ଆଜିର ଭାଗ୍ୟଫଳ (ସୋମବାର, ୯/୮/୨୦୨୧)
ମେଷ :-
ଆଜି ବ୍ୟବସାୟରେ ବ୍ୟକ୍ତିଙ୍କୁ ଆଜି ନିଆ ବ୍ୟାପାର ଭାଗୀଦାର ବା ପ୍ରସ୍ତାବ ମିଳିବ । ଶାରୀରିକ ରୂପରେ ଆଜି ଆପଣ ନିଜକୁ ବହୁତ ତନ୍ଦୁରୁସ୍ତ ଅନୁଭବ କରିବେ । ତଥା ଆପଣ ନିଜ କାମକୁ ନୂଆ ରୂପ ଦେବ ପାଇଁ ବହୁତ ରଚନାତ୍ମକ ଉପାୟ ଆପଣେଇବେ । କାର୍ଯ୍ୟ କ୍ଷେତ୍ରର କଥା ଆଲୋଚନା କରିବାତ ଆପଣଙ୍କ ଟିମର ସବୁଠୁ ଅଧିକ ଶିଖିଥିବା ବ୍ୟକ୍ତି ବହୁତ ବୁଦ୍ଧିମାନର ସହିତ କଥା କହୁଥିବାର ନଜର ଆସିବେ ।
ବୃଷ :-
ଆଜି କୌଣସି ଶୁଭ ସମାଚାର ମିଳିବା ଦ୍ଵାରା ସାରା ଦିନ ସୁଖରେ ବ୍ଯତୀତ ହେବ । ଧନ ସମ୍ବନ୍ଧୀୟ ମାମଲାରେ ମଧ୍ୟ ସଫଳତା ହାସିଲ ହେବ । ଅଧିକାରୀ ଆପଣଙ୍କ କାମର ତାରିଫ କରିବେ । ପରିବାର ସହିତ ବିତାଇଥିବା ସମୟ ସବୁଠୁ ଅଧିକ ଆନନ୍ଦମୟ ରହିବ ।
ମିଥୁନ :-
ଦାମ୍ପତ୍ୟ ଜୀବନରେ ଟିକେ ଖିଟପିଟ ହୋଇପାରେ । ନିସ୍ପତି ନେବାରେ କଠିନ ଅନୁଭବ କରିବେ । ମନର ଏକାଗ୍ରତାକୁ ବନାଇ ରଖନ୍ତୁ । ବ୍ୟବସାୟରେ କାର୍ଯ୍ୟର ବିସ୍ତାର ହେବ । ରୋକୀ ହୋଇଥିବା ପଇସା ମିଳିବ । ସନ୍ତାନଙ୍କ ଠାରୁ ଶୁଭ ଓ ଅନୁକୂଳ ସମାଚାର ପ୍ରାପ୍ତ ହେବ । ସମ୍ପର୍କୀୟଙ୍କ ଠାରୁ ସମ୍ବନ୍ଧ ପ୍ରଗାଢ ହେବ । କିନ୍ତୁ ପେଟ ସମ୍ବନ୍ଧ ରୋଗରେ ପୀଡିତ ରହିବେ ।
କର୍କଟ :-
ଆଜି କୌଣସି ନୂଆ ବିଜନେସର ଆରମ୍ଭ କରିବା ପୂର୍ବରୁ ନିଜଠୁ ବଡ ଲୋକଙ୍କ ସଜେସନ ନିଶ୍ଚିତ ରୁହନ୍ତୁ । ଯଦି ଆପଣ ନିଜ ଉପରେ ଭରସା ରଖିବେତ ଭବିଷ୍ୟତକୁ ନେଇକି ଆଜି କିଛି ନୂଆ ସୁଯୋଗ ମିଳିବ । ଏହା ସହିତ ଆଗକୁ ବଢିବାର ସୁଯୋଗ ମିଳିବ । ଏହି ରାଶିର ଓକିଲଙ୍କ ପାଇଁ ଆଜିର ଦିନ ଭଲ ଅଟେ । ସଂଯମତା ଓ ଧର୍ଯ୍ୟର ସହିତ କାମ କରନ୍ତୁ ।
ସିଂହ :-
ନୂଆ ସମ୍ବନ୍ଧ ପ୍ରତି ନିକଟତା ଆପଣଙ୍କ ପାଇଁ ଲାଭକାରୀ ହେବ । ଉଶ୍ଚାହ ବା ପ୍ରସନ୍ନତାରେ ବୃଦ୍ଧି ହେବ । ଆଜିର ନୂଆ ସାଧନ ମିଳିପାରେ । ବ୍ୟାପାର ଲାଭପ୍ରଦ ରହିବ । ନୂଆ ଯୋଜନା କ୍ରିୟାବନ୍ତ ହେବ । ଶିକ୍ଷା ସମୃଦ୍ଧି ବଢିବ । ବ୍ୟର୍ଥରେ ସନ୍ଦେହ କରନ୍ତୁ ନହିଁ । ବୁଦ୍ଧିମାନରେ ସମସ୍ଯାର ସମାଧାନ ସମ୍ଭବ ହେବ । ଆଜି ବହୁମୂଲ୍ୟ ବସ୍ତୁ ଦ୍ଵାରା ଲାଭ ପ୍ରାପ୍ତ ହେବ ।
କନ୍ୟା :-
ଆଜିର ଦିନ ଅନୁକୂଳ ରହିବ । ବ୍ୟାପାଋ ବର୍ଗ ଓ ଚାକିରି ଲୋକଙ୍କ ପାଇଁ ଆଜିର ଦିନ ଲାଭ ଦାୟୀ ହେବ । ଆଜି କିଛି ଯୁନିୟର ଆପଣଙ୍କ ଠାରୁ କାମ ଶିଖିବାର ଇଛା ଜାହିର କରିବେ । ଏହି ରାଶିର ଲୋକ ରାଜନୀତି କ୍ଷେତ୍ର ସହିତ ଜଡିତ ଅଛନ୍ତି ଆଜି ତାଙ୍କର କୌଣସି ପୁରୁଣା କାମର ତାରିଫ ହେବାର ସମ୍ଭାବନା ରହିଛି ।
