ସୁନ୍ଦରତାରେ ମା’ଙ୍କୁ ଟକ୍କର ଦିଅନ୍ତି ରବୀନା ଟଣ୍ଡନଙ୍କ ଝିଅ ରାଶା
ମୁମ୍ବାଇ: ବୟସ ବଢ଼ିବା ସହିତ ଗ୍ଲାମର କମ ହୋଇନି । ଆଜିବି ଲକ୍ଷ ଲକ୍ଷ ପ୍ରଂଶସକଙ୍କୁ ପାଗଳ କରେ ତାଙ୍କ ଲୁକ୍ । ଆମେ କହୁଛୁ ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କ କଥା । ଆଜି ବି ସେହି ଚମକ । ଆପଣ ରବୀନାଙ୍କ ଝିଅ ରାଶା ଠଡାନୀଙ୍କ ବିଷୟରେ ଶୁଣିଥିବେ । ରାଶା ମା’ ରବୀନାଙ୍କ ଭଳି ବହୁତ ସୁନ୍ଦର । ରାଶା ଠଡାନୀ, ୧୬ ବର୍ଷ ବୟସରେ ସୁନ୍ଦରତାରେ ସେ ତାଙ୍କ ମା’ଙ୍କୁ ଟକ୍କର ହେଉଛନ୍ତି । ସୋସିଆଲ ମିଡିଆରେ ରାଶାଙ୍କ ପ୍ରଂଶସକ ସଂଖ୍ୟା ବହୁତ ଅଧିକ । ରାଶା ବଲିଉଡରେ ଡେବ୍ୟୁ ନ କରିବା ପୂର୍ବରୁ ସୋସିଆଲ ମିଡିଆରେ ତାଙ୍କ ସୁନ୍ଦରତାର ଚର୍ଚ୍ଚା ହୁଏ ।
କେବଳ ଏତିକି ନୁହେଁ ରାଶା ଗ୍ଲାମରସରେ ବଡ଼ ବଡ଼ ହିରୋଇନଙ୍କୁ ମଧ୍ୟ ଟକ୍କର ଦେଉଛନ୍ତି । ରାଶା ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ରୁହନ୍ତି । ସେ ଅନେକ ସମୟରେ ଇନଷ୍ଟାଗ୍ରାମରେ ନିଜ ହଟ୍ ଏବ ସେକ୍ସି ଫଟୋ ସେୟାର କରିଥାନ୍ତି। ରାଶା ଅଭିନୟ ଦୁନିଆକୁ କରିବାକୁ ଆଦୌ ପସନ୍ଦ କରନ୍ତି ନାହିଁ । ସେ ମ୍ୟୁଜିକ ଲଭର୍ । ଗୀତ ଗାଇବା ସହ ସଙ୍ଗୀତ ଇନଷ୍ଟ୍ରୁମେଣ୍ଟ ବଜାଇବା ବି ପସନ୍ଦ କରନ୍ତି । କିନ୍ତୁ ରାଶାଙ୍କ ପ୍ରଂଶସକ ତାଙ୍କୁ ଫିଲ୍କ ଦୁନିଆରେ ଦେଖିବାକୁ ଚାହାଁନ୍ତି ।
