ଗଙ୍ଗାଜଳ ପରି ବହୁତ ପବିତ୍ର ହୋଇଥାନ୍ତି ଏହି ୪ ନାମର ଝିଅ ! ଜାଣନ୍ତୁ କଣ କହୁଛି ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି
ହିନ୍ଦୁ ଧର୍ମରେ ମହିଳା ମାନଙ୍କୁ ଦେବୀର ଦରଜା ଦିଆ ଯାଇଛି । ତେଣୁ ପ୍ରତେକ ନାରୀଙ୍କୁ ସମ୍ମାନ କରିବା ହେଉଛି ପୁରୁଷ ମାନଙ୍କର କର୍ତ୍ତବ୍ୟ । ନାରୀ ମାନଙ୍କର ଅପମାନ କରିଲେ କେହି ବି ଖୁସିରେ ରହିପାରନ୍ତି ନାହି । ଆଜି ଆମେ ଆପଣ ମାନଙ୍କୁ ଏମିତି ୪ଟି ନାମର ମହିଳା ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ବହୁତ ପବିତ୍ର ହୋଇଥାନ୍ତି । ଏମାନେ ନିଜେ ଖୁସିରେ ରଖିବା ସହ ଅନ୍ୟକୁ ମଧ୍ୟ ଖୁସିରେ ରଖିଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି ନାମର ମହିଳା ମାନଙ୍କ ବିଷୟରେ ବିସ୍ତାର ଭାବେ ।
R (ଆର) ନାମର ଝିଅ : ଯେଉଁ ଝିଅର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଏମାନେ ପ୍ରତି ମୂହୁର୍ତ୍ତ ରେ ଖୁସିରେ ରହିବା ପାଇଁ ପସନ୍ଦ କରିଥାନ୍ତି । ଏମାନେ ନିଜ ସ୍ଵାମୀ ଓ ପରିବାରର ସର୍ବଦା ସାଥ ଦେଇଥାନ୍ତି । ନିଜ ପରିବାର ପ୍ରତି ଏମାନେ ସବୁ କର୍ତ୍ତବ୍ୟ ପୁରା କରିଥାନ୍ତି । ନିଜର ଜୀବନ ସାଥି ପ୍ରତି ଏମାନେ ବହୁତ ବଫାଦାର ହୋଇଥାନ୍ତି ।
K (କେ) ନାମର ଝିଅ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ଏମାନଙ୍କର ଭାଗ୍ୟ ବହୁତ ବଡ ହୋଇଥାଏ । ଏମାନେ କେବେ ବି ଜୀବନରେ ଦୁଖ ଭୋଗ କରନ୍ତି ନାହି । ପ୍ରତେକ କାମରେ ଏମାନେ ଜୀବନରେ ଅପାର ସଫଳତା ହାସଲ କରିଥାନ୍ତି । ଏହି ଝିଅ ମାନଙ୍କ ଠାରେ ଗର୍ବ କି ଅହଂକାର ନ ଥାଏ । ଏମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ତେଣୁ ଏମାନେ ବହୁତ ପବିତ୍ର ହୋଇଥାନ୍ତି ।
P (ପି) ନାମର ଝିଅ : ଯେଉଁ ଝିଅର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ଏମାନଙ୍କୁ କମ ସମୟରେ ରାଗ ଆସିଥାଏ । କିନ୍ତୁ ଏମାନେ ନିଜର କର୍ତ୍ତବ୍ୟ କୁ ଠିକ ଭାବେ ତୁଲାଇବା ସହ ବହୁତ ସମ୍ମାନ କରିଥାନ୍ତି । ଯାହା କାରଣରୁ ଏମାନେ ଗଙ୍ଗା ଭଳି ପବିତ୍ର ହୋଇଥାନ୍ତି । ଏଆମାନେ ନିଜ ପରିବାର ସର୍ବଦା ପ୍ରତି ମୂହୁର୍ତ୍ତ ରେ ସାଥ ଦେଇଥାନ୍ତି । ଏମାନେ ନିଜ ଜୀବନ ସାଥି ଙ୍କ ପ୍ରତି ଇମାନଦାର ହେବା ସହ ତାଙ୍କୁ କେବେ ଧୋକା ଦିଅନ୍ତି ନାହି ।
T (ଟି) ନାମର ଝିଅ : ଯେଉଁ ଝିଅର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ଏମାନେ ସମାଜରେ ଅଧିକ ସମାନ ପ୍ରାପ୍ତ କରିଥାନ୍ତି । ଏମାନେ ନିଜେ ଖୁସିରେ ରହିବା ସହ ଶାଶୁଘରେ ମଧ୍ୟ ସମତାଙ୍କୁ ଖୁସି ରଖିଥାନ୍ତି । ଏମାନେ ଖୁସି ରେ ରହୁଥିବା ସ୍ଵଭବର ଝିଅ ହୋଇଥାନ୍ତି । ଯାହା ପାଇଁ ଶାଶୁଘରେ ଏମାନେ ରାଜ କରିଥାନ୍ତି । ଏମାନେ ନିଜ ଜୀବନ ସାଥି ଙ୍କୁ ବହୁତ ଭଲ ପାଇବା ସହ ତାଙ୍କର ଠିକ ଭାବେ କେୟାର ନେଇଥାନ୍ତି । ଏମାନେ ଗଙ୍ଗା ଭଳି ପବିତ୍ର ହୋଇଥାନ୍ତି ।
