ଇ-ଶ୍ରମ କାର୍ଡକୁ ନେଇ ଆସିଲା ଖୁସି ଖବର : ଏହି ଦିନ ମିଳିବ ପ୍ରଥମ କିସ୍ତି, କେମିତି ଉଠାଇବେ ଲାଭ ଜାଣନ୍ତୁ
ନୂଆଦିଲ୍ଲୀ : ଇ-ଶ୍ରମ କାର୍ଡକୁ ନେଇ ଆସିଲା ଖୁସି ଖବର । ଯଦି ଆପଣମାନେ ଇ-ଶ୍ରମ କାର୍ଡ ପାଇଁ ପଞ୍ଜିକରଣ କରି ସାରିଛନ୍ତି ଏବଂ କାର୍ଡ ଅଛି ତେବେ ଆପଣଙ୍କ ପାଇଁ ଆସିଛି ଖୁସି ଖବର । ଫାଇନାଲ ଏଇ ତାରିଖରେ ମିଳିବାକୁ ଯାଉଛି ୧୦ ହଜାର । ଏ ନେଇ ଆସିଛି କେନ୍ଦ୍ର ସରକାରଙ୍କ ପକ୍ଷରୁ ଖବର ପ୍ରଥମ କିସ୍ତି କେବେ ମିଳିବ ଆସନ୍ତୁ ଜାଣିବା ସେ ବିଷୟରେ ।
ବର୍ତ୍ତମାନ ସମୟରେ ବଡ଼ ଖବର ଆସିଛି ଇ-ଶ୍ରମ କାର୍ଡ ରେ ମିଳିବ ପ୍ରଥମ କିସ୍ତି ୧୦ ହଜାର ଟଙ୍କା ଯେଉଁମାନେ ପଞ୍ଜିକରଣ କରିସାରିଛନ୍ତି ସେମାନଙ୍କୁ ମିଳିବ ଏଇ ତାରିଖରେ ଟଙ୍କା ଏବେ ସୋସିଆଲ ମିଡିଆରେ ଏଇ ଖବର ଘୁରି ବୁଲୁଛି ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଏହା ସତ୍ୟ ନା ମିଥ୍ୟା କାହିଁକି ଏମିତି ସମସ୍ତେ କହୁଛନ୍ତି ।
ଆପଣଙ୍କୁ କହି ରଖୁଛୁ ସରକାରଙ୍କ ନିର୍ଦେଶ ଅନୁସାରେ ଡିସେମ୍ବର ଯାଏ ପଞ୍ଜିକରଣ କରିପାରିବେ ଏଇ ଲୋକମାନେ ତାପରେ ଆପଣମାନେ କରିପାରିବେ ନାହିଁ ଜାନୁଆରୀ ୨୦୨୨ ଠାରୁ ଯାହା ସବୁ ବେନିଫିଟ ରହିଛି ଲୋକମାନେ ସେଥିରେ ଲାଭ ଉଠେଇ ପାରିବେ ।
ଯେଉଁମାନେ ପଞ୍ଜିକରଣ କରି ନାହାନ୍ତି କରି ନିଅନ୍ତୁ ନହେଲେ ଆପଣ ପଞ୍ଜିକରଣ କରିପାରିବେ ନାହିଁ ଯେଉଁ ଖବର ଘୁରି ବୁଲୁଛି, ୧୦ ହଜାର ଟଙ୍କା ମିଳିବ ବର୍ତ୍ତମାନ କୌଣସି ଭି ଅପଡେଟ ଆସିନାହିଁ ।
ଯେଉଁମାନେ ପଞ୍ଜିକରଣ କରିଛନ୍ତି ସେମାନଙ୍କୁ ୨ ଲକ୍ଷ ଟଙ୍କାର ବୀମା ରାଶି ମିଳିପାରିବ । କୌଣସି ଦୁର୍ଘଟଣା ଘଟିଲେ ୨ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଏତିକି ଘୋଷଣା କରାଯାଇଛି । ଜାନୁଆରୀ ମାସରୁ ସରକାର ଅପଡେଟ ଦେବେ ଟଙ୍କା ମିଳିବ ନା ନାହିଁ । ବର୍ତ୍ତମାନ ଯେଉଁ ଖବର ପ୍ରସାରିତ ହେଉଛି ପ୍ରଥମ କିସ୍ତି ଟଙ୍କା ଆପଣ ଜମାରୁ ବିଶ୍ୱାସ କରନ୍ତୁ ନାହିଁ ଏ ସବୁ ମିଛ ।
