୨୪ ଜଣଙ୍କ ଠାରୁ ଜୋରିମାନା ଆଦାୟ କଲା କନ୍ଧମାଳ ପୋଲିସ
ଭୁବନେଶ୍ୱର : ଗତ ୨୪ ଘଂଟା ମଧ୍ୟରେ ଜିଲା ପୋଲିସ କନ୍ଧମାଳ ଜିଲାର ବିଭିିନ୍ନ ସ୍ଥାନରେ ଗାଡି ଚେକିଂ ବେଳେ ମୋଟର ଭେଇକିଲ ନିୟମକୁ ଅମାନ୍ୟ କରିବା ଅପରାଧରେ ସମୁଦାୟ ୨୮୭ ଟି ଗାଡି ଚେକିଂ କରି ୪ ଜଣଙ୍କ ଡିଏଲ କ୍ୟାନ୍ସେଲ୍ କରାଯିବା ସହିତ ୨୪ ଜଣଙ୍କ ଠାରୁ ୧୩ ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ କରିଛି ।
ସମୁଦାୟ ଜିଲାରେ ୧ଟି ଅବକାରୀ ମାମଲା ରୁଜୁ କରିବା ସହିତ ୧୫ ଲିଟର ଦେଶୀ ମଦ ଜବତ କଗିବା ସହିତ ୧ ଜଣଙ୍କୁ ନୋଟିସ୍ ଜାରି କରାଯାଇଛି ବୋଲି ଏ ସଂପର୍କରେ କନ୍ଧମାଳ ପୋଲିସ୍ ଦ୍ୱାରା ଟ୍ୱିଟ କରି ସୁଚନା ଦିଆଯାଇଛି ।
