ଓମିକ୍ରୋନକୁ ଚିହ୍ନିବା ଓମିଶ୍ୟୋର କିଟ୍କୁ ଅନୁମତି ଦେଲା ଆଇସିଏମ୍ ଆର
ନୂଆଦିଲ୍ଲୀ : କରୋନା ଭାଇରସ୍ର ନୁଆରୁପ ଓମିକ୍ରୋନର ସଂକଟ ସମୟରେ ଇଂଡିୟାନ କାଂଉନସିଲ ଅଫ୍ ମେଡିକାଲ ରିସର୍ଚ ( ଆଇସିଏନ୍ ଆର) ଓମିଶ୍ୟୋର କିଟ କୁ ଅନୁମତି ଦେଇଛି । ଏହି କିଟର ବ୍ୟବହାରରେ ଓମିକ୍ରୋନ ଭେରିଆଂଟକୁ ଚିହ୍ନିବାରେ ସାହାଯ୍ୟ କରିପାରିବ । ଏହି ଅତ୍ୟନ୍ତ ଜରୁରୀ କିଟ୍ର ନିର୍ମାଣ ଟାଟା ମେମୋରିଆଲ୍ ଆଣ୍ଡ ଡାଇନୋସ୍ଟିକ୍ ଦ୍ୱାରା କରାଯାଇଛି ।
