ରାଜ୍ୟରେ ଗତ ୨୪ ଘଂଟାରେ ୯ ହଜାରରୁ ଅଧିକ କରୋନା ଟେଷ୍ଟ
Clalit Health Services Medical worker conduct tests on PCR samples to determine if they are positive for covid-19 at a Clalit Health Services laboratory in Jerusalem on January 10, 2021. Photo by Olivier Fitoussi/Flash90 *** Local Caption *** עובדי מעבדה של כללית מבצעים בדיקות לנגיף כורונה על דגימות PCR במעבדה לשירותי בריאות כללית בירושלים
ଭୁବନେଶ୍ୱର : ରାଜ୍ୟରେ କରୋନାର ନୁଆ ମାମଲା ଅଳ୍ପ କମିବା ଲକ୍ଷ୍ୟ କରାଯାଉଛି । କରୋନା ଟେଷ୍ଟ କରିବା ପ୍ରକ୍ରିୟା ମଧ୍ୟ ପ୍ରତିଦିନ ଜାରି ରହିଛି । ଗତ ୨୪ ଘଂଟାରେ ପୁରା ରାଜ୍ୟରେ ସମୁଦାୟ ୯ ହଜାର ୮୭୨ ଜଣଙ୍କର କରୋନା ଟେଷ୍ଟ କରାଯାଇଛି ।
ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ଟ୍ୱିଟର ସୂଚନା ଅନୁସାରେ ସୋମବାର ସକାଳ ସୁଦ୍ଧା ସମୁଦାୟ କରୋନା ଟେଷ୍ଟ ୩ କୋଟି ୩୪ ଲକ୍ଷ ୩୪ ହଜାର ୪୬୦ ରେ ପହଂଚିଛି ।
