ଯଦି ପରିଶ୍ରମ ପରେ ବି ଧନ ଉପାର୍ଜନ ହେଉନାହିଁ, ତାହେଲେ ଘରୁ ବାହାର କରି ଦିଅନ୍ତୁ ଏହି ବସ୍ତୁ
ପ୍ରାୟତଃ କ୍ଷେତ୍ରରେ ଆମେ ଦେଖିଛେ କି ଆମେ ଅନେକ ପୂଜା ଅନୁଷ୍ଠାନ ଆଦି କରୁଛେ, ପରିଶ୍ରମ ମଧ୍ୟ କରିଥାଉ। କିନ୍ତୁ ତଥାପି ଧନର ସମସ୍ୟା ଦେଖା ଦେଇଥାଏ, ଘରେ ସୁଖଶାନ୍ତି ରହି ନଥାଏ, ଏଭଳି ସାଧାରଣତଃ ହୋଇଥାଏ। ଏଭଳି ଅନେକ ଥର ହୋଇଥାଏ କାରଣ ଆମେ କିଛି ବସ୍ତୁ ଯାହାର ଘରେ ଅଧିକ ଖରାପ ପ୍ରଭାବ ପଡିଥାଏ, ସେଗୁଡିକୁ ଘରେ ରଖିଥାଉ। ଏହି କାରଣରୁ ଉପରେ ଥିବା ଶକ୍ତି ଆମ ଉପରେ କ୍ରୋଧିତ ହୋଇ ଯାଇ ଥାନ୍ତି। ଚାଲନ୍ତୁ ସେହି ବସ୍ତୁ ଗୁଡିକ ବିଷୟରେ ଜାଣି ନେବା।
ଖଣ୍ଡିତ ମୂର୍ତ୍ତି –
ଯଦି ଆପଣ ଘରେ ଖଣ୍ଡିତ ମୂର୍ତ୍ତି ରଖିଛନ୍ତି ତାହେଲେ ଏହାକୁ ଅତ୍ୟନ୍ତ ଅଶୁଭ ମାନା ଯାଇଥାଏ। ଏହା ଆପଣଙ୍କ ଘର ପାଇଁ ଏକ ଅଶୁଭ ସଂକେତ ଅଟେ। ଏହି କାରଣରୁ ଆପଣ ଏହି ମୂର୍ତ୍ତିକୁ ସମ୍ମାନ ପୂର୍ବକ ଜଳରେ ବିସର୍ଜନ କରି ଦିଅନ୍ତୁ। କହିବାକୁ ଗଲେ ସାଧାରଣତଃ ଲୋକେ ନଦୀକୁ ପ୍ରଦୂଷିତ କରୁଥିବା ମୂର୍ତ୍ତି ଘରକୁ ଆଣିଥାନ୍ତି। ଏଥିପାଇଁ ଏହା ନକରି ଇକୋ ଫ୍ରେଣ୍ଡଲି ବା ପଥର ମୂର୍ତ୍ତି ଆଣନ୍ତୁ, ଯାହା ସମୟ ସହିତ ଜଳ ମଧ୍ୟରେ ସମାହିତ ହୋଇଯିବ।
ଜଙ୍କ ଲାଗିଥିବା ଲୁହା –
ଘରେ ଲୁହାର ବସ୍ତୁ ରହିବା ଏକ ଅଶୁଭ ସଂକେତ ଅଟେ। ଏଥିପାଇଁ ଘରେ କେବେ ଜଙ୍କ ଲାଗିଥିବା ଲୁହାକୁ ରଖନ୍ତୁ ନାହିଁ। ଏଭଳି କରିବା ଦ୍ଵାରା ଆପଣଙ୍କ ଘରକୁ ନକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ ଏବଂ ଯଦି ଆପଣ ଭଲ କାମ କରୁଛନ୍ତି , ପରିଶ୍ରମ କରୁଛନ୍ତି ତଥାପି ଆପଣଙ୍କୁ ଫାଇଦା ମିଳିବ ନାହିଁ।
ଅଇଁଠା ବାସନ –
ବେଳେବେଳେ ଘରେ ଅଇଁଠା ଖାଇଥିବା ଖାଦ୍ୟ ବା ବାସନ ପକାଇବା ଉଚିତ ନୁହେଁ। ଏହାର ସଫେଇ ତୁରନ୍ତ କରିଦେବା ଉଚିତ। ନଚେତ ଏହାରକୁ ପ୍ରଭାବ ଆପଣଙ୍କ ଜୀବନକୁ ସୁଦୃଢ ନକରି ବର୍ବାଦ କରିଦେବ। ଆପଣଙ୍କୁ ଜୀବନରେ ଆଗକୁ ବଢିବା ପାଇଁ ହେଲେ ଏହି ଜିନିଷ ଗୁଡ଼ିକୁ ଧ୍ୟାନ ଦେବା ଆବଶ୍ୟକ। ଅଇଁଠା ବାସନ ଖାଇସାରି ପକାଇ ରଖନ୍ତୁ ନାହିଁ।
ବନ୍ଧୁଗଣ ନମସ୍କାର । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।



