କାର୍ତ୍ତିକ ପୂର୍ଣ୍ଣିମାରେ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ! କେତେ ବେଳେ ହାଣ୍ଡି ଛାଡ ସମୟ, ଗର୍ଭବତୀ ମହିଳା କ’ଣ କରିବେ ଏବଂ କେଉଁ କେଉଁ ରାଶି ଉପରେ ପଡ଼ିବ ପ୍ରଭାବ
ଚଳିତବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି। ଏହି ଚନ୍ଦ୍ର ଗ୍ରହଣ ଆସନ୍ତା ୧୯ ନଭେମ୍ବର ଶୁକ୍ରବାର ଦିନ ଲାଗିବାକୁ ଯାଉଛି। ଚନ୍ଦ୍ର ଗ୍ରହଣ ସମୟରେ କିଛି ନୂଆ କାର୍ଯ୍ୟ କରିବାକୁ ବାରଣ କରାଯାଇଥାଏ। ଗ୍ରହଣ ସମୟରେ ଗୃହ ମଧ୍ୟରେ ରହିବାକୁ ପରାମର୍ଶ ଦିଆଯାଇଥାଏ। କାର୍ତ୍ତିକ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି ତଥା ନଭେମ୍ବର ୧୯ ତାରିଖ ଶୁକ୍ରବାର ଦିନ ବର୍ଷର ଦ୍ଵିତୀୟ ତଥା ଅନ୍ତିମ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି। ଏହା ଆଂଶିକ ଚନ୍ଦ୍ର ଗ୍ରହଣ ଅଟେ। ଏହି ଚନ୍ଦ୍ର ଗ୍ରହଣ ଭାରତର ଆସାମ ଓ ଅରୁଣାଚଳ ପ୍ରଦେଶରେ କିଛି ସମୟ ପାଇଁ ଦୃଶ୍ୟମାନ ହେବ।
ଏହି ଚନ୍ଦ୍ର ଗ୍ରହଣ ଆମେରିକା, ଉତ୍ତର ଇଉରୋପ, ପୂର୍ବ ଏସିଆ, ଅଷ୍ଟ୍ରେଲିଆ ଏବଂ ପ୍ରଶାନ୍ତ ମହାସାଗରରେ ଦୃଶ୍ୟମାନ ହେବ। ଜ୍ୟୋତିଷ ମାନଙ୍କ ମତରେ ଏହି ଗ୍ରହଣ ବୃଷ ରାଶି ଏବଂ କୃତ୍ତିକା ନକ୍ଷତ୍ରରେ ଲାଗିବ। ଯାହାଫଳରେ ବୃଷ ରାଶିର ଲୋକ ମାନଙ୍କ ପାଇଁ ଏହି ସମୟ କ୍ଷତିକାରକ ସାବ୍ୟସ୍ତ ହେବ। ଭାରତୀୟ ସମୟ ଅନୁସାରେ ଏହି ଗ୍ରହଣ ନଭେମ୍ବର ୧୯ ତାରିଖ ଦିବା ୧୧ ଘଣ୍ଟା ୩୪ ମିନିଟରୁ ଚନ୍ଦ୍ର ଗ୍ରହଣ ପ୍ରାରମ୍ଭ ହେବ ଏବଂ ସନ୍ଧ୍ୟା ୫ ଘଣ୍ଟା ୩୩ ମିନିଟରେ ଶେଷ ହେବ। କିନ୍ତୁ ଏହି ଚନ୍ଦ୍ର ଗ୍ରହଣ ଭାରତରେ ଦୃଶ୍ୟମାନ ନହେବା କାରଣରୁ ଏହାର ସୂତକ କାଳ ମାନା ଯିବ ନାହିଁ।
