ରାଜ୍ୟରେ ଗତ ୨୪ ଘଣ୍ଟାରେ ୬ ହଜାରରୁ ଅଧିକ କରୋନା ଟେଷ୍ଟ
Mumbai: A healthcare worker collects swab sample of a passenger for Covid-19 test, at Dadar railway station, in Mumbai, Friday, January 28, 2022. (PTI Photo)(PTI01_28_2022_000133B)
ଭୁବନେଶ୍ୱର : ରାଜ୍ୟରେ କରୋନାର ନୁଆ ମାମଲା ଲଗାତର ଭାବରେ କମିଚାଲିଛି । କରୋନା ଟେଷ୍ଟ କରିବା ପ୍ରକ୍ରିୟା ମଧ୍ୟ ପ୍ରତିଦିନ ଜାରି ରହିଛି । ଗତ ୨୪ ଘଣ୍ଟାରେ ପୁରା ରାଜ୍ୟରେ ସମୁଦାୟ ୬ ହଜାର ୪୬୫ ଜଣଙ୍କର କରୋନା ଟେଷ୍ଟ କରାଯାଇଅଛି । ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ଟ୍ୱିଟର ସୂଚନା ଅନୁସାରେ ଶୁକ୍ରବାର ସକାଳ ସୁଦ୍ଧା ସମୁଦାୟ କରୋନା ଟେଷ୍ଟ ୩ କୋଟି ୪୦ ଲକ୍ଷ ୨୨ ହଜାର ୯୮୧ ରେ ପହଞ୍ଚିଛି ।
