ଋଣ ସୁଝି ପାରୁ ନଥିଲେ କରନ୍ତୁ ଏହି ସମସ୍ତ ଉପାୟ ! ଜାଣିରଖନ୍ତୁ ମୁକ୍ତି ପାଇବାର ଉପାୟ
ତେବେ ଅନେକ ଲୋକ ନିଜର ଜୀବନରେ ଋଣକୁ ନେଇ ଅନେକ ଅସୁବିଧାର ସମ୍ମୁଖୀନ ହୋଇ ଥାଆନ୍ତି।ବିଶେଷ ଭାବରେ ଋଣ ଅନେକ ଲୋକଙ୍କ ଜୀବନରେ ଏକ ବହୁତ ବଡ଼ ସମସ୍ୟା ହୋଇଥାଏ।ଏହା ସହିତ କିଛି ଲୋକ ଋଣ ଶୁଝିବାରେ ନିଜର ଜୀବନର ଅନେକ ସମୟ ଅତିବାହିତ କରି ଦେଇ ଥାଆନ୍ତି ତେବେ ଆମେ ବର୍ତ୍ତମାନ ଏପରି କିଛି ଉପାୟ ଅନୁସରଣ କରିବା ପାଇଁ କହିବା ଯାହାକୁ କରିବା ଫଳରେ ଆପଣଙ୍କ ଜୀବନରେ ଯଦି ଋଣ ସହିତ ଜଡ଼ିତ କିଛି ସମସ୍ୟା ରହିଛି
ତେବେ ଏହା ସରଳ ଭାବରେ ସମାଧାନ ହୋଇଯିବ।।ପ୍ରଥମେ ହେଉଛି ଆପଣ ଯଦି କାହା ପାଖରୁ ଋଣ ନେଇଛନ୍ତି ତେବେ କେବେ ମଧ୍ୟ ତାଙ୍କୁ ଅନ୍ୟ ଦିନ ମାନଙ୍କରେ ଋଣ ଫେରାଇବା ଉଚିତ ନୁହେଁ।ଆପଣ ସେମାନଙ୍କୁ ଋଣ କେବଳ ମଙ୍ଗଳବାର ଦିନ ଫେରାଇବା ଆବଶ୍ୟକ।ଏହା ସହିତ ଏପରି କରିବା ଫଳରେ
ଆପଣଙ୍କ ଋଣ ଅଳ୍ପ କିଛି ଦିନ ମଧ୍ୟରେ ସୁଝି ଯିବାର ମଧ୍ୟ ଅନେକ ସମ୍ଭାବନା ରହିଥାଏ।ଏହା ବ୍ୟତୀତ ଯଦି ଆପଣ ଋଣ ସହିତ ଜଡ଼ିତ ସମସ୍ୟାର ଶିକାର ହୋଇ ଥାଆନ୍ତି ତେବେ ଆପଣ ଋଣ ନାଶକ ମନ୍ତ୍ରର ଉଚ୍ଚାରଣ କରିବା ମଧ୍ୟ ଆରମ୍ଭ କରନ୍ତୁ ଏହା ସହିତ ଆପଣ ଏହାକୁ ଭକ୍ତିର ସହିତ ଉଚ୍ଚାରଣ କରିବା ଫଳରେ
ଆପଣଙ୍କ ଋଣ ସହିତ ଜଡ଼ିତ ସମସ୍ୟାର ସମାଧାନ ସହଜ ଭାବରେ ହୋଇ ଯାଇଥାଏ।ଏହା ସହିତ ଏହା ପରେ ମଧ୍ୟ ଯଦି ଆପଣଙ୍କ ଜୀବନରେ ଋଣକୁ ନେଇ ଅନେକ ସମସ୍ୟା ଦେଖା ଯାଉଥାଏ ତେବେ ଏହା ପରେ ମଧ୍ୟ ଏପରି କିଛି ଉପାୟ ରହିଛି ଯାହାକୁ କରିବା ଫଳରେ ନିଜର ଏହି ସମସ୍ୟାର ସମାଧାନ କରି ପାରିବେ।
ତେବେ ଯଦି ଆପଣଙ୍କ ଜୀବନରେ ଏହି ସମସ୍ୟା ଲାଗି ରହିଛି ତେବେ ଆପଣ ନିଜର ଘର ପାଖରେ ନୂତନ ଭାବରେ ଗଢା ହେଉଥିବା ମନ୍ଦିରକୁ ଏକ ନାଲି ଇଟା ଦାନ କରନ୍ତୁ।ଏହା କରିବା ଫଳରେ ଆପଣଙ୍କ ଜୀବନରେ ଋଣ ସହିତ ଜଡ଼ିତ ସମସ୍ତ ସମସ୍ୟାର ସମାଧାନ ହୋଇ ଯାଇଥାଏ।
ଏହା ସହିତ ଆପଣଙ୍କ ଜୀବନରେ ଋଣ ସହିତ ଜଡ଼ିତ ସମସ୍ତ ସମସ୍ୟାର ସହଜରେ ସମାଧାନ ହୋଇ ଯାଇଥାଏ।ଏହା ସହିତ ଆପଣ ପ୍ରତ୍ୟେକ ମଙ୍ଗଳବାର ରାତିରେ ଏକ ନାଲି ଇଟାକୁ ନେଇ ନିଜର ଶୋଇବା ଖଟ ପାଖରେ ରଖି ଦିଅନ୍ତୁ।ଏହା ପରେ ଆପଣ ଏହି ନାଲି ଇଟାକୁ ନେଇ ନିଜର ପାଖରେ ଯଦି କୌଣସି ଘର ତିଆରି ହୋଇଥାଏ
ଏହାକୁ ନେଇ ଆପଣ ସେହି ସ୍ଥାନରେ ଦାନ କରି ଦିଅନ୍ତୁ।ଏପରି କରିବା ଫଳରେ ଆପଣଙ୍କ ଋଣ ସହିତ ଜଡ଼ିତ ସମସ୍ୟାର ସମାଧାନ ହୋଇ ଯାଇଥାଏ।ଏହା ସହିତ ଆପଣ ଏକ ଅସ୍ୱତଥ ପାତ୍ରରେ ନିଜର ସମସ୍ୟା ଲେଖି ଏହାକୁ ପାଣିରେ ଭସାଇ ଦେବା ଫଳରେ ମଧ୍ୟ ଆପଣଙ୍କ ଜୀବନରେ ଥିବା ଅନେକ ସମସ୍ୟାର ସମାଧାନ ହୋଇ ଯାଇଥାଏ।
