ନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆରରେ ଆଜିଠୁ ଷଷ୍ଠରୁ ଦଶମ ଶ୍ରେଣୀ ଖୋଲିବ। ଏନେଇ ବାୟୁ ଗୁଣବତ୍ତା ପ୍ରବନ୍ଧନ ଆୟୋଗ ଅନୁମତି ପ୍ରଦାନ କରିବା ପରେ ଦିଲ୍ଲୀର କେଜ୍ରିୱାଲ ସରକାର ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ଡିସେମ୍ବର ୨୭ ପରଠୁ ପଞ୍ଚମ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ଅନୁମତି ଦିଆଯାଇଥିବା ଜଣାପଡ଼ିଛି।
Post Views: 1,794