ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ଖୋଲାନ ନିକଟବର୍ତି ଡୁଙ୍ଗୁରିଗୁଡା ଗ୍ରାମରେ ମାଟି ଅତଡ଼ା ଧସି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଆଜି ଅପରାହ୍ନରେ ବନ୍ଧ କାଟି ଚାଷ ଜମିକୁ ପାଣି ମଡାଇବା ବେଳେ ଏହି ଅଘଟଣ ଘଟିଛି । ମୃତକ ଦ୍ୱୟ ହେଲେ ଗଣେଷ ବାଗ ଓ ପ୍ରଦୋଷ ଭୋଇ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି ।
Post Views: 14,539