ପୋଲିସ କମିଶନରେଟଙ୍କ ବଡ ଘୋଷଣା : ପ୍ରେମୀ ଯୁଗଳଙ୍କ ପାଇଁ ଜାରିହେଲା ନୂଆ ହେଲ୍ପ ଲାଇନ ନମ୍ବର
ଆଜି ଏକ ବହୁତ ବଡ ଗୁରୁତ୍ୱପୂର୍ଣ୍ଣ ଘଟଣା ସଂପର୍କରେ ଆମେ ଆପଣ ମାନଙ୍କୁ କହିବୁ ଯାହା ଜାଣି ରଖିବା ଆପଣ ମାନଙ୍କ ପାଇଁ ନିତାନ୍ତ ଆବଶ୍ୟକ । ବିଶେଷ କରି କହିବାକୁ ଗଲେ ଏହି ସମାଜରେ ଝିଅ ମାନେ ଯେତେବେଳେ ଗୋଟିଏ ଅଜଣା ଫୋନ କଲର ଶିକାର ହୋଇଥାନ୍ତି ଏବଂ କିଛି ଜାଣିନଜାଣି ତାହାର କଥାରେ ପଡି ଯାଆନ୍ତି ଏବଂ ଅନେକ ସମୟରେ ସେଥିପାଇଁ ବହୁତ ହଇରାଣ ହେଇଥାନ୍ତି ।
ତେବେ ସେହି ସମସ୍ତ କଥାକୁ ଆଖି ଆଗରେ ରଖି ପୋଲିସ କମିଶନରେଟ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ଆରମ୍ଭ କରିବାର ମୁଖ୍ୟ ମାଧ୍ୟମ ଏହା କି ଆଜିର ସମୟରେ ଏହି ବ୍ୟାପକ ସୋସିଆଲ ମିଡିଆ ଦ୍ୱାରା ଜଣେ ଝିଅଟିର ଅଜଣା ବ୍ୟକ୍ତିର କଥାରେ ଭାସିଯାଏ ସେହି ସମୟରେ ସେ ଜାଣିପାରିନଥାଏ କି ତାହା ପାଇଁ କେଉଁ କାମ କରିବା ଠିକ ଏବଂ କେଉଁ କାମ କରିବା ଭୁଲ ।
ତେବେ ସେହି ସମୟରେ ସେ ଅନ୍ୟ ବ୍ୟକ୍ତିର ଜାଲରେ ଫଶିଯାଇଥାଏ ଏବଂ ତାହାକୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ଏହା ଦ୍ୱାରା ଜଣେ ସାମାଜିକ , ଆର୍ଥିକ ବିଭିନ୍ନ ତରଫରୁ ହଇରାଣ କରାଯାଇଥାଏ । ତେବେ ଏହି ସମସ୍ତ କଥାକୁ ଆଖି ଆଗରେ ରକି ଏହାକୁ ବୁଝି ଏହାର ସମାଧାନ କରିବା ପାଇଁ କମିଶନରେଟର ପୋଲିସ ମାନଙ୍କର ମିଳିତ ସହଯୋଗରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ଯାହାର ନାମ ହେଉଛି ପ୍ରାରମ୍ଭ । ଏହି କାର୍ଯ୍ୟକ୍ରମର ୪ ଟି ମୁଖ୍ୟ ଦିଗ ମଧ୍ୟ ରହିଛି , ତେବେ କଣ ସେହି ଚାରୋଟି ଜିନିଷ ଆସନ୍ତୁ ଜାଣିବା ସେ ବିଷୟରେ …..
୧ :- ପ୍ରଥମତଃ ହେଉଛି କି ସୋସିଆଲ ମିଡିଆ ଏବଂ ମିଡିଆ ସହିତ କମ୍ପାନ କରାଯିବ ଏହା ସହ ଦରକାର ପଡିଲେ ଏହି ଦଳ ବସ୍ତିକୁ ଯିବେ, ଓରବାନ ଏକରଆକୁ ଯିବେ ଏବଂ ସେଠାକର ଲୋକମାନଙ୍କୁ ବୁଝାଇବେ କି ପିଲା ମାନଙ୍କୁ କେଉଁ କାମ ପାଇଁ ଆକଟ କରାଯିବ ଏବଂ କେଉଁ କାମ କକରିବାକୁ ଦିଆଯିବ ।
୨ :- ଦ୍ୱିତୀୟତଃ ସ୍କୁଲ ଏବଂ ବିଭିନ୍ନ କଲେଜ ମାନଙ୍କର ୱାର୍କସପ କରାଯିବ । କାହିଁକି ଆଜିର ୟଙ୍ଗଏଜର ପିଲା ମାନେ ଅତ୍ୟଧିକ ମାତ୍ରାରେ ସୋସିଆଲ ମିଡିଆ ସହିତ ଜଡିତ ରହୁଛନ୍ତି ତେଣୁ ସେମାନଙ୍କୁ ସଠିକ ରାସ୍ତା ଦେଖାଇବା ପାଇଁ ଏହା କରାଯିବ ।
୩ :- ତୃତୀୟତଃ ଯଦି ସୋମାନେ ଜାଣିବାକୁ ପାଇବେ କି ପିଲାଟି କୌଣସି ପ୍ରକାର ଅସୁବିଧାର ଚକ୍ରବ୍ୟୁହୁରେ ଫସିଯାଇଛି ତେବେ ତାହାକୁ ସେଥିରୁ ବାହାର କରିବା ସହିତ ପିତା ମାତାକୁ ସେ ବିଷୟରେ ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରିବୁ ।
୪ :- ଚତୁର୍ଥତଃ ପୋଲିସ କମିଶନରଟ ମିଳିକରି ଏହି ଯେଉଁ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ତାହାକୁ ବହୁତ ଶକ୍ତ କରିବାର ପ୍ରାୟାୟ କରିଯିବ । ଏହା ଦ୍ୱାରା ଚାରିଟି ଦିଗର କାମ ବହୁତ ଭଲ ଭବାରେ ହୋଇପାରିବ । ଏଥିପାଇଁ ଏକ ଟେଲିଫୋନ ନମ୍ବର ମଧ୍ୟ ପ୍ରଦାନ କରାଯାଇଛି ୫୪୫୪୪୫ । ଏହି ଟେଲିଫୋନ ନମ୍ବର ୧୦ ଟାରୁ ୫ ଟା ମଧ୍ୟରେ କାର୍ଯ୍ୟକାରୀ ରହିବ ।
ଆମେ ଆଶା କରୁଛୁ ଆପଣଙ୍କୁ ଏହି ଖବର ଟି ନିଶ୍ଚୟ ପସନ୍ଦ ଆସିଥିବ। ଆମେ ଏମିତି ଆହୁରି ବିଭିନ୍ନ ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ସେୟାର କରିବେ ।