କିନ୍ତୁ ଧାର୍ମିକ ମାନ୍ୟତା ଅନୁସାରେ ଗ୍ରହଣ ସମୟରେ କିଛି ବିଶେଷ କଥା ଉପରେ ଧ୍ୟାନ ରଖିବା ଉଚିତ। ସୂତକ କାଳ ସମୟରେ ଖାଦ୍ୟପାନୀୟ ଏବଂ ପୂଜାପାଠ ଆଦି ଧାର୍ମିକ କାର୍ଯ୍ୟରୁ ଦୂରେଇ ରହିବା ଉଚିତ। ଏହି ସମୟରେ ଭଗବାନଙ୍କ ଧ୍ୟାନ କରନ୍ତୁ। ଏହି ଅବଧିରେ ଗର୍ଭବତୀ ମହିଳା ମାନେ ବିଶେଷ ସାବଧାନ ରହିବା ଆବଶ୍ୟକ। ଗ୍ରହଣ ସମୟରେ ଭଗବାନ ମହାଦେବଙ୍କ ଆରାଧନା କରିବା ଲାଭଦାୟକ ହୋଇଥାଏ। ପାଞ୍ଚଟି ରାଶିର ଲୋକଙ୍କ ଉପରେ ଚନ୍ଦ୍ର ଗ୍ରହଣର ପ୍ରଭାବ ପଡ଼ିବ। ବୃଷ ରାଶି, କନ୍ୟା ରାଶି, ବିଛା ରାଶି, ଧନୁ ରାଶି ଏବଂ ମେଷ ରାଶିରେ ଚନ୍ଦ୍ର ଗ୍ରହଣର ସର୍ବାଧିକ ପ୍ରଭାବ ରହିବ । ଏହି ସମୟରେ ଆପଣଙ୍କୁ ଅଯଥା ଖର୍ଚ୍ଚ ଓ ବାଦବିବାଦ ରୁ ଦୂରେଇ ରହିବା ଆବଶ୍ୟକ। ଏକାନ୍ତରେ ପ୍ରଭୁଙ୍କ ଧ୍ୟାନ କରିବା ଉଚିତ ।
୧୯ ନଭେମ୍ବରକୁ ପଡ଼ିବାକୁ ଥିବା ଏହି ଚନ୍ଦ୍ର ଗ୍ରହଣ ସବୁ ରାଶି ଉପରେ ନିଜର ଅଲଗା ଅଲଗା ପ୍ରଭାବ ପକାଇବ କିନ୍ତୁ ସବୁ ରାଶିଙ୍କ ଠାରୁ ଏହି ୪ଟି ରାଶି ଏପରି ଯାହାକି ବୋହୁତ ଅଧିକ ଭାଗ୍ୟଶାଳୀ ଏମାନଙ୍କୁ କୋଟି କୋଟି ଧନ ପ୍ରାପ୍ତି ହେବ। ଦର୍ଶକ ବନ୍ଧୁ ଏହି ଗ୍ରହଣ ପରେ ଦେଶରେ ବୋହୁତ ଅଧିକ ପ୍ରଭାବ ପଡିବ କେତେ ପ୍ରକାର ଶୁଭ ଏବଂ ଅଶୁଭ କଥା ଦେଖିବାକୁ ମିଳିବ ଯେପରିକି ତୋଫାନ୍ ଭୂମିକମ୍ପ ଆଉ ପ୍ରାକୃତିକ ଘଟଣା ଦର୍ଶକ ବନ୍ଧୁ ୧୯ ନଭେମ୍ବରକୁ ପଡ଼ିବାକୁ ଥିବା ଏହି ଚନ୍ଦ୍ର ଗ୍ରହଣର ଠିକ୍ ସମୟ ଏବଂ ଶୁଭଘାଳ ଏବଂ କେଉଁ କେଉଁ ରାଶି ଭାଗ୍ୟଶାଳୀ ରହିବେ ଏବଂ କେଉଁ ପ୍ରକାର ପ୍ରଭାବ ଏହି ରାଶି ଉପରେ ପଡ଼ିବ ଏହି ସବୁ ବିଷୟରେ ସଂପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା।
ଦର୍ଶକ ବନ୍ଧୁ ଏହି ଚନ୍ଦ୍ର ଗ୍ରହଣ ଭାରତରେ ମଧ୍ୟ ଦେଖାଦେବ ଏବଂ ଏହାର ଖରାପ ପ୍ରଭାବକୁ ମଧ୍ୟ ଦେଖିବାକୁ ମିଳିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଚନ୍ଦ୍ର ଗ୍ରହଣର ସୂତକ କଳାକୁ ମାନାଯାଏ ନାହିଁ କାରଣ ଏହା ଭାରତରେ ଦିନରେ ଦେଖା ଦେବ କିନ୍ତୁ ୪ଟି ରାଶି ଏପରି ଅଛନ୍ତି ଯାହାଙ୍କ ଉପରେ ଶୁଭ ପ୍ରଭାବ ଦେଖିବାକୁ ମିଳିବ ଏହି ୪ଟି ରାଶି ଉପରେ ଚନ୍ଦ୍ର ଗ୍ରହଣର ପ୍ରଭାବ ସକାରାତ୍ମକ ରହିବ। ୧୯ ନଭେମ୍ବର ୨୦୨୧ ର ଏହି ଚନ୍ଦ୍ର ଗ୍ରହଣ ଆମେରିକା, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ପୂର୍ବ ଆମେରିକା ତାହା ସହିତ ଉତ୍ତର ଇଉରୋପରେ ଦେଖାଦେବ। ପୂର୍ଣ୍ଣ ଏସିଆ, ଅଷ୍ଟ୍ରେଲିଆ, ପ୍ରଶାନ୍ତ ମହାସାଗର ତାହା ସହିତ ହିନ୍ଦୁ ମହାସାଗରର କିଛି ଅଂଶରେ ଏହା ଦେଖାଦେବ। ଭାରତର ଆସାମ ଏବଂ ଅରୁଣାଚଳ ପ୍ରଦେଶର କିଛି ଅଂଶରେ ଦେଖା ହେବ। ଏବେ ଜାଣିବା ଏହାର ସୂତକ କାଳ ବିଷୟରେ।
ଚନ୍ଦ୍ର ଗ୍ରହଣ ଲାଗିବାର ୯ ଘଣ୍ଟା ପୂର୍ବରୁ ସୂତକ କାଳ ଆରମ୍ଭ ହୋଇଯିବ କିନ୍ତୁ ଭାରତରେ ଏହା ଦିନରେ ଦେଖାଦେବ ଏଥିପାଇଁ ସଂପୂର୍ଣ୍ଣ ଭାବରେ ଏହାକୁ ମାନାଯିବ ନାହିଁ। ଦର୍ଶକ ବନ୍ଧୁ ଚନ୍ଦ୍ର ଗ୍ରହଣ ଲାଗିବାର ସମୟ ୧୯ ନଭେମ୍ବର ଦ୍ୱିପ୍ରହରର ୧୧:୩୨ ମିନିଟ୍ ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୫:୩୪ ମିନିଟ୍ ପର୍ଯ୍ୟନ୍ତ ରହିବ ଯାହାକୁ ବୋହୁତ ଲମ୍ବା ଏବଂ ପ୍ରଭାବଶାଳୀ ଚନ୍ଦ୍ର ଗ୍ରହଣ ଅଟେ। ଏହି ଚନ୍ଦ୍ର ଗ୍ରହଣ ସମୟରେ ଆପଣଙ୍କୁ କିଛି ବିଶେଷ ସାବଧାନତା ଅବଲମ୍ବନ କରିବା ଜରୁରୀ ଅଟେ। ଚନ୍ଦ୍ର ଗ୍ରହଣ ଲାଗିବାର ୨ ଘଣ୍ଟା ପୂର୍ବରୁ ସୂତକ କାଳ ଆରମ୍ଭ ହୋଇଯାଏ ତେବେ ଯେଉଁ ଯେଉଁ ଜାଗାରେ ଚନ୍ଦ୍ର ଗ୍ରହଣ ଦେଖାଦେବ ସେହି ଥରେ ସୂତକ କାଳ ୯ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଯିବ। ଏହି ସମୟରେ ଗର୍ଭବତୀ ମହିଳା ଭୋଜନ କରି ପାରିବେ ନାହିଁ ଘରର ଛୋଟ ପିଲାଙ୍କୁ ଛାଡି କାହାକୁ ମଧ୍ୟ ଭୋଜନ କରିବା ଉଚିତ୍ ନୁହେଁ, ଏହି ସମୟରେ ଖାଇବା ପିଇବା ଜିନିଷରେ ତୁଳସୀ ପତ୍ର ପକାଇବା ଉଚିତ୍। ସୂତକ କାଳ ପରେ ଆପଣ କୌଣସି ପ୍ରକାର ଛୁରୀ କିମ୍ବା ପନିକିରେ ପାରିବା କରିବା ଉଚିତ୍ ନୁହେଁ।
