ଭିଜିଲାନ୍ସ ଜାଲରେ ଆଇପିଓ
ପୁରୀ : ଭିଜିଲାନ୍ସ ଜାଲରେ ପୁରୀ ଜିଲା ଆଇପିଓ ଆଇପିଓ ସୀତାରାମ ସାହୁ । ଶ୍ରୀ ସାହୁ ଙ୍କ ଘର ସମେତ ଏକାସାଙ୍ଗ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ଙ୍କ ଭିଜିଲାନ୍ସ ।
ସୂଚନା ଯେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ଜିଲା ଆଇପିଓ ସୀତାରାମ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ଭିଜିଲାନ୍ସ ପକ୍ଷରୁ ଏକାସାଙ୍ଗରେ ପୁରୀ, ଭୁବନେଶ୍ୱର, ନୟାଗଡ଼ର ୫ଟି ସ୍ଥାନରେ ଚଢାଉ ହୋଇଛି । ଏହି ଚଢାଉରେ ୪ ଜଣ ଡିଏସ୍ପି, ୫ ଜଣ ଇନସ୍ପେକ୍ଟରଙ୍କ ସହ ୮ ଜଣିଆ ଭିଜିଲାନ୍ସ ଟିମ୍ ସାମିଲ ଅଛନ୍ତି । ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ତାହା ସ୍ପଷ୍ଟ ହୋଇନାହିଁ ।