ତୁଳା :-
ଆଜି ଆପଣଙ୍କୁ ଭଲ ବ୍ୟବହାର କାରଣରୁ କିଛି ଲୋକଙ୍କ ସାହାର୍ଯ୍ୟ ମିଳିପାରେ । ଅଫିସର କୌଣସି ଖାସ କାମ ସରାଇବାରେ ଆପଣ ସଫଳ ହୋଇପାରନ୍ତି । ବ୍ୟବସାୟୀ ପୂର୍ବରୁ କରାଯାଇଥିବା କାର୍ଯ୍ୟର ଲାଭଦାୟୀ ପରିଣାମ ମିଳିବ । କୌଣସି ଯୋଜନାର ଲାଭ ମିଳିବ । ବାହାନ ସୁଖ ପ୍ରାପ୍ତ ହେବାର ଯୋଗ ରହିଛି ।
ବିଛା :-
ଆଜିର ଦିନ ମିଳାମିଶା ପ୍ରଭାବ ଦେବ । କୌଣସି ମିତ୍ର ଦ୍ଵାରା ମହତ୍ଵ ପୂର୍ଣ ସମାଚାର ପ୍ରାପ୍ତ ହେବ । ଉଚ ଅଧିକାରୀଙ୍କ କୃପା ଦୃଷ୍ଟିରୁ ପଦୋନ୍ନତିର ସମ୍ଭାବନା ଦେଖା ଦେବ । ଅଧ୍ୟାତ୍ମ ଆଡକୁ ରୁଚି ବଢିପାରେ ଓ ଆପଣ ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।
ଧନୁ :-
ସାମାଜିକ କୀର୍ତିରେ ବୃଦ୍ଧି ହେବ । ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଦ୍ଵାରା ସମ୍ବନ୍ଧ ଲାଭ ନେବାରେ ପଛକୁ ହାତିବ ନହିଁ । କାର୍ଯ୍ୟକୁ ଟାଳିବାର ପ୍ରୟାସ କରନ୍ତୁ ନହିଁ ନା ହିଁ ଦାୟିତ୍ଵ ହୀନତା ହୁଅନ୍ତୁ ନହିଁ । ସ୍ବଭାବରେ ଚିଡଚିଡା ପାନରୁ କ୍ଷତି ହୋଇପାରେ । ଆପଣଙ୍କ ସଜେସନ ଫଳପ୍ରଦ ହେବ ।
ମକର :-
ସାଥିଙ୍କ ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । ଧନ ସହିତ ଜଡିତ ସମସ୍ଯା ଦୂର ହେବ । କାର୍ଯ୍ୟ କ୍ଷେତ୍ରରେ ଆଜି ଆପଣ ଭଲ ପ୍ରଦର୍ଶନ କରିବେ । ଚାକିରି କ୍ଷେତ୍ରରେ କରାଯାଇଥିବା ପ୍ରୟାସ ସଫଳ ହେବ । ଦାଂପତ୍ଯ ଜୀବନରେ ନିକଟତା ଓ ମଧୁରତା ରହିବ । ଆଜି କାର୍ଯ୍ୟ କ୍ଷେତ୍ରରେ କିଛି ଠୋସ ବା ମହତ୍ଵ ପୂର୍ଣ ନିସ୍ପତି ନେବେ ।
କୁମ୍ଭ :-
ଆଜି ଆପଣଙ୍କ ପରିବାର ପ୍ରତି ଆପଣଙ୍କ ଦାୟିତ୍ଵ ବଢିବ । ବାଦ ବିବାଦରେ ଆପଣଙ୍କ ବିଜୟୀ ହେବ । ଜୀବନ ସାଥିଙ୍କ ଭାବନା ପ୍ରତି ସନମାନ କରନ୍ତୁ । କୌଣସି ନୂଆ ପରିଯୋଜନାରେ କାମ କରିବା ପୂର୍ବରୁ ଭଲ ଭାବରେ ବିଚାର କରନ୍ତୁ ।
ମୀନ :-
ଆଜି ଆପଣଙ୍କ ଆମଦାନୀର ନୂଆ ନୂଆ ବାଟ ଉପଲବ୍ଧ ହେବ । ଆପଣଙ୍କ ପରିଶ୍ରମର ଫଳ ମିଳିବ । ଆପଣଙ୍କ ଆତ୍ମବିଶ୍ଵାସ ବଢିବ ସହିତ ରଚନାତ୍ମକତାରେ ବୃଦ୍ଧି ହେବ । ବ୍ୟକ୍ତିତ୍ବରେ ଚାର ଚାନ୍ଦ ଲାଗିବ । ସନ୍ତାନ ପକ୍ଷରୁ ଲାଭା ମିଳିବ । ବିନା କାରଣରେ ବାଦ ବିବାଦରୁ ହେଉଥିବା ସମସ୍ୟାରୁ ଦୂରେଇ ରୁହନ୍ତୁ । ପରିବାରରେ ଆମୋଦ ପ୍ରମୋଦର ବାତାବରଣ ରହିବ ।
