ଆଜିର ହସକଥା
ଶିକ୍ଷକ : ସମୀର ତମର ୧୦ଟା ଯାକ ଉତ୍ତର ଭୁଲ୍ ଲେଖିଛ ।
ସମୀର : ନାଁ ସାର୍, ମୋର ୩ଟା ଉତ୍ତର ଭୁଲ୍ ହୋଇଥିବ ।
ଶିକ୍ଷକ : ନିଜ ଖାତା ଠିକ୍ ଭାବରେ ଦେଖିକି କୁହ । ତମର ୧୦ଟା ଯାକ ଉତ୍ତର ଭୁଲ୍ ।
ସମୀର : ନା ନା, ୧୦ଟା ପ୍ରଶ୍ନ ଭିତରୁ ବାପା ୩ଟା ଆଉ ମା’ ୪ଟାର ଉତ୍ତର ଲେଖିଥିଲେ । ମୁଁ ତ ଜମା ୩ଟି ପ୍ରଶ୍ନର ଉତ୍ତର ଲେଖିଥିଲି ।
ପୁଅ : ବାପ ୧ ଆଉ ୧ କେତେ ହେବ ?
ବାପା : ମୁର୍ଖ ତତେ କିଛି ଆସିବନି । ଯା’ ଭିତରୁ କାଲ୍କୁଲେଟର ନେଇ ଆସିବୁ ।
