ସବୁଠାରୁ ଅଧିକ ଗର୍ବୀ ଓ ଅହଙ୍କାରୀ ହୋଇଥାନ୍ତି ଏହି ଦୁଇଟି ନାମର ଝିଅ ! ଜାଣନ୍ତୁ ସେଥିରେ ଆପଣଙ୍କ ନାମ ନାହିଁ ତ
ଆଜି ଆମେ ଆପଣଙ୍କୁ ୨ ଗୋଟି ନାମ ଥିବା ଏଭଳି ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ସ୍ଵଭାବରୁ ଗର୍ବି ଓ ଅହଙ୍କାରୀ ହୋଇଥାନ୍ତି। ସାଧାରଣତଃ କିଛି ଏଭଳି ଝିଅ ଅଛନ୍ତି, ଯେଉଁମାନେ ସାମାନ୍ୟ କଥାକୁ ନେଇ ଗର୍ବ କରିଥାନ୍ତି। ଏଭଳି ଝିଅ ସ୍ଵଭାବରୁ ବହୁତ କ୍ରୋଧୀ ଓ ସନ୍ଦେହି ପ୍ରକୃତିର ହୋଇଥାନ୍ତି।
କହିବାକୁ ଗଲେ ରାଶି ଓ ଗ୍ରହ ନକ୍ଷତ୍ରକୁ ଆଧାର କରି ବ୍ୟକ୍ତିର ଭବିଷ୍ୟତ ବିଷୟରେ ଜାଣି ହୋଇଥାଏ। ସେହିପରି ବ୍ୟକ୍ତିର ନାମର ପ୍ରଥମ ଅକ୍ଷରରୁ ମଧ୍ୟ ବ୍ୟକ୍ତିର ସ୍ଵଭାବ, ଚରିତ୍ର, ଭବିଷ୍ୟତ, ଚାଲିଚଳନ ବିଷୟରେ ଜଣା ପଡ଼ିଥାଏ। ତେବେ ଆସନ୍ତୁ ସେହି ନାମ ବିଶିଷ୍ଟ ଝିଅମାନଙ୍କ ବିଷୟରେ ବିସ୍ତାର ରୂପରେ ଜାଣିବା।
୧/ A ନାମ ଥିବା ଝିଅ ମାନେ:-
ଯେଉଁ ଝିଅମାନଙ୍କର ନାମର ପ୍ରଥମ ଅକ୍ଷର A ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ସ୍ୱଭାବରୁ କ୍ରୋଧୀ ଓ ଗର୍ବି ହୋଇଥାନ୍ତି। ଏମାନେ ନିଜର ଅଭିଳାଷା ପୂରଣ କରିବା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ରହିଥାନ୍ତି ଅର୍ଥାତ ଅନ୍ୟମାନଙ୍କର କ୍ଷତି ମଧ୍ୟ କରି ପାରନ୍ତି। ଏମାନେ ଅନ୍ୟମାନଙ୍କ ସହିତ କଥା କଥାବାର୍ତ୍ତା କରିବା ପୂର୍ବରୁ କିଛି ବିଚାର କରନ୍ତି ନାହିଁ। ଈର୍ଷା, କ୍ରୋଧ ସର୍ବଦା ଏମାନଙ୍କ ସହିତ ରହିଥାଏ। ଏମାନଙ୍କୁ ସାମାନ୍ୟ କଥାରେ କ୍ରୋଧ ଆସି ଯାଇଥାଏ। କ୍ରୋଧ ସମୟରେ ଏମାନେ କାହାକୁ ମାନନ୍ତି ନାହିଁ। କିନ୍ତୁ ଏମାନେ ସମସ୍ତଙ୍କ ହୃଦୟକୁ ଭଲଭାବରେ ବୁଝିବାର କ୍ଷମତା ରଖିଥାନ୍ତି।

୨/ K ନାମ ଥିବା ଝିଅମାନେ :-
ଯେଉଁ ଝିଅମାନଙ୍କର ନାମର ପ୍ରଥମ ଅକ୍ଷର K ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ଅହଂକାରୀ ସ୍ୱଭାବର ହୋଇଥାନ୍ତି। ଏମାନଙ୍କୁ ପ୍ରଦର୍ଶନ କରିବା ବା ଦେଖେଇ ହେବା ବହୁତ ପସନ୍ଦ ଅଟେ।ଏହାସହିତ ଏମାନେ ଦେଖିବାକୁ ବହୁତ ସୁନ୍ଦର ଏବଂ ଚତୁର ମଧ୍ୟ ହୋଇ ଥାନ୍ତି
ଏହି ଝିଅମାନଙ୍କର ସବୁଠାରୁ ବଡ଼ ଦୁର୍ବଳତା ହେଉଛି, ଏମାନେ କ୍ରୋଧ ବଶତଃ କିଛି ମଧ୍ୟ କରି ଦେଇ ପାରନ୍ତି। ଅର୍ଥାତ ଏମାନଙ୍କର ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ନଥାଏ। ଏମାନେ ଅନ୍ୟମାନଙ୍କର ଉନ୍ନତି ଦେଖିଲେ ଅଧିକ ଈର୍ଷା କରିଥାନ୍ତି।