ଗ୍ରହଣ ସମୟରେ ଶୋଇବା ଉଚିତ୍ ନୁହେଁ। ଗ୍ରହଣ ସମୟରେ ବୋହୁତ କିଛି ସାବଧାନତା ଗର୍ଭବତୀ ମହିଳାଙ୍କୁ ମାନି ରହିବାକୁ ହେବ। ଏହାର ପ୍ରଭାବ ସବୁ ରାଶି ମାନଙ୍କ ଉପରେ ପଡ଼ିବ କିନ୍ତୁ ଏହି ୪ଟି ରାଶି ଧନରେ ମାଲାମାଲ୍ ହେବାକୁ ଯାଉଛନ୍ତି। ଗ୍ରହଣ କଳା ସମୟରେ ଗରୀବ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ଶୁଭ ମାନାଯାଏ। ସୂତକ କାଳରେ କୌଣସି ଶୁଭ କାମ କରିବା ଉଚିତ୍ ନୁହେଁ, ଗ୍ରନ୍ଥ ଅନୁସାରେ ସୂତକ କାଳରେ ଦେବୀ ଦେବତାଙ୍କ ମୂର୍ତ୍ତି ଛୁଇଁବା ଉଚିତ୍ ନୁହେଁ। ଚନ୍ଦ୍ର ଗ୍ରହଣ ସମୟରେ ଏହାର ଅଶୁଭ ପ୍ରଭାବରୁ ବଞ୍ଚିବା ପାଇଁ ଆପଣଙ୍କୁ ଏହି ସମୟରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ଉଚିତ୍ ଭଗଵାନ ଶ୍ରୀକୃଷ୍ଣଙ୍କର ମନ୍ତ୍ର ଜୟ ଶ୍ରୀକୃଷ୍ଣ ମନ୍ତ୍ର ଜପ କରନ୍ତୁ, ଓମ୍ ନମଃ ଭଗବତେ ବାସୁଦେବାୟ ମନ୍ତ୍ରର ବି ଜପ କରନ୍ତୁ, ଗୀତା ପାଠ କରନ୍ତୁ। ଦର୍ଶକ ବନ୍ଧୁ ଏବେ ଆସନ୍ତୁ ଜାଣିବା ସେହି ୪ଟି ରାଶିମାନଙ୍କ ବିଷୟରେ ଯେଉଁମାନେ କି ଏହି ଚନ୍ଦ୍ର ଗ୍ରହଣ ସମୟରେ ଧନରେ ମାଲାମାଲ୍ ହେବାକୁ ଯାଉଛନ୍ତି ଆଉ କିଛି ରାଶି ମଧ୍ୟ ଅଛନ୍ତି ଯାହାଙ୍କୁ ସାବଧାନତା ଅବଲମ୍ବନ କରିବା ଉଚିତ୍।
ମେଷ ରାଶି: ମେଷ ରାଶିର ଜାତକ ଏହି ୧୯ ନଭେମ୍ବରରେ ଲାଗିବାକୁ ଥିବା ଚନ୍ଦ୍ର ଗ୍ରହଣ ଆପଣଙ୍କ ପାଇଁ ବୋହୁତ ଭଲ ରହିବ ଧନ ସହିତ ଜଡିତ ସମସ୍ୟା ଦୂର ହେବ, ଜମି ସମ୍ବନ୍ଧିତ ସମସ୍ୟା ଦୂର ହେବ ତାହା ସହିତ କିଛି ନୂଆ ମାର୍ଗ ମଧ୍ୟ ଆପଣଙ୍କୁ ମିଳିବ। ଏହି ଚନ୍ଦ୍ର ଗ୍ରହଣରେ ଆପଣଙ୍କୁ ସଫଳତା ମିଳିବ, ଚାକିରୀରେ କିଛି ଅସୁବିଧା ହେବ ନାହିଁ ନୂଆ ଚାକିରୀ ମଧ୍ୟ ଆପଣଙ୍କୁ ମିଳିପାରେ।
