କୋଲକାତା : ବେଙ୍ଗଲ ରଣଜୀ କ୍ରିକେଟ ଟିମ୍ର ୭ କୋରୋନା ସଂକ୍ରମିତ ଚିହ୍ନଟ । ୬ ଖେଳାଳି ଓ ଜଣେ ସହକାରୀ କୋଚ୍ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି।
ଫଳରେ ଖେଳାଳିଙ୍କ ତାଲିମ ଶିବିର ବାତିଲ କଲା ବେଙ୍ଗଲ କ୍ରିକେଟ ସଂଘ । ୮ରେ ବେଙ୍ଗଳୁରୁରେ ହେବାକୁ ଥିବା ଏଲିଟ୍ ଗ୍ରୁପ୍ ମ୍ୟାଚ୍ ବାତିଲ ଆଶଙ୍କା ।
Post Views: 2,935