ଆଜିର ଭାଗ୍ୟଫଳ (ଗୁରୁବାର, ୫/୮/୨୦୨୧)
ମେଷ :-
ଆଜି ଆପଣଙ୍କୁ ଆର୍ଥିକ ଲାଭ ମିଳିବ । ଆପଣଙ୍କ ବ୍ୟାପାରରେ ଆଶ୍ଚର୍ଯ୍ୟ ଜନକ ସଫଳତା ମିଳିବାର ସଙ୍କେତ ରହିଛି । ପୁରୁଣା ଟେନସନ ଖତମ ହୋଇବ । ଆପଣଙ୍କ ସକ୍ରିୟତାର ସ୍ତର ବଢିବ । ସମାଜ ଓ ପରିବାର ଦୁଇଟି କ୍ଷେତ୍ରରେ କାମ କାର୍ଯ୍ୟ ପୁରା ହୋଇବ । ବ୍ୟବସାୟ ଅନୁକୂଳ ଚାଲିବ । ବରିଷ୍ଠ ବ୍ୟକ୍ତି ମାନଙ୍କ ଠାରୁ ପରିଚୟ ମିଳିବ ।
ବୃଷ :-
ଆଜି ଆପଣ ନିଜ ଚେଷ୍ଟାରେ ଭଲ ସ୍ଵାସ୍ଥ୍ୟର ଆନନ୍ଦ ନେଇ ପାରିବେ । ଆଜି ଆପଣଙ୍କୁ ଅଲଗା ଅଲଗା କାମ ଉପରେ ଧ୍ୟାନ ଦେବାକୁ ପଡିବ । ଶେଥି ପାଇଁ କାମର ଅନୁରୁଚିରେ ଚେଞ୍ଜେସ କରିବାରେ ପ୍ରସ୍ତୁତ ରୁହନ୍ତୁ । ପରିବାରରେ ସହାୟତାର ଅପେକ୍ଷା କରନ୍ତୁ ନହିଁ । ସମ୍ଭବ ହୋଇପାରେ କିଏ ଆପଣଙ୍କୁ ପ୍ରେମ ଆଦେଦନ କରିପାରେ । ସ୍ଵାମୀ ସ୍ତ୍ରୀ ଭୁଲ ବୁଝାମଣା ହୋଇପାରେ ।
ମିଥୁନ :-
ଯଦି ଆପଣ ବ୍ୟାପାର କରୁଛନ୍ତି ନିଜ ଗତି ବିଧି ଓ ବଢାଇବାକୁ ପଡିବ । ଆଜି ଆପଣ ନିଜକୁ ପ୍ରମାଣିତ କରିକି ଦେଖାଇବେ । ବହୁତ ଭଲ ଖବର ଆପଣଙ୍କୁ ମିଳିବ । ବହୁତ ଦିନରୁ ପୁରୁଣା କାମ ପୁରା ହେବା ଦ୍ଵାରା ମନ ବହୁତ ଖୁସି ରହିବ ।
କର୍କଟ :-
ଆଜିର ଦିନ ଶୁଭ ଫଳଦାୟୀ ରହିବ । ଆଧ୍ୟାତ୍ମିକ ଗତିବିଧି ଆଡକୁ ରୁଚି ବଢିବ । ଆଜି ଆପଣ ବହୁତ ସାରା କାର୍ଯ୍ୟ ପୁରା କରିବେ । ଆପଣଙ୍କୁ ଲୋକଙ୍କ ସହାୟତା ପ୍ରାପ୍ତ ହେବ । ପରିବାର ସମ୍ବନ୍ଧିତ ଭଲ ଖବର ଭଲ ଖବର ମିଳିବ । ପରିବାରରେ ହସ ଖୁସିର ବାତା ବରଣ ରହିବ । ଆର୍ଥିକ ପକ୍ଷ ମଜଭୁତ ହୋଇପାରେ ।
ସିଂହ :-
ଆଜି ପାରିବାରିକ ବାତା ବରଣ ସୁଖଦ ରହିବ । ଆପଣ ନିଜର ପ୍ରତି ଦ୍ଵନ୍ଦିର ମୁହଁ ବନ୍ଦ କରିବାରେ ସଫଳ ରହିବେ । ବସଙ୍କ ପୁରା ସହଯୋଗ ମିଳିବ । କିନ୍ତୁ କୌଣସି କାମକୁ ବ୍ୟସ୍ତତା ଭିତରେ ପୂରଣ କରିବାକୁ ଚେଷ୍ଟା କରନ୍ତୁ ନହିଁ । ଶୁଣା କଥା ଉପରେ ବିଶ୍ବାସ କରନ୍ତୁ ନହିଁ । ଓ ସତ୍ୟତାକୁ ଭଲ ଭାବରେ ପରଖୀ ନିଅନ୍ତୁ । ପ୍ରଭାବଶାଳି ବ୍ୟକ୍ତିଙ୍କ ସହଯୋଗ ବା ମାର୍ଗ ଦର୍ଶନ ପ୍ରାପ୍ତ ହେବ ।
କନ୍ୟା :-
ପରିବାରରେ ମାଙ୍ଗଳିକ କାର୍ଯ୍ୟର ରୂପରେଖ ବନିବ । ଲଭ ମେଟର ନିଜ ସାଥି ପ୍ରତି ଅନ୍ୟ ଦିନ ଅପେକ୍ଷା ଅଧିକ ପ୍ରେମ ରହିବ । ବିଦେଶରୁ ଆପଣଙ୍କୁ ଚାକିରି ପାଇଁ ଅଫର ମିଳିବ । କେଉଁଠାକୁ ଧାର୍ମିକ ଯାତ୍ରାରେ ଯାଇପାରନ୍ତି । ବ୍ଯବସାୟିକ ପାଇ ଆଜିର ଦିନ ବହୁତ ମହତ୍ଵ ପୂର୍ଣା ରହିବ । ନୂଆ ଲୋକଙ୍କ ସହିତ ଡିଲ ପକ୍କା ହୋଇପାରେ ।
ତୁଳା :-
ଆଜି କାହା ଉପରେ ଆଖିବନ୍ଦ କରି ବିଶ୍ବାସ କରିବା ଆପଣଙ୍କ ପାଇଁ ଉଚିତ ନହିଁ । ଆଜି ଖଣ୍ଡିଆ ହେବାର ସମ୍ଭାବନା ରହିଛି । ଶେଥି ପାଇଁ ଧ୍ୟାନ ରଖନ୍ତୁ । ସନ୍ତାନଙ୍କ ସ୍ଵାସ୍ଥ୍ୟକୁ ନେଇକି ଚିନ୍ତା ରହିବ । ଆଜି ଗାଈକୁ ନିଜ ହାତରେ ରୁଟି ଖାଇବାକୁ ଦେବା ବହୁତ ଶୁଭ ହୋଇଥାଏ । ଆଜି ଆପଣଙ୍କୁ ହଠାତ ରାଗ ଆସିପାରେ, କିନ୍ତୁ ଏହା ବହୁତ ଜଲ୍ଦି ଶାନ୍ତ ହୋଇଯିବ ।
ବିଛା :-
ଆଜି ସମ୍ପର୍କୀୟଙ୍କ ଠାରୁ ହଠାତ ଉପହାର ମିଳିବ । ପରିବାର ଲୋକ ଆପଣଙ୍କ କାମରେ ଆପଣଙ୍କୁ ସହାୟତା କରିବେ । ଆଜି ଭଲ ଭୋଜନ କରିବା ଦ୍ଵାରା ଆନନ୍ଦ ପ୍ରାପ୍ତ ହେବ । ବିଦ୍ୟାଥିଙ୍କ ସହିତ ଦିନ ଉତ୍ତମ ଫଳଦାୟୀ ରହିବ । ସ୍ୱାସ୍ଥ୍ୟ ଚାକିରି, ଓ ଯାତ୍ରା ପାଇଁ ସମୟ ଅନୁକୂଳ ରହିବ । ଆତ୍ମା ଚିନ୍ତନ ଦ୍ଵାରା ସମସ୍ୟାର ସମାଧାନ ହେବ ।
