ଟିଆରଏଲ କ୍ରୋସାକି କାରଖାନାର ଡୋଲୋମାଇଣ୍ଟ ପ୍ଲାଣ୍ଟରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
ଝାରସୁଗୁଡ଼ା: ଝାରୁସୁଗୁଡ଼ା ଜିଲା ବେଲପାହାଡ଼ସ୍ଥିତ ଟିଆରଏ ଲ(ଟାଟା ରିଫ୍ରାକ୍ଟୋରିଜ ଲିମିଡେଟ) କ୍ରୋସାକି କାରଖାନର ଡୋଲୋମାଇଣ୍ଟ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ସକାଳେ ଏହି କମ୍ପାନୀ ଭିତରେ ଭୟାବହ ଅଗ୍ନିକାଣ୍ଡ ହୋଇଥିବାବେଳେ ଏହାକୁ ଆୟତ କରାଯାଇଥିଲା । ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।
ଏହି ଅଗ୍ନିକାଣ୍ଡ ଯୋଗୁଁ କେତେ ପରିମାଣର କ୍ଷୟକ୍ଷତି ହୋଇଛି । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ସେହିପରି କାରଖାନାରେ ନିଆଁ କିପରି ଲାଗିଲା । ସେନେଇ ମଧ୍ୟ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।
