ ସମ୍ପର୍କରେ ଗଞ୍ଜାମ ଥାନାରେ ୧୭/୧୦ ରେ ଏକ ମାମଲା ରୁଜ୍ଜୁ ହୋଇଥିଲା । ୨୦୧୦ ମସିହା ମାର୍ଚ୍ଚ ୨୯ ତାରିଖରେ ଏହି ମାମଲା ରୁଜ୍ଜୁ ହୋଇଥିଲା । ଗତକାଲି ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି ପୋଲିସ ।
Post Views: 33,073