ଶନିବାର ଦିନ ଏହି ୫ଟି ଜିନିଷ କାହାକୁ ଦିଅନ୍ତୁ ନାହିଁ, ନହେଲେ ପଡ଼ିବ ଶନି ଦଶା!
ବନ୍ଧୁଗଣ ଯଦି ଶନି ଦେବଙ୍କର କୌଣସି ଜାତକ ଉପରେ ଖରାପ ନଜର ପଡିଯାଏ ତେବେ ସେହି ରାଶିର ମନୁଷ୍ୟ ନିଜର ସବୁ ଅସୁବିଧାକୁ ସଜାଡ଼ିବାରେ ସମ୍ପୂର୍ଣ ଜୀବନ କଟି ଯାଏ। ଯଦି ଶନିଦେବଙ୍କ କୃପା ଦୃଷ୍ଟି ପଡିଯାଏ ସେହି ମଣିଷ ବହୁତ କମ ସମୟରେ ନିଜର ଜୀବନରେ ସବୁ ପ୍ରକାର ସୁଖ ପ୍ରାପ୍ତି କରିଥାଏ। ବନ୍ଧୁଗଣ ଆପଣମାନେ ତ ଜାଣିଥିବେ ଶନିବାର ଦିନ ଆମେ ପ୍ରଭୁ ହନୁମାନ ଏବଂ ଶନିଦେବଙ୍କୁ ପୂଜା କରିଥାଉ। ଯଦି ଆମେ ଶନିଦେବଙ୍କ କଥା କହିବା ଏବେ ତାଙ୍କୁ ସବୁ ଗ୍ରହର ନିଷ୍ପକ୍ଷ ନ୍ୟାୟ କାରୀକା ବୋଲି କୁହାଯାଏ। ତେଣୁ କିଛି କାମ ରହିଛି ଯାହା ଶନିବାର ଦିନ କରିବା ଦ୍ୱାରା ଶନିଦେବ କ୍ରୋଧିତ ହୋଇଯାନ୍ତି ତେବେ ଆସନ୍ତୁ ଜାଣିବା କଣ ରହିଛି ସେହି କାର୍ଯ୍ୟ ଗୁଡିକ ଯାହା ଦ୍ୱାରା ଶନିଦେବ କ୍ରୋଧିତ ହୁଅନ୍ତି। ପ୍ରଥମ କାର୍ଯ୍ୟ ଶନିବାର ଦିନ କାହାକୁ ଉପହାର ଦିଅନ୍ତୁ ନାହିଁ କାରଣ ଏହା କରିବା ଦ୍ୱାରା ଶନି ଦୋଷ ଲାଗିଥାଏ। ଶନିବାର ଦିନ ତମ୍ବା ବାସନ ଦାନ କରିବା ଦ୍ୱାରା ବ୍ୟବସାୟରେ କ୍ଷତି ହୋଇଥାଏ।
ଶନିବାର ଦିନ ଲୁହା କିମ୍ବା ଷ୍ଟିଲରେ ତିଆରି କଇଁଚିକୁ ଦାନ କଲେ ସମ୍ଫର୍କ ଭାଙ୍ଗିଯାଏ ଘରେ ଅଶାନ୍ତି ସୃଷ୍ଟି ହୁଏ। ଶନିବାର ଦିନ ଲାଲ ରଙ୍ଗର କପଡା କିଣି ଉପହାର ଦେଲେ ସମାଜରେ ମା ମାନଙ୍କର ସମ୍ମାନ କମିଯାଏ। ଆପଣଙ୍କ କାର୍ଯ୍ୟରେ ବାଧା ବିଘ୍ନ ସୃଷ୍ଟି ହୁଏ। ଚର୍ତୁଥ କାର୍ଯ୍ୟ ଶନିବାର ଦିନ ଲାଲ ପେନ କିଣିଲେ ବ୍ୟକ୍ତିଙ୍କୁ ଅପମାନ ସହିବାକୁ ପଡିଥାଏ। ଶନିବାର ଦିନ ସଫା ଧଳା ରଙ୍ଗର ପୋଷାକ ଉପହାର କରି ଦିଅନ୍ତୁ ନାହିଁ ତେବେ କଳି ଝଗଡା ବଢିଯାଇଥାଏ। ଘରେ କାହାକୁ ମଧ୍ୟ ଲାଲ ରଙ୍ଗର ପେନ କିମ୍ବା ପୋଷାକ ଉପହାର ରୂପରେ ଦିଅନ୍ତୁ ନାହିଁ।