ଧନୁ :-
ଆଜି ଆପଣ ପଇସା ମାମଲାରେ ସମାଧାନ କରିବାରେ ସଫଳ ରହିବେ । ବିଦ୍ୟାର୍ଥୀ ମାନଙ୍କର ଆଜି ସଫଳ ହେବେ । ଆତ୍ମିକ ଆନନ୍ଦର ଆଜି ପ୍ରାପ୍ତି ହେବ । ଘର ବିଷୟରେ ଆପଣଙ୍କ ଯୋଜନା କାରାଗାର ସାବିତ ହେବ । ଆଜି କୌଣସି ସ୍ତ୍ରୀ ମିତ୍ର ସହଯୋଗ ଦ୍ଵାରା ଲାଭବାନ ହେବେ । ମାଙ୍କ ସହିତ ସମୟ ବିତାନ୍ତୁ ।
ମକର :-
ଆଜି କୌଣସି ପୁରୁଣା ମିତ୍ରଙ୍କ ଆଗମନ ହୋଇପାରେ । ଆଜିର ଦିନ ଆପଣଙ୍କୁ ଖୁସି ଓ ସଫଳତା ମିଳିବ । ଆଜି କୌଣସି ପୁରୁଣା ମିତ୍ରଙ୍କ ସହିତ ଦେଖା କରିବା ପାଇଁ ତାର ଘରକୁ ଯାଇପାରନ୍ତି । ଯିଏ ଆପଣଙ୍କ ନିଜ ସମସ୍ୟାକୁ ଦୂର କରିବା ପାଇଁ ସହାୟତା କରିପାରନ୍ତି । ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଖୁସି ରହିବେ ।
କୁମ୍ଭ :-
ଚାକିରି ସମ୍ବନ୍ଧରେ ଆଜି ଆପଣ ନିଜଠାରୁ ଉଚ ବର୍ଗଙ୍କ ଅଧିକାରୀଙ୍କ ସହିତ ସମ୍ପର୍କ କରିବେ । ବାହାର ଖାଦ୍ଯ ପେୟ ଖାଇବାରୁ ବଞ୍ଚାନ୍ତୁ ଅନ୍ଯଥା ସମସ୍ଯା ହୋଇପାରେ । କଳା ବା ସାହିତ୍ଯ କ୍ଷେତ୍ରରେ ମାନ ପ୍ରତିଷ୍ଠା ବଢିବ । କାର୍ଯ୍ୟ କ୍ଷେତ୍ରରେ କୌଣସି ବଡ ଲୋକଙ୍କ ସହଯୋଗରେ ବ୍ୟବସାୟରେ ପ୍ରଗତି ହେବ
ମୀନ :-
ଆଜି ଆପଣଙ୍କ ସମସ୍ୟା ସମାଧାନ ହୋଇପାରେ । ବଢିଆ ଦିନ ଅଟେ ଯେବେ ସମସ୍ୟଙ୍କ ଧ୍ୟାନ ଆପଣଙ୍କ ଆଡକୁ ରଖିବେ । ପାରିବାରିକ ସୁଖ ବୃଦ୍ଧି ହେବ । ଯେଉଁ ପଡୋସୀଙ୍କ ସହିତ ଝଗଡା ହୋଇଥିଲା ତାଙ୍କ ସହିତ ଏବେ ସେ ବନ୍ଧୁତାର ହାତ ବଢାଇବେ । ଭଲ ସ୍ୱାସ୍ଥ୍ୟ ପାଇଁ ଫଳର ସେବନ କରିବା ଠିକ ଅଟେ । ମାନସିକ ଅସ୍ଥିରତାରୁ ବଞ୍ଚନ୍ତୁ । ସଞ୍ଚିତା ଧନରେ କାମୀ ଆସିପାରେ ।