ମିଥୁନ ରାଶି: ଏହି ଚନ୍ଦ୍ର ଗ୍ରହଣ ଆପଣଙ୍କ ପାଇଁ ବୋହୁତ ଶୁଭ ରହିବ କାରଣ ଆପଣମାନଙ୍କୁ ଧନ ଦୌଲତ ପ୍ରାପ୍ତି ହେବ, ସଫଳତା ମଧ୍ୟ ମିଳିବ , ଆପଣ ଯଦି ଚେଷ୍ଟା କରିବେ ତେବେ ଆପଣଙ୍କୁ ସବୁ ପ୍ରକାର କାର୍ଯ୍ୟରେ ସଫଳତା ମିଳିବ। କେତେ ପ୍ରକାର ଶୁଭ କାର୍ଯ୍ୟ ଆପଣ ଆପଣଙ୍କ କାର୍ଯ୍ୟରେ କରିବେ। ପୁରୁଣା ମିତ୍ର ସହିତ ଦେଖା ହୋଇପାରେ ତାହା ସହିତ ବୈବାହିକ ଜୀବନ ଆପଣଙ୍କର ଭଲ ରହିବ, ପତିପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଭଲ ରହିବ, ସନ୍ତାନ ପ୍ରାପ୍ତିର ଯୋଗ ମଧ୍ୟ ବନୁଛି।
କନ୍ୟା ରାଶି: ଆପଣଙ୍କ ଖର୍ଚ୍ଚରେ କମୀ ଦେଖିବାକୁ ମିଳିବ, ଟଙ୍କାର ଆବଶ୍ୟକ ପଡ଼ିଲେ ଆପଣଙ୍କୁ ଟଙ୍କା ସଙ୍ଗେ ସଙ୍ଗେ ମିଳିଯିବ, ଆପଣଙ୍କ ଆର୍ଥିକ ସ୍ଥିତିରେ ବୋହୁତ ସୁଧାର ଦେଖିବାକୁ ମିଳିବ ତାହା ସହିତ ଆପଣଙ୍କ ଜୀବନରେ ସଫଳତାର ନୂଆ ରାସ୍ତା ଖୋଲିବ ଏହି ଚନ୍ଦ୍ର ଗ୍ରହଣ ଆପଣଙ୍କ ପାଇଁ ବୋହୁତ ଶୁଭ କରିବ, ଆପଣଙ୍କୁ ଏହା ଧନରେ ମାଲାମାଲ୍ ବନାଇବ କାରଣ ଏହି ଚନ୍ଦ୍ର ଗ୍ରହଣରେ ଆପଣଙ୍କୁ ସେୟାର ମାର୍କେଟରେ ଲାଭ ମିଳିବ। ଆପଣଙ୍କ ପ୍ରେମ ସମ୍ବନ୍ଧରେ ଆପଣଙ୍କୁ ମଧୁରତା ଦେଖିବାକୁ ମିଳିବ। ଆପଣଙ୍କ ପାଇଁ ଏହି ସମୟ ବୋହୁତ ଶୁଭ ରହିବ।
ମକର ରାଶି: ମକର ରାଶିର ଜାତକଙ୍କ ପାଇଁ ଏହି ଚନ୍ଦ୍ର ଗ୍ରହଣ ବୋହୁତ ଶୁଭ ରହିବ ଆପଣ ଏହି ସମୟରେ ଟିକେ ସାବଧାନ ରୁହନ୍ତୁ ଆପଣ ଯଦି ଟଙ୍କା ଖର୍ଚ୍ଚ କରିବା ପାଇଁ ଚାହୁଁଥାନ୍ତି ତେବେ ଭାବିଚିନ୍ତି କୌଣସି କାମରେ ଟଙ୍କା ଖର୍ଚ୍ଚ କରନ୍ତୁ। ପଡୋଶୀଙ୍କ ସହ ଭଲ ସମ୍ପର୍କ ରହିବ, ଆପଣଙ୍କ ଆର୍ଥିକ ସ୍ଥିତି ଭଲ ରହିବ ଆପଣ ଆପଣଙ୍କ ବାଣୀରେ ନିୟନ୍ତ୍ରଣ ରଖନ୍ତୁ, ଆପଣ ପାଠ ପଢ଼ାରେ ଆଗରେ ରହିବେ କୌଣସି ମହତ୍ତ୍ଵପୂର୍ଣ୍ଣ କାର୍ଯ୍ୟ ଆପଣଙ୍କର ସଫଳ ହେବ। ଘରେ ଅବିବାହିତ ବ୍ୟକ୍ତିଙ୍କର ବାହାଘର ହୋଇପାରେ, ଘରେ ଶୁଭ କାର୍ଯ୍ୟ ହୋଇପାରେ।