ଶନିବାର ଦିନ କାହାକୁ ମଧ୍ୟ ଲୁହା,ଷ୍ଟିଲ ଜିନିଷ ଉଦ୍ଧାର ଦିଅନ୍ତୁ ନାହିଁ ଏବଂ ଯଦି କାହାକୁ ଦେଉଛନ୍ତି ସେହିଦିନ ଫେରେଇକି ଆଣନ୍ତୁ ନାହିଁ। ଏହା ଦ୍ୱାରା ଅଭାବ ଅନଟନ ଲାଗି ରହିବ। ପଞ୍ଚମ କାର୍ଯ୍ୟ ଶନିବାର ଦିନ ରାଶି ତେଲର ଦୀପ ଶନିଦେବଙ୍କ ପାଖରେ ଜାଳନ୍ତୁ। କାରଣ ଏହା କରିବା ଦ୍ୱାରା ଶନିଦେବ ପ୍ରସନ୍ନ ହୁଅନ୍ତି। ଏଣୁ ଶନିବାର ଦିନ ରାଶି ତେଲର ଦୀପ ନିଶ୍ଚୟ ଶନିଦେବଙ୍କୁ ଅର୍ପଣ କରନ୍ତୁ। ଏହା ଦ୍ୱାରା ଘରର ସୁଖ ସମୃଦ୍ଧି ଏବଂ ପରିବାରରେ ଶାନ୍ତି ଲାଗି ରହିବ। ବନ୍ଧୁଗଣ ଆଶା କରୁଛି ଆମର ଏହି ଖବର ଆପଣମାନଙ୍କୁ ଭଲ ଲାଗିଥିବ ଯଦି ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରନ୍ତୁ ଧନ୍ୟବାଦ।
ସେହିପରି ହିନ୍ଦୁ ଧର୍ମରେ ଭଗବାନ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। ଶନିଦେବ ଯେତେବେଳେ କାହାର ଉପରେ ଖୁସି ହୁଅନ୍ତି ତେବେ ସେହି ମନୁଷ୍ୟର ସମୟ ବହୁତ ଅଧିକ ଭଲ ହେବା ଆରମ୍ଭ ହୋଇଯାଏ। ଭଗବାନ ଶନିଦେବଙ୍କ ପ୍ରକୋପ ଯେତେ ଅଧିକ ପଡିଥାଏ ତାହା ଠାରୁ ଅଧିକ ସେହି ଲୋକମାନଙ୍କୁ ଖୁସି ଦେଇଥାନ୍ତି। ଭଗବାନ ଶନିଦେବ କାହାର ଶତ୍ରୁ ନୁହଁନ୍ତି ବରଂ ମିତ୍ର ହୋଇଥାନ୍ତି। ଭଗବାନ ଶନିଦେବ ଜଣେ ନ୍ୟାୟପ୍ରିୟ ଗ୍ରହ ଅଟନ୍ତି। ଯିଏକି ପ୍ରତ୍ୟକ ପ୍ରାଣୀ ସହିତ ନ୍ୟାୟ କରିଥାନ୍ତି। କିନ୍ତୁ ଯେଉଁ ଲୋକମାନେ ଅନୈତିକ ଏବଂ ଭୁଲ କାର୍ଯ୍ୟ କରିଥାନ୍ତି ସେମାନଙ୍କୁ ଭଗବାନ ଶନିଦେବଙ୍କର ଦଣ୍ଡ ଭୋଗିବାକୁ ପଡିଥାଏ। ଆପଣଙ୍କୁ କହିଦେଉଛୁ ଯେ ଯେତେବେଳେ ଭଗବାନ ଶନିଦେବ ନିଜର ଚଳନ ବଦଳ କରିଥାନ୍ତି ତେବେ ସେ ରାଶି ମାନଙ୍କର ଅନୁସାରେ କାହାର ଉପରେ ଭାରି ପଡ଼ନ୍ତି ତ କାହାର ଉପରେ ଖୁସି ହୁଅନ୍ତି। ଏମିତିରେ ସବୁ ୧୨ ରାଶି ମାନଙ୍କ ଉପରେ ଭଗବାନ ଶନିଦେବଙ୍କ ପ୍ରଭାବ ରହିଥାଏ। କିନ୍ତୁ ଏହି ମାସରେ ଜ୍ୟୋତିଷଙ୍କ ଅନୁସାରେ ଏମିତି କିଛି ରାଶି ରହିଛି ଯାହାର ଉପରେ ଭଗବାନ ଶନିଦେବଙ୍କର ଆଗାମୀ ୨୧ ବର୍ଷ ପର୍ଯ୍ୟନ୍ତ ଅତ୍ୟନ୍ତ ଖୁସିପୁର୍ଣ ରହିବେ ବୋଲି କୁହାଯାଉଛି। ତେବେ ଆସନ୍ତୁ ଜାଣିବା କଣ ସେହି ରାଶି ଗୁଡିକ।
