ଭୁବନେଶ୍ୱର : ନିର୍ବାଚନର ବିଜୟ ଉତ୍ସବରେ ଲାଗିଲା କଟକଣା । ନିର୍ବାଚନରେ ବିଜୟୀ ହୋଇଥିବା ପ୍ରାର୍ଥୀ ପାଳି ପାରିବେନି ବିଜୟ ଉତ୍ସବ । ବିନା ଅନୁମତିରେ ଯଦି ବିଜୟ ଉତ୍ସବ ପାଳନ୍ତି ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏ ନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।
Post Views: 1,998