ଟ୍ରକ୍-କାର ଧକ୍କା : ପତି-ପତ୍ନୀ ସମତେ ୪ ଜଣଙ୍କ ମୃତ୍ୟୁ
ସତନା : ମଧ୍ୟପ୍ରଦେଶର ସତନା ଜିଲ୍ଲାର ମେହର ଥାନା ଅଂଚଳର ଜିତନଗର ନିକଟରେ ବୁଧବାର-ଗୁରୁବାର ମଧ୍ୟବର୍ତି ରାତିରେ ଏକ କାରକୁ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ କାର ମଧ୍ୟରେ ଥିବା ପତି-ପତ୍ନୀ ଏବଂ ଦୁଇଜଣ ପିଲାଙ୍କର ମୃତ୍ୟୁ ହୋଇଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ଦୁର୍ଘଟଣାରେ ଦୁଃଖବ୍ୟକ୍ତ କରିଛନ୍ତି ।
